Browsing Tag

sushant death case

ଏନସିବିର ଦାବି, ସୁଶାନ୍ତଙ୍କ ପାଇଁ ଗଞ୍ଜେଇ ଚରସ ଅର୍ଡର ଦେଉଥିଲେ ରିୟା

ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ଏହା ମଧ୍ୟରେ ୨ ବର୍ଷ ବିତିଗଲାଣି। ହେଲେ ଏହା ମଧ୍ୟରେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ଅଡୁଆ ବଢିବାରେ ଲାଗିଛି। ରିୟା ସୁଶାନ୍ତଙ୍କ ପାଇଁ ଗଞ୍ଜେଇ ଚରସର ଅର୍ଡର ଦେଉଥିଲେ ବୋଲି ଏନସିବି ଦାବି କରିଛି। ଏନସିବି ଦ୍ୱାରା ସୁଶାନ୍ତ ସିଂ…

ମା’ର ଇଚ୍ଛା ପୂରଣ କରିବା ପାଇଁ ମାମୁଁଘର ଯାଇ ନଣ୍ଡା ହୋଇଯାଇଥିଲେ ସୁଶାନ୍ତ

୨୦୨୦ , ଜୁନ ୧୪ ତାରିଖରେ ଫିଲ୍ମ ଇଣ୍ଡଷ୍ଟ୍ରୀ ସ୍ତବ୍ଧ ହୋଇପଡିଥିଲା। ଅଭିନେତା ସୁଶାନ୍ତ ସିଂ ରାଜପୁତ ସବୁଦିନ ପାଇଁ ଚାଲିଯାଇଥିଲେ। ସୁଶାନ୍ତଙ୍କ ମୃତ୍ୟୁ ସମସ୍ତଙ୍କୁ ଚକିତ କରିଦେଇଥିଲା। ସୁଶାନ୍ତ ଆଜିର ଦିନରେ ଆତ୍ମହତ୍ୟା କରିଥିଲେ। ଖାସ୍‌ ଏଥିପାଇଁ ଆଜିର ଦିନକୁ ଭୁଲିପାରୁନାହାନ୍ତି…

ସୁଶାନ୍ତ ମୃତ୍ୟୁ ମାମଲାରେ ଆସିଲା ନୂଆ ଖବର, CBI ରୁଜୁ କଲା ଧାରା ୩୦୨ ମୃତ୍ୟୁ ମାମଲା !

ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ମାସ ପୁରିଗଲାଣି କିନ୍ତୁ ଏବେ ସୁଦ୍ଧା ରହସ୍ୟରେ ଭିତରେ ରହିଛି ଏହି ମାମଲା। ଏମିତି ଲାଗୁଛି ଯେମିତି ବହୁତ ଜଲଦି କିଛି ବଡ ଅପଡେଟ ସାମ୍ନାକୁ ଆସିପାରେ। ଏହି ମାମଲାର ତଦନ୍ତ ଏବେ ସିବିଆଇ କରୁଛି ଏବଂ ଏବେ ଯେଉଁ ଖବର ସାମ୍ନାକୁ ଆସିଛି ତାହା ସମସ୍ତଙ୍କୁ…

ଦିଶାଙ୍କ ମୃତ୍ୟୁ ଖବର ପାଇବା ପରେ ବେହୋସ ହୋଇଯାଇଥିଲେ ସୁଶାନ୍ତ, ବୟାନ ଦେଲେ ସିଦ୍ଧାର୍ଥ

ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ଦିନ କୁ ଦିନ ଚର୍ଚ୍ଚା ଜୋର ଧରିବାରେ ଲାଗିଛି । ସୁଶାନ୍ତ ଆତ୍ମହତ୍ୟା କରିଛନ୍ତି ନା ତାଙ୍କର ହତ୍ୟା ହୋଇଛି । ଯଦି ଆତ୍ମହତ୍ୟା କରିଛନ୍ତି ତେବେ କେଉଁ କାରଣ ତାଙ୍କୁ ଏପରି କରିବା ପାଇଁ ବାଧ୍ୟ କରିଛି, ଯଦି ଏହା ଏକ ହତ୍ୟା ଘଟଣା ତେବେ…

ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲା: ଆଜି ଇଡିରେ ହାଜର ହେବେନାହିଁ ରିୟା, ସୁପ୍ରିମକୋର୍ଟରେ ଶୁଣାଣି ଚାଲିଥିବାରୁ…

ମୁମ୍ବାଇ: ରିୟା ଚକ୍ରବର୍ତ୍ତୀଙ୍କୁ ନେଇ ତନାଘନା ଆରମ୍ଭ କରିଛି ଇଡି । ତାଙ୍କ ନିକଟତମ ବ୍ୟକ୍ତି ବିଶେଷ ମାନଙ୍କୁ ପଚରାଉଚରା କରୁଥିବା ବେଳେ ରିୟା ଚକ୍ରବର୍ତ୍ତୀ ଏବଂ ସୁଶାନ୍ତଙ୍କ ମଧ୍ୟରେ ହୋଇଥିବା ହ୍ଵାଟ୍‌ସଆପ୍‌ ଚାଟ୍‌କୁ ଯାଞ୍ଚ କରିଛି । ତେବେ ଯାଞ୍ଚ ବେଳେ ଇଡି ଜାଣିବାକୁ ପାଇଛି ଖୁବ୍‌…

ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ଘଟଣା: ସିବିଆଇ ତଦନ୍ତ ପାଇଁ ସହମତି ପ୍ରକାଶ କଲେ ବିହାର ରାଜ୍ୟପାଳ ଫଗୁ ଚୌହାନ

ମୁମ୍ବାଇ : ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ଘଟଣା। ସିବିଆଇ ତଦନ୍ତ ପାଇଁ ସହମତି ପ୍ରକାଶ କରିଛନ୍ତି ବିହାର ରାଜ୍ୟପାଳ ଫଗୁ ଚୌହାନ । ଗତକାଲି ସିବିଆଇ ତଦନ୍ତ ନେଇ ସୁପାରିଶ କରିଥିଲେ ବିହାର ମୁଖ୍ୟମନ୍ତ୍ରୀ । ଏହାପରେ ସଂଧ୍ୟାରେ ରାଜ୍ୟପାଳ ସିବିଆଇ ତଦନ୍ତ ଫାଇଲରେ ମୋହର ମାରିଛନ୍ତି ।…

ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲା, ତଦନ୍ତ ତଦନ୍ତ ପାଇଁ ମୁମ୍ବାଇ ଗସ୍ତ କଲେ ପାଟନା ସିଟି ଏସପି ବିନୟ ତିଓ୍ଵାରି

ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ଘଟଣାରେ ଦିନକୁ ଦିନ ନୂଆ ମୋଡ ଦେଖିବାକୁ ମିଳୁଛି । ପାଟନା ପୋଲିସକୁ ମୁମ୍ବାଇ ପୋଲିସ ସହଯୋଗ କରୁନଥିବା ଜଣାପଡିଛି । ଏହାରି ମଧ୍ୟରେ ମୁମ୍ବାଇରେ ଥିବା ବିହାର ଏସଆଇଟି ଟିମକୁ ଲିଡ କରିବେ ପାଟନା ସିଟି ଏସପି ବିନୟ ତିଓ୍ଵାରି । ମାମଲାର ଅଧିକ ତଦନ୍ତ ପାଇଁ ସେ…