Below header
Browsing Tag

suicide

କୁଆଖାଇ ନଦୀକୁ ଡେଇଁ ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ

ଭୁବନେଶ୍ବର(କେନ୍ଯୁଜ୍): କୁଆଖାଇ ବ୍ରିଜ୍ ଉପରୁ ନଦୀକୁ ଡେଇଁ  ଆତ୍ମହତ୍ୟା ଉଦ୍ୟମ କଲେ ଯୁବତୀ । ଆଜି ମଧ୍ୟାହ୍ନ ପ୍ରାୟ ୧୨ଟା ୪୦ ମିନିଟ୍‌ ରେ ଦେଖିବାକୁ ମିଳିଥିଲା ଏହି ହାଇଡ୍ରାମା।  ହଠାତ୍‌ ଜଣେ ଯୁବତୀ ଦୌଡ଼ି ଦୌଡ଼ି  ଭୁବନେଶ୍ୱର ହଂସପାଳ ନିକଟ କୁଆଖାଇ ବ୍ରିଜ୍ ନିକଟକୁ ଯାଇଥିଲେ ଏବଂ ନଦୀକୁ…

ଯାଜପୁର ଯୁଗଳ ଗାଁରେ ଅଭାବନୀୟ ଘଟଣା: ବେକରେ ଦଉଡି ଲଗାଇ ସ୍ୱାମୀ ସ୍ତ୍ରୀଙ୍କ ଆତ୍ମହତ୍ୟା

ଯାଜପୁର ରୋଡ (କେ ନ୍ୟୁଜ) : ଯାଜପୁର ଜିଲ୍ଲା କୋରେଇ ଥାନା ଅନ୍ତର୍ଗତ ଗୈାରପୁର ପଞ୍ଚାୟତ ଯୁଗଳ ଗାଁ ରେ ଅଭାବନୀୟ ଘଟଣା l ସ୍ୱାମୀ ସ୍ତ୍ରୀ ବେକରେ ଦଉଡି ଲଗାଇ ଆତ୍ମହତ୍ୟା l ସ୍ତ୍ରୀ ଘର ଭିତରେ ଆତ୍ମହତ୍ୟା କରିଥିବା ବେଳେ ସ୍ବାମୀ ଘର ବାହାରେ ଏକ ଗଛରେ ଲୁଙ୍ଗି ବାନ୍ଧି ଆତ୍ମହତ୍ୟା କରିଛନ୍ତି।…

ପାରିବାରିକ କଳହରୁ ଅଭାବନୀୟ ଘଟଣା, ୨ ଛୁଆଙ୍କୁ କୂଅକୁ ଠେଲି ମାରିଲା ମାଆ

ରାଇକିଆ(କେନ୍ଯୁଜ୍): ପାରିବାରିକ କଳହର କରୁଣ ପରିଣତି । ବାପା, ମାଆଙ୍କ କଳହ ଭିତରେ ଚାଲିଗଲା ୨ ଛୁଆଙ୍କ ଜୀବନ । ଫୁଲବାଣୀ ରାଇକିଆ ଖ୍ରୀଷ୍ଟିଆନ ସାହିରେ ଏଭଳି ଅଭାବନୀୟ ଘଟଣା ଘଟିଛି। ସୂଚନାନୁଯାୟୀ, ରାଜେଶ ପାତ୍ର ଓ ତାଙ୍କ ପତ୍ନୀ ଲକ୍ଷ୍ମୀପାତ୍ରଙ୍କ ମଧ୍ୟରେ କୌଣସି କାରଣରୁ କଳହ…

ଶ୍ୱଶୁର ଘର ନିକଟରେ ଜ୍ୱାଇଁ ଲଗାଇଲା ଫାଶୀ

ଘଟଗାଁ(କେନ୍ଯୁଜ୍) : ଶ୍ବଶୁର ଘର ନିକଟରେ ଜ୍ବାଇଁର ଫାଶୀ ଲଗାଇ ଆତ୍ମହତ୍ୟା। ଏଭଳି ଏକ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ପଡିଆପଶି ଗ୍ରାମରେ । ମୃତ ଯୁବକ ପାଟଣା ଥାନା ଓସ୍ତଯୋଡି ଗ୍ରାମର ନିରଞ୍ଜନ ନାଏକ । ନିରଞ୍ଜନ ପଡିଆପଶି ଗ୍ରାମର ଶ୍ବଶୁର ଉମାକାନ୍ତ ନାଏକଙ୍କ ଘରେ…

ଦମ୍ପତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କଲା ବିଂଝାରପୁର ପୋଲିସ୍

ଯାଜପୁର ଟାଉନ(କେନ୍ଯୁଜ୍): ଝୁଲନ୍ତା ଅବସ୍ଥାରେ ଦମ୍ପତିଙ୍କ ମୃତଦେହ ଉଦ୍ଧାର l ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ଜ଼ିଲ୍ଲା ବିଂଝାରପୁର ଥାନା ଅନ୍ତର୍ଗତ ଉତ୍ତରକୁଳ ପଞ୍ଚୟତ ସୁନ୍ଦରପୁର ଗାଁରେ। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିଲାବେଳେ ମୃତ ଦମ୍ପତି ହେଲେ ଦୀପକ କୁମାର ନାଥ ଏବଂ ଅନିତା ନାଥ…

ଆତ୍ମହତ୍ୟା ନା ସୁପରିକଳ୍ପିତ ହତ୍ୟାକାଣ୍ଡ? ACF ସୌମ୍ୟରଂଜନ ମହାପାତ୍ରଙ୍କ ମୃତ୍ୟୁ ନେଇ ସସପେନ୍‌ସ ଜାରି

ଗଜପତି(କେନ୍ଯୁଜ୍): ଗଜପତି ଜିଲ୍ଲା ପାରଳାଖେମୁଣ୍ଡିର ସହକାରୀ ବନ ସଂରକ୍ଷକ-ACF ସୌମ୍ୟରଂଜନ ମହାପାତ୍ରଙ୍କ ମୃତ୍ୟୁ ନେଇ ସସପେନ୍‌ସ । ଅର୍ଦ୍ଧଦଗ୍ଧ ଅବସ୍ଥାରେ ଉଦ୍ଧାର ପରେ ଗତକାଲି କଟକର ଏକ ଘରୋଇ ହସପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ମୃତଦେହ ବାଲେଶ୍ୱର ଜିଲ୍ଲା…

ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଘଟଣ, ଶୌଚାଳୟ ଝରକାରୁ ଡେଇଁ ରୋଗୀଙ୍କ ଆତ୍ମହତ୍ୟା

ରାୟଗଡା(କେନ୍ଯୁଜ୍): ମେଡ଼ିକାଲ ଶୌଚାଳୟ ଝରାକାରୁ ଡେଇଁ ରୋଗୀର ଆତ୍ମହତ୍ୟା । ମୃତ ରୋଗୀଙ୍କ ନାମ ରଜନୀ ମେଲକା (୨୮) । ତାଙ୍କ ଘର ରାୟଗଡା ସହର ନିକଟସ୍ଥ ତୁମ୍ବିଗୁଡା ଗ୍ରାମରେ । ଯୁବତୀ ଜଣକ ଜ୍ୱର ଏବଂ ପାଟି ଘାରେ ପୀଡିତ ହୋଇ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଗତ ୭ତାରିଖ ଦିନ…

ପାରିବାରିକ କଳହରୁ ଯୁବକଙ୍କ ଆତ୍ମହତ୍ୟା ଅଭିଯୋଗ, ଝୁଲନ୍ତା ମୃତଦେହ ଉଦ୍ଧାର

ଯାଜପୁର ଟାଉନ୍(କେନ୍ଯୁଜ୍): ପାରିବାରିକ କଳହରୁ ଯୁବକଙ୍କ ଆତ୍ମହତ୍ୟା ଅଭିଯୋଗ। ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ତଥା ମଙ୍ଗଳପୁର ଥାନା ବିରୁହଁ ଗ୍ରାମପଞ୍ଚାୟତର ଗଙ୍ଗାଧରପୁର ଗ୍ରାମର ବଳରାମ ଜେନାଙ୍କ ଝୁଲନ୍ତା ଶବକୁ ପରିବାର ଲୋକେ ଉଦ୍ଧାର କରିଛନ୍ତି। ବଳରାମ ଗତ କିଛି ହେଲା ହାଇଦ୍ରାବାଦ…

ଜଗତସିଂହପୁର ଚାନ୍ଦପାଟଣା ଗାଁର ଅଘଟଣ: ସ୍ତ୍ରୀ ଓ ଝିଅକୁ ହାଣି ହତ୍ୟା କରିବାପରେ, ସ୍ବାମୀର ଆତ୍ମହତ୍ୟା

ଜଗତସିଂହପୁର(କେନ୍ଯୁଜ୍): ଜଗତସିଂହପୁର ଜିଲ୍ଲା ଓଡିଶ ପଂଚାୟତର ଚାନ୍ଦପାଟଣା ଗ୍ରାମରେ ଅଘଟଣ। ପାରିବାରିକ କଳହର କରୁଣ ପରିଣତି। ସ୍ତ୍ରୀ ଓ ଝିଅକୁ ହାଣି ସ୍ୱାମୀ କଲା ଆତ୍ମହତ୍ୟା। ତେବେ ପ୍ରଥମେ ଝିଅର ମୃତ୍ଯୁ ହୋଇଥିବାବେଳେ, ସ୍ତ୍ରୀଙ୍କ ଅବସ୍ଥା ଗୁରୁତର ରହିଥିଲା । ତେବେ କିଛି ସମୟ ଭିତରେ…

ଗଞ୍ଜାମ ଚାରିଛକ ଗ୍ରାମରେ ଏକ ଘରୁ ପୋଲିଓ ଆକ୍ରାନ୍ତ ମହିଳାଙ୍କ ମୃତଦେହ ଉଦ୍ଧାର, ହତ୍ଯା ସନ୍ଦେହ

ସୋରଡା(କେନ୍ଯୁଜ୍) : ଗଞ୍ଜାମ ଜିଲ୍ଲା ବଡଗଡ ଥାନା ଚାରିଛକ ଗ୍ରାମର ଏକ ଘରୁ ମହିଳାଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ । ମୃତକ ଜଣକ ହେଲେ ଶୈଳେନ୍ଦ୍ରୀ ପାଣିଗ୍ରାହୀ । ମୃତ୍ଯୁର କାରଣ ଅସ୍ପଷ୍ଟ ରହିଛି । ସୂଚନା ମୁତାବକ ଶୈଳେନ୍ଦ୍ରୀ ଏକଲପୁର ପଞ୍ଚାଯତ ନୂଆଗାଁ ଗ୍ରାମରେ ଅଙ୍ଗନାବାଡିକର୍ମୀ…

ବାସୁଦେବପୁର: ଦରମା ନପାଇବାରୁ କିରୋସିନ ଢାଳି କର୍ମଚାରୀଙ୍କ ଆତ୍ମହତ୍ୟା ଉଦ୍ୟମ

ବାସୁଦେବପୁର(କେନ୍ଯୁଜ୍): ଦରମା ନପାଇବାରୁ ଆତ୍ମହତ୍ୟା ଉଦ୍ୟମ। ଭଦ୍ରକ ଜିଲ୍ଲା ବାସୁଦେବପୁର ଜଳସେଚନ ବିଭାଗରେ ଦୀର୍ଘ ୫ବର୍ଷ ହେଲା କାମ କରୁଥିଲେ ଦିବାକାର ଦାସ । ୧୯୮୩ ମସିହାରୁ ୧୯୮୯ ପର୍ଯ୍ୟନ୍ତ ଚାକିରି ପରେ ଛଟେଇ କରିଦିଆଯାଇଥିଲା। ପୁଣି ୨୦୧୬ରେ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ନିଯୁକ୍ତ…

ଲଭ-ସେକ୍ସ-ଧୋକ୍କା: ସହିନପାରି ନିଜ ହାତ କାଟି ଯୁବତୀଙ୍କ ଆତ୍ମହତ୍ୟା ଉଦ୍ଯମ

ସୋର: ଲଭ-ସେକ୍ସ-ଧୋକ୍କା । ପ୍ରଥମେ ପ୍ରେମ, ଶାରୀରିକ ସମ୍ପର୍କ ପରେ ପ୍ରତାରଣା । ବାଲେଶ୍ୱର ଜିଲ୍ଲା ଖଇରା ଥାନା ଉଦେଇପୁର ଗାଁରୁ ଆସିଛି ଏଭଳି ଅଭିଯୋଗ । ଗାଁର ଜଣେ ୨୧ବର୍ଷୀୟ ଯୁବତୀଙ୍କ ସହ ସେହି ଗାଁର ଶ୍ରୀକାନ୍ତ ଦାସଙ୍କ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଶ୍ରୀକାନ୍ତ ଯୁବତୀଙ୍କୁ…