Browsing Tag

suicide

ନିଜ ବନ୍ଧୁକରୁ ଗୁଳି ଚଳାଇ ଆତ୍ମହତ୍ୟା କଲେ ସିଆରଏଫ ଯବାନ

ଉମରକୋଟ(କେନ୍ଯୁଜ୍): ସିଆରଏଫ ଯବାନଙ୍କ ଆତ୍ମହତ୍ୟା । ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ହଳଦୀ ପଞ୍ଚାୟତର ଫୁଟନଡା ସିଆରପିଏଫ କ୍ୟାମ୍ପରେ ଜଣେ ଯବାନ ନିଜ ବନ୍ଧୁକରେ ଗୁଳି ଚଳାଇ ଆତ୍ମହତ୍ୟା କରିଛନ୍ତି । ମୃତକ ତେଲେଙ୍ଗନାର ଡି. ଗୋବର୍ଦ୍ଧନ । ଉମରକୋଟ ଏସଡିପିଓ ଦୀନେଶ କୁମାର ନାୟକ ଓ…

ସ୍କୁଲରେ ଶିକ୍ଷକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ଯୁବକଙ୍କ ପରିବାର

ସୋର (କେନ୍ୟୁଜ) : ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅଧିନ ଚୁଡୁଙ୍ଗା ଗ୍ରାମରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ଏଠାରେ ରହୁଥିବା କମଳଲୋଚନ ଶିଅଳଙ୍କ ପୁଅ ଅଶୋକ କୁମାର ଶିଅଳଙ୍କ ଅଡ଼ା ସ୍ଥିତ ବାସଭବନରୁ ଝୁଲନ୍ତା ଶବ ଉଦ୍ଧାର ହୋଇଛି। ଏ ନେଇ ଅଶୋକଙ୍କ ବାପା କମଳ ଲୋଚନ ତାଙ୍କ ବହୂ…

କଟକ କାଳିଆବୁଦା ନିକଟରେ ମହାନଦୀକୁ ଡେଇଁଲେ ଅଧ୍ୟାପକ

କଟକ(କେନ୍ଯୁଜ୍): କଟକ କାଳିଆବୁଦା ନିକଟରେ ମହାନଦୀକୁ ଡେଇଁଲେ ଅଧ୍ୟାପକ। ଭୁବନେଶ୍ବରର ଏକ କଲେଜରେ ଲ୍ୟାବ୍‌ ସହକାରୀ ଭାବେ ସେ କାମ କରନ୍ତି। ସଂପୃକ୍ତ ଅଧ୍ୟାପକ ଜଣଙ୍କ ଚାଉଳିଆ ଗଞ୍ଜର ଦେବାଶିଷ ଦାସ । ତେବେ ଡେଇଁଥିବା ଅଧ୍ୟାପକ ଜଣଙ୍କ ବର୍ତ୍ତମାନ ନିଖୋଜ ଥିବା ସୂଚନା ମିଳିଛି।

ଗଞ୍ଜାମ ପୋଡାମାରିରେ ଅଭାବନୀୟ ଘଟଣା: ବିଷ ପିଇ ଦମ୍ପତିଙ୍କ ଆତ୍ମହତ୍ୟା !

ବ୍ରହ୍ମପୁର(କେନ୍ଯୁଜ୍): ବିଷ ପିଇ ଦମ୍ପତିଙ୍କ ଆତ୍ମହତ୍ୟା ଅଭିଯୋଗ। ଗଞ୍ଜାମ ଜିଲ୍ଲା ପାଟପୁର ଥାନା ପୋଡାମାରିରେ ଅଭାବନୀୟ ଘଟଣା। ଗତ ରାତିରେ ଭଞ୍ଜସାହିର ସନ୍ତୋଷ ଗୌଡ଼ ଏବଂ ତାଙ୍କ ସ୍ତ୍ରୀ ନୟନୀ ଗୌଡ଼ ବିଷ ପିଇ ଆତ୍ମହତ୍ୟା କରିଛନ୍ତି। ତେବେ କେଉଁ କାରଣରୁ ବିଷ ପିଇଛନ୍ତି ତାହା ଅସ୍ପଷ୍ଟ…

ବିଷ ପିଇ ସିକ୍ୟୁରିଟୀ ଗାର୍ଡଙ୍କ ଆତ୍ମହତ୍ୟା

ଦେବଗଡ(କେନ୍ଯୁଜ୍): ବିଷ ପାନ କରି ଜଣେ ସିକ୍ୟୁରିଟୀ ଗାର୍ଡ ଆତ୍ମହତ୍ୟା କରିଥିବା ଜଣାପଡିଛି । ମୃତକ ଜଣକ ଦେବଗଡ ପୈାରାଂଚଳ ଅନ୍ତର୍ଗତ ବଣିଆ ସାହିର, ୱାର୍ଡ ନଂ-୩ ନିବାସି ସତ୍ୟ ମେହେରଙ୍କ ୨୨ ବର୍ଷିୟ ପୁଅ ସରୋଜ ମେହେର । ସରୋଜ ଦେବଗଡ କୋଭିଡ ହସପିଟାଲରେ ସିକ୍ୟୁରିଟୀ ଗାର୍ଡ ଭାବେ ନିୟୋଜିତ…

ଯାଜପୁର ଟାଉନ: ଜାମୁ ଗଛରେ ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ମୃତଦେହ ଠାବ

ଯାଜପୁର ଟାଉନ: ଜାମୁ ଗଛରେ ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ମୃତ ଦେହ ଠାବ । ଏଭଳି ଅଭାବନୀୟ ଘଟଣା ଘଟିଛି ବିଂଝାରପୁର ଥାନା ଅନ୍ତର୍ଗତ ଟିଣା ପଂଚାୟତ ଶିଶିରଣା ଗ୍ରାମରେ। ମୃତ ଯୁବକ ହେଲେ ରାମ ମଲ୍ଲିକଙ୍କ ପୁଅ ଅଞ୍ଜନ ମଲିକ । ପାରିବାରିକ କଳହରୁ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି ।…

ତୁମେ ଚାଲିଗଲ ମୁଁ ଆଉ କାହିଁକି ବଞ୍ଚିବି : ସ୍ତ୍ରୀର ଜୁଇକୁ ଡେଇଁ ସ୍ୱାମୀର ଆତ୍ମହତ୍ୟା

କଳାହାଣ୍ଡି(କେନ୍ଯୁଜ୍): ସ୍ତ୍ରୀର ଜୁଇକୁ ଡେଇଁ ସ୍ୱାମୀର ଆତ୍ମହତ୍ୟା । ସ୍ତ୍ରୀର ମୃତ୍ୟୁକୁ ସହିନପାରି ଜଳନ୍ତା ଜୁଇକୁ ଡେଇଁ ଜୀବନ୍ତ ଦଗ୍ଧ ହୋଇ ପ୍ରାଣ ହରାଇଛନ୍ତି ସ୍ୱାମୀ। କଳାହାଣ୍ଡି ଜିଲ୍ଲା କେଗାଁ ଥାନା ସିଆଲଯୋଡ଼ି ଗାଁରେ ଦେଖିବାକୁ ମିଳିଛି ଏଭଳି ହୃଦୟବିଦାରକ ଚିତ୍ର । ମୃତକ ସ୍ୱାମୀ…

ପ୍ରେମରେ ବିଫଳ ପ୍ରେମିକର ଆତ୍ମହତ୍ଯା ଉଦ୍ୟମ, ମରୁ ମରୁ ଅଳ୍ପକେ ବଞ୍ଚିଗଲେ

ସୋର(କେନ୍ଯୁଜ୍): ପ୍ରେମରେ ବିଫଳ ପ୍ରେମିକର ଆତ୍ମହତ୍ଯା ଉଦ୍ୟମ। ବାଲେଶ୍ବର ଜିଲ୍ଲା ସୋର ରେଳ ଷ୍ଟେସନ୍ ରୁ କିଛି ଦୁରରେ ଘଟିଛି ଏହି ଘଟଣା ।ଗତକାଲି ରାତିରେ  ଜଣେ ଯୁବକ ଟ୍ରେନ ଲାଇନ୍ କଟି ଗୁରୁତର ହୋଇ ପଡିଥିବା ଦେଖିବାକୁ ମିଳିଥିଲା । ତେବେ ଏନେଇ ଖବର ପାଇବା ପରେ ସଙ୍ଗେ ସଙ୍ଗେ ସ୍ଥାନୀୟ…

ଭୁବନେଶ୍ୱର: ଫାର୍ମ ହାଉସ ପୋଖରୀରୁ ମୃତଦେହ ମିଳିବା ଘଟଣା, ଆସିଲା ଛାତ୍ରୀଙ୍କ ପୋଷ୍ଟମର୍ଟମ ରିପୋର୍ଟ

ଭୁବନେଶ୍ୱର(କେନ୍ଯୁଜ୍): ଭୁବନେଶ୍ୱରର ଏକ ଫାର୍ମ ହାଉସ ପୋଖରୀରୁ ଛାତ୍ରୀଙ୍କ ମୃତଦେହ ମିଳିବା ଘଟଣା । ଆସିଲା ଛାତ୍ରୀଙ୍କ ପୋଷ୍ଟମର୍ଟମ ରିପୋର୍ଟ । ପୋଖରୀରେ ବୁଡି ଛାତ୍ରୀଙ୍କ ମୃତ୍ୟୁ ହୋଇଥିବା ରିପୋର୍ଟ ଆସିଛି। ସେପଟେ ଡାଇଟମ୍‌ ଓ ଭିସେରା ଟେଷ୍ଟ ପାଇଁ ଷ୍ଟେଟ ଫରେନସିକ୍‌ ଲ୍ୟାବକୁ ପଠାଯିବ…

ସାନଭଉଣୀକୁ ଟାଙ୍ଗିଆରେ ହାଣି ହତ୍ୟା କରିବା ପରେ ବଡ଼ଭଉଣୀର ଆତ୍ମହତ୍ୟା

ବାଂଶପାଳ(କେନ୍ଯୁଜ୍) : ସାନଭଉଣୀକୁ ଟାଙ୍ଗିଆରେ ହାଣି ହତ୍ୟା କରିବା ପରେ ବଡ଼ଭଉଣୀର ଆତ୍ମହତ୍ୟା।  ଫ୍ୟାନ୍‌ ହୁକ୍‌ରେ ରଶି ଲଗାଇ ଆତ୍ମହତ୍ୟା କରିଛି ବଡ଼ଭଉଣୀ। ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ନୟାକୋଟ ଥାନା ଅନ୍ତର୍ଗତ ଫୁଲଝର ଗ୍ରାମରେ। ତେବେ ଏଯାଏ ହତ୍ୟାର ପ୍ରକୃତ…

ବରଗଡ: କିରୋସିନି ଢାଳି ଆତ୍ମହତ୍ୟା ଉଦ୍ୟମ କରିଥିବା ଯୁବତୀଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ

ବରଗଡ(କେନ୍ଯୁଜ୍): ଗତକାଲି କିରୋସିନି ଢାଳିହୋଇ  ଆତ୍ମହତ୍ୟା ଉଦ୍ୟମ କରିଥିବା ଯୁବତୀଙ୍କ ମୃତ୍ୟୁ । ସୂଚନା ମୁତାବକ ଗତକାଲି ତାଙ୍କୁ ଗୁରୁତର ଭାବେ ଉଦ୍ଧାର କରାଯାଇ ପ୍ରଥମେ ବରଗଡ ମୁଖ୍ଯ ଚିକିତ୍ସାଳୟ ଏବଂ ପରେ ବୁର୍ଲା ବଡ ଡାକ୍ତରଖାନାକୁ ସ୍ଥାନନ୍ତରିତ କରାଯାଇଥିଲା । ତେବେ ସେଠାରେ…

ସ୍ୱାମୀ ସାମ୍ନାରେ ସ୍ତ୍ରୀର ଆତ୍ମହତ୍ୟା: ଓଭରବ୍ରିଜ ଉପରୁ ଡେଇଁ ଜୀବନ ହାରିଲେ ମହିଳା

ଭୁବନେଶ୍ୱର(କେନ୍ଯୁଜ୍): ସ୍ୱାମୀ ସାମ୍ନାରେ ଟ୍ରେନ ଲାଇନକୁ ଡେଇଁ ଆତ୍ମହତ୍ୟା କଲେ ମହିଳା । ଘଟଣା ଘଟିଛି କାର୍ଗିଲ ବସ୍ତି ନିକଟ ରେଳ ଲାଇନ ରେ । ଘଟଣା ସ୍ଥଳରେ ଜିଆରପି ଥାନା ପୋଲିସ ପହଞ୍ଚି ମୃତ ଦେହ ଜବତ କରିଛି । ଏହି ଘଟଣାରେ ସ୍ଵାମୀକୁ ଅଟକ ରଖି ପଚରା ଉଚରା କରୁଛି ଜିଆରପି । ସୂଚନା…