Browsing Tag

taliban afghan fight

ତାଲିବାନ୍‌ ରାଜ୍‌କୁ ବର୍ଷେ: ଆଫ୍‌ଗାନ୍‌ରେ ବନ୍ଦ ହୋଇଗଲାଣି ଅଧିକାଂଶ ମିଡିଆ ହାଉସ୍‌, ୨୦୦୦ ସାମ୍ବାଦିକ ବେରୋଜଗାର

ଆଫଗାନିସ୍ତାନରେ ତାଲିବାନ ଶାସନକୁ ବର୍ଷେ ପୂରିଛି। ତାଲିବାନୀଙ୍କ ଶାସନର ୧ ବର୍ଷ ପୂରଣ ହେବା ପରେ ସେଠାରେ ମିଡିଆ ବଞ୍ଚି ରହିବା ପାଇଁ ସଂଘର୍ଷ ଚଳାଇଛି। ରିପୋର୍ଟରଙ୍କ କହିବାନୁସାରେ, ବର୍ତ୍ତମାନ ସମୟରେ ମିଡିଆ ପାଇଁ କୌଣସି ଆଇନ୍‌ କାନୁନ୍‌ ନାହିଁ। ତାଲିବାନ୍‌ ରାଜ୍‌ରେ ଆଫଗାନିସ୍ତାନରେ…

ପଞ୍ଜଶୀର ଯବାନଙ୍କ ହମଲାରେ ୩୦୦ ତାଲିବାନୀ ମୃତ, ଅନେକ ହୋଇଛନ୍ତି ବନ୍ଦୀ

ଆଫଗାନିସ୍ତାନରେ ତାଲିବାନ ଆତଙ୍କର ଭୟାବହ ସମସ୍ତଙ୍କୁ ଡରାଇ ରଖିଛି । ଲୋକମାନେ ଭୟରେ ଦେଶ ଛାଡ଼ି ଯାଉଛନ୍ତି। ତେବେ ଆଫଗାନର ପ୍ରାୟ ସମସ୍ତ ସ୍ଥାନକୁ ତାଲିବାନ ନିଜ କବଜାକୁ ଆଣିଛି । କିନ୍ତୁ ଏବେ ବି ଏମିତି ଏକ ସ୍ଥାନ ରହିଛି ଯେଉଁଠି ତାଲିବାନ ନିଜ କାୟା ବିସ୍ତାର କରିବାରେ ସଫଳ ହୋଇନାହିଁ।…

ଭାଇରାଲ୍ ହେଉଛି କାବୁଲ ଏୟାର ପୋର୍ଟରେ ଏହି ହୃଦୟସ୍ପର୍ଶୀ ଦୃଶ୍ୟ, ନିଜ ଛୁଆକୁ ବଞ୍ଚାଇବାକୁ କେମିତି ନେହୁରା ହେଉଛନ୍ତି…

କାବୁଲ: କାବୁଲ ଏୟାର ପୋର୍ଟରେ ଭୟାନକ ଦୃଶ୍ୟ । ତାଲିବାନୀ ଭୟରେ ଦେଶ ଛାଡୁଛନ୍ତି ହଜାର ହଜାର ଲୋକ । ଏସବୁ ଭିତରେ ସାମ୍ନାକୁ ଆସିଛି ବିଚଳିତ କରିବା ଭଳି ଦୃଶ୍ୟ । ନିଜ ଛୁଆର ଜୀବନ ବଞ୍ଚାଇବାକୁ ବାପା ମା’ ସେନା ଆଗରେ ନେହୁରା ହେଉଛନ୍ତି । ଏୟାରପୋର୍ଟ ପାଚେରୀର ଗୋଟିଏ ପଟେ ନିଜ ପରିବାର ସହ…

ମାଙ୍କଡ ହାତରେ ଶାଳଗ୍ରାମ ଧରାଇବା ଭଳି ଆଫଗାନିସ୍ତାନ ଜିମ୍‌ ଭିତରେ ପଶି ତାଲିବାନୀ କଣ ହେଉଛନ୍ତି ଦେଖନ୍ତୁ ଭିଡିଓ

ତାଲିବାନ୍‌ ଆଫଗାନିସ୍ତାନକୁ କବ୍ଜା କରିନେଇଛି। ପୁରା ଦେଶରେ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଛି। ରାଜଧାନୀ କାବୁଲରେ ତ ଆତଙ୍କର ମାହୋଲ ଲାଗି ରହିଛି। ଲୋକେ ଦେଶ ଛାଡ଼ି ପଳାଉଛନ୍ତି। ଗୋଟିଏ ପଟେ ଯେଉଁଠି ଲୋକେ ଆଫଗାନିସ୍ତାନ ଛାଡ଼ି ପଳାଉଛନ୍ତି, ସେଠି ତାଲିବାନୀ ମାନେ ଏକଦମ୍‌ ମସ୍ତି କରୁଥିବାର…

କାବୁଲ ଏୟାରପୋର୍ଟରୁ ସମସ୍ତ ବାଣିଜ୍ୟିକ ବିମାନ ଚଳପ୍ରଚଳ କରାଗଲା ବନ୍ଦ

ଆଫଗାନିସ୍ତାନରେ ତାଲିବାନର ଆତଙ୍କ ଅନ୍ୟ ଦେଶକୁ ଚିନ୍ତାରେ ପକାଇଛି। ଲୋକମାନେ ଭୟରେ ଦେଶ ଛାଡି ଯାଉଛନ୍ତି। ଏହାର ଅନେକ ଭିଡ଼ିଓ ମଧ୍ୟ ଭାଇରାଲ ହେଲାଣି। ସେଥିପାଇଁ କାବୁଲରୁ ସମସ୍ତ ବାଣିଜ୍ୟିକ ବିମାନ ଚଳପ୍ରଚଳ ବନ୍ଦ କରାଯାଇଛି । ତେବେ ଏହାରି ମଧ୍ୟରେ ଭାରତ ପକ୍ଷରୁ ଏକ ଗୁରୁତ୍ୱପୁର୍ଣ୍ଣ…

ଜଲାଲାବାଦରେ ତାଲିବାନର କବ୍‌ଜା ପରେ ରାଜଧାନୀ କାବୁଲ ପୂର୍ବ ଭାଗରୁ ହେଲା ବିଚ୍ଛେଦ

ଆଫଗାନିସ୍ତାନରେ ତାଲିବାନର କବଜାକୁ ନେଇ ବଢ଼ୁଛି ଚିନ୍ତା । ତାଲିବାନର ଆତଙ୍କ ଭୟ ଏବେ ପୁରା ଆଫଗାନିସ୍ତାନରେ ଖେଳିଯାଇଛି । ସୂଚନା ମୁତାବକ ଏବେ ତାଲିବାନ ଜଲାଲାବାଦକୁ ନିଜ କବଜାକୁ ଆଣିଛି । । ଏହା କରିବା ପରେ ଆଫଗାନିସ୍ତାନର ରାଜଧାନୀ କାବୁଲ ଦେଶର ପୂର୍ବ ଭାଗର ସମ୍ପର୍କରୁ ବାଦ୍ ପଡ଼ିଛି ।…

ଆଫଗାନ ବାୟୁ ସେନାର ରାତିଅଧିଆ ଏୟାର ଷ୍ଟ୍ରାଇକ, ଗଡ଼ିଲା ୧୦୦ ତାଲିବାନୀଙ୍କ ମୁଣ୍ଡ

କେନ୍ଯୁଜ୍: ତାଲିବାନ-ଆଫଗାନ ସେନା ମଧ୍ୟରେ ଭୟଙ୍କର ଲଢ଼େଇ । ହେଲମାଣ୍ଡରେ ଆଫଗାନ ବାୟୁସେନା ଯୋରଦାର କରିଛି ଅପରେସନ । ଆତଙ୍କବାଦୀଙ୍କୁ କଡା ଜବାବ ଦେବାକୁ ଅଣ୍ଟା ଭିଡିଛି ଆମେରିକା ସମର୍ଥିତ ଆଫଗାନ ବାୟୁ ସେନା । ତାଲିବାନ ଆଡ୍ଡା ଉପରେ ହୋଇଛି ରାତିଅଧିଆ ଏୟାର ଷ୍ଟ୍ରାଇକ । ଗଡିଛି ୧୦୦…