Browsing Tag

state news

ଜମିଲା ଧର୍ମଶାଳା ମହୋତ୍ସବର ଦଶମ ସନ୍ଧ୍ୟା, ଶ୍ରୋତାଙ୍କୁ ଝୁମାଇଲେ କଣ୍ଠଶିଳ୍ପୀ ଇରା ମହାନ୍ତି

ଧର୍ମଶାଳା (କେନ୍ୟୁଜ୍‌): ଯାଜପୁର ଧର୍ମଶାଳା ମହୋତ୍ସବର ଦଶମ ସନ୍ଧ୍ୟାରେ ମୁଖ୍ୟ ଆକର୍ଷଣ ସାଜିଥିଲେ ଓଡ଼ିଶାର ଲୋକପ୍ରିୟ କଣ୍ଠଶିଳ୍ପୀ ଇରା ମହାନ୍ତି। । ମହୋତ୍ସବର ମୁକ୍ତାକାଶ ମଞ୍ଚରେ ଇରା ତାଙ୍କ ସୁଲଳିତ କଣ୍ଠରେ ‘ରାକ୍ଷୀ ବାନ୍ଧିଲି ମୋ ରଖିବ ମାନ’, ‘ରାମାରେ ରାମାରେ’, ‘ବାବୁ ଆଇ ଲଭ ୟୁ’…

ବୌଦ୍ଧ: ମନମୁଣ୍ଡା ଥାନା ଏଏସ୍ଆଇ କୁମୁଦ ଭୋଇଙ୍କୁ ମରଣାନ୍ତକ ଆକ୍ରମଣ, ହସ୍ପିଟାଲରେ ଭର୍ତ୍ତି

ପୋଲିସ୍ ଏଏସ୍ଆଇଙ୍କୁ ମରଣାନ୍ତକ ଆକ୍ରମଣ । ବୌଦ୍ଧ ଜିଲ୍ଲା ଦପଲା ଗାଁରେ ହୋଇଥିବା ଏହି ଆକ୍ରମଣରେ ପୋଲିସ ଅଧିକାରୀ ଜଣକ ଗୁରୁତର ଆହତ ହୋଇଛନ୍ତି । ବୁଧବାର ବିଳମ୍ବିତ ରାତିରେ ଆକ୍ରମଣ ହୋଇଥିଲା । ଆଜି ସକାଳ ୭ଟା ବେଳେ ତାଙ୍କୁ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ପୋଲିସ ଅଧିକାରୀ ଜଣକ ହେଲେ…

ଢେଙ୍କାନାଳ: ଟୁରିଷ୍ଟ ବସ୍‌କୁ ଧକ୍କା ଦେଲା ଟ୍ରକ୍‌, ଚାଳକଙ୍କ ସମେତ ୨୦ ଆହତ

ଢେଙ୍କାନାଳ (କେନ୍ୟୁଜ୍‌): ପୁଣି ପିକନିକ ବସ୍ ଦୁର୍ଘଟଣାଗ୍ରସ୍ତ । ଟୁରିଷ୍ଟ ବସକୁ ଧକ୍କା ଦେଲା ଟ୍ରକ୍ । ଢେଙ୍କାନାଳ ମହାବିରୋଡ଼ ଥାନା ଅଧୀନ ଭେଜିଆ ମନ୍ଦିର ଛକରେ ଘଟିଛି ଦୁର୍ଘଟଣା। ଏଥିରେ ଟ୍ରକ୍ ଚାଳକଙ୍କ ସମେତ ୨୦ ଜଣ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ଗୁରୁତର…

ବାଙ୍ଗିରିପୋଷି: ଦ୍ବାରଶୁଣି ଘାଟିରେ ଦୁର୍ଘଟଣା, କଣ୍ଟେନର ସହ ଜଳିଗଲେ ୨ ଡ୍ରାଇଭର

ବାଙ୍ଗିରିପୋଷି (କେନ୍ୟୁଜ୍‌): ଦୁର୍ଘଟଣା ପରେ ଜଳିଗଲେ ୨ ଡ୍ରାଇଭର । ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଦ୍ବାରଶୁଣି ଘାଟିରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା  । କଣ୍ଟେନର ସହ ଜଳିଗଲେ ୨ ଡ୍ରାଇଭର । ଆଜି ଟ୍ୟାଙ୍କରକୁ କଣ୍ଟେନର ଧକ୍କା ଦେଇଥିଲା । ପରେ ଘାଟି ତଳକୁ କଣ୍ଟେନର ଓ ଟ୍ୟାଙ୍କର…

ଆଜିଠୁ ଡ୍ରାଇଭରଙ୍କ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ, ସୂଚନା ଦେଲେ ମହାସଂଘ ସଭାପତି

ଭୁବନେଶ୍ୱର (କେନ୍ୟୁଜ): ଆଜିଠୁ ଡ୍ରାଇଭରଙ୍କ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ। ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ଆନ୍ଦୋଳନ କରିବ ଡ୍ରାଇଭର ମହାସଂଘ। ହିଟ୍ ଆଣ୍ଡ ରନ ମାମଲାରେ ନୂଆ ନିୟମକୁ ଡ୍ରାଇଭର ମହାସଂଘ ପକ୍ଷରୁ ବିରୋଧ କରାଯାଇଛି। ଓଡ଼ିଶାରେ ମଧ୍ୟ ଷ୍ଟିୟରିଂ ଛାଡ ଆନ୍ଦୋଳନକୁ ଓହ୍ଲାଇଛି ଡ୍ରାଇଭର…

୩ ମାସ ଧରି ଚାଲିବ କିଟ୍‌ ରୌପ୍ୟ ଜୟନ୍ତୀ ସମାରୋହ; ପ୍ରତିଷ୍ଠା ଦିବସରେ ହେବ ଉଦ୍‌ଯାପନ

କିଟ୍‌ର ୨୫ ବର୍ଷ ପୂର୍ତ୍ତି ଅବସରରେ ରୌପ୍ୟ ଜୟନ୍ତୀ ସମାରୋହ ଉଦ୍‌ଘାଟିତ ହୋଇଯାଇଛି। କିଟ୍ କ୍ରିକେଟ ଷ୍ଟାଡିୟମ୍‌ରେ ଅନୁଷ୍ଠିତ ଉଦ୍‌ଘାଟନୀ ସମାରୋହରେ କିଟ୍, କିସ୍ ଏବଂ କିମ୍ସର ୭୫ ହଜାରରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଓ କର୍ମଚାରୀ ଯୋଗ ଦେଇଥିଲେ। ଏହା ଦୀର୍ଘ ୩ ମାସ ଧରି ଚାଲିବାକୁ ଥିବାବେଳେ…

ଝିଅ କହୁଛି, ‘ମୁଁ ଯୁଆଡ଼େ ଯିବି…ମୋତେ ଛାଡ଼’, ଲୋକେ କିନ୍ତୁ ପୋଲିସକୁ ଡାକି କରିଦେଲେ ହସ୍ତାନ୍ତର

ରାସ୍ତାରେ ଅଜଣା ଅଚିହ୍ନା ଝିଅଟିଏ ବୁଲୁଛି । କିଏ ସେ କାହାଘର ଝିଅ କାହାକୁ ଜଣା ନାହିଁ । ପିଲାଟିକୁ ଦେଖି ତା’ ନାଁ ଗାଁ ପଚାରି ଥିଲେ ସ୍ଥାନୀୟ ଲୋକ, ହେଲେ ଝିଅଟି କିଛି କହିଲା ନାହିଁ। ଯିଏ ଯେତେ ପଚାରିଲେ କିଛି କହିଲା ନାହିଁ, ବରଂ ମୁଁ ଯୁଆଡ଼େ ଯିବି ମୋତେ ଛାଡ ବୋଲି ଉତ୍ତର ଦେଲା।…

ଆଜିଠାରୁ କଂଗ୍ରେସ ଆରମ୍ଭ କରିବ ‘ଭାରତ ଯୋଡୋ ଯାତ୍ରା’: ୧୨ ଟି ରାଜ୍ୟ ପରିଦର୍ଶନ କରିବେ ରାହୁଲ ଗାନ୍ଧୀ,…

ଆଜିଠାରୁ ଆରମ୍ଭ ହେବ ' ଭାରତ ଯୋଡୋ ଯାତ୍ରା '। କନ୍ୟାକୁମାରୀରେ ଏକ ମେଗା ରାଲିରେ କଂଗ୍ରେସ ଏହାର ୩,୫୭୦ କିଲୋମିଟର ଲମ୍ବା 'ଭାରତ ଯୋଡୋ ଯାତ୍ରା' ଆରମ୍ଭ କରିବ। କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ବୁଧବାର ଚେନ୍ନାଇରେ ପହଞ୍ଚିଛନ୍ତି। ଏଠାରେ ସେ ତାଙ୍କ ପିତା ରାଜୀବ ଗାନ୍ଧୀଙ୍କ ସମାଦୀ ସକାଳେ…

ବିହାରରେ ହଠାତ୍ ଜଳିଗଲା ଟ୍ରେନ୍, ନିଆଁ ଲିଭାଉଛନ୍ତି ସ୍ଥାନୀୟ ଲୋକ

ବିହାର ସ୍ଥିତ ମଧୁବାନୀ ରେଳ ଷ୍ଟେସନରେ ଟ୍ରେନରେ ଅଚାନକ ନିଆଁ ଲାଗିବା ଘଟଣା ସମ୍ନାକୁ ଅସିଛି। ଅନ୍ତତଃ ଟ୍ରେନଟି ଖାଲି ଥିବା ଜଣାପଡିଛି। ତେବେ ଖାଲି ଟ୍ରେନରେ କିପରି ନିଆଁ ଲାଗିଥିଲା, ତାହା ଜଣାପଡ଼ିନାହିଁ। ଏହି ଘଟଣା ଘଟିବା ପରେ ସ୍ଥାନୀୟ ଲୋକ ଭୟଭୀତ ହୋଇଯାଇଥିଲେ। ଷ୍ଟେସନରେ ଥିବା ଅନେକ…

ଓମିକ୍ରନର ୫ଟି ନୂଆ ଲକ୍ଷଣ: ଆପଣଙ୍କ ପାଖରେ ଏସବୁ ଲକ୍ଷଣ ଦେଖାଯାଉଥିଲେ ଅଣଦେଖା କରନ୍ତୁ ନାହିଁ, ତୁରନ୍ତ ନିଅନ୍ତୁ…

ଦେଶରେ ପୁଣି ଥରେ ଦିନକୁ ଦିନ କରୋନା ସଂକ୍ରମଣଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଏମିତିକି କୋଭିଡର ନୂଆ ଭାରିଏଣ୍ଟ ଓମିକ୍ରନ ଆସିବା ପରେ ଏହା ବର୍ତ୍ତମାନ ସମସ୍ତଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । କାରଣ ଏହା ଏଧିକ ମାତ୍ରାରେ ସଂକ୍ରମଣ ବଢାଉଛି । ଦେଶରେ କୋଭିଡ ରୋଗୀଙ୍କ ସଂଖ୍ୟା ବଢୁଥିବା ବେଳେ…

ଚୁଲି ନିଆଁରେ ପୋଡ଼ି ହୋଇ ଶିଶୁକନ୍ୟା ଗୁରୁତର, ଜଳି ଯାଇଛି ୮୦ ପ୍ରତିଶତ; ପାଖରେ ଟଙ୍କା ନାହିଁ; ଆଖିରୁ ଲୁହ ଗଡ଼ାଉଛନ୍ତି…

ଚୁଲି ନିଆଁ ସଂସ୍ପର୍ଶରେ ଆସି ଗୁରୁତର ହୋଇଛି ଅଢ଼େଇ ବର୍ଷର ଶିଶୁକନ୍ୟା। ଖେଳୁ ଖେଳୁ ଝିଅଟି କୌଣସି ମତେ ଚୁଲି ମୁହଁକୁ ଚାଲି ଯାଇଥିଲା, ଯାହାଫଳରେ ତା’ ଶରୀରର ପାଖାପାଖି ୮୦ ପ୍ରତିଶତ ଭାଗ ପୋଡ଼ି ଯାଇଛି। ଯଦିଓ ସୌଭାଗ୍ୟବଶତଃ ମୁଣ୍ଡ ଏବଂ ଶରୀରର ସାମ୍ନା ଭାଗ ନିଆଁ ମୁହଁରୁ ବର୍ତ୍ତି ଯାଇଛି,…

ଓମିକ୍ରନକୁ ନେଇ ବିଦେଶୀ ବୈଜ୍ଞାନିକଙ୍କ ବଡ ବୟାନ, ସତର୍କ ନ ହେଲେ ହୋଇ ପାରେ ବ୍ରିଟେନ ପରି ପରିସ୍ଥିତି

ବର୍ତ୍ତମାନ ଦେଶରେ କୋଭିଡ ଭାଇରସ ର ଭାରିଏଣ୍ଟ ଓମିକ୍ରନ ଅଧିକ ମାତ୍ରାରେ ବ୍ୟାପିବାରେ ଲାଗିଛି । ଯାହା ପାଇଁ ଅନେକ ରାଜ୍ୟରେ ନାଇଟ କର୍ଫ୍ୟୁ ସହ ଲକ ଡାଇନ ମଧ୍ୟ ଘୋଷଣା ସରିଲାଣି କିନ୍ତୁ ଭାରତରେ ଦିନକୁ ଦିନ ବଢୁଥିବା ଓମିକ୍ରନର ସଂଖ୍ୟା କୁ ଦେଖି ଏହା ଉପରେ ରିସର୍ଚ କରି ଏକ ନୂଆ ମନ୍ତବ୍ୟ…