Browsing Tag

teacher suspended

ମୟୂରଭଞ୍ଜ ଜିଲ୍ଲା ଯଶିପୁର ଗୋଷ୍ଠୀ ଶିକ୍ଷାଧିକାରୀ ନିଲମ୍ବିତ

ବାରିପଦା(କେନ୍ୟୁଜ): ମୟୂରଭଞ୍ଜ ଜିଲ୍ଲା ଯଶିପୁର ଗୋଷ୍ଠୀ ଶିକ୍ଷାଧିକାରୀ ନିଲମ୍ବିତ । ଶିକ୍ଷାଧିକାରୀ ମଙ୍ଗଳ ଚନ୍ଦ୍ରସିଂଙ୍କୁ ନିଲମ୍ବନ କଲେ ଶିକ୍ଷା ସଚିବ। ତାଙ୍କ ନାଁ ରେ ବିଭିନ୍ନ ପ୍ରକାର ଅଭିଯୋଗ ଥିଲା । ନିଜେ ଶିକ୍ଷା ସଚିବ ଯଶିପୁର ଗସ୍ତକରି ତଦନ୍ତ କରି ଫେରିଥିଲେ । ବେଆଇନ ଭାବରେ…

ଶିକ୍ଷକଙ୍କୁ ବାୟା କଲା ନାଲି ପାଣି: ରାସ୍ତାରେ ପଡି ଗଡିଲେ, ଚାକିରି ହରାଇଲେ

ନୀଳଗିରି(କେନ୍ୟୁଜ୍): ବିଚ୍ ରାସ୍ତା ଉପରେ ଚାଲିଛି ପ୍ରହସନ । ନିଶା ଖାଇ ଟଳମଳ ହୋଇ ଜଣେ ବ୍ୟକ୍ତି ରାସ୍ତା ଉପରେ ଶୋଇଛନ୍ତି । ପାଖରେ ଥୁଆ ହୋଇଛି ତାଙ୍କ ସାଇକେଲ । ଏମିତି ନିଶା ଯେ ରାସ୍ତା ଘାଟ କିଛି ମୁଣ୍ଡରେ ପଶୁନି ତାଙ୍କର । ଯୋଉଠି ପାଇଲେ ସେଇଠି ଶୋଇପଡିଲେ ।  ଇଏ କୁଆଡେ…

ମହଙ୍ଗା ପଡ଼ିଲା ଜାଲ ବିଇଡି ସାର୍ଟିଫିକେଟ, ନିଲମ୍ବିତ ହେଲେ ଶିକ୍ଷୟିତ୍ରୀ

ଜାଲ ବିଇଡି ସାର୍ଟିଫିକେଟ ଦେଇ ଚାକିରି କରିବା ମହଙ୍ଗା ପଡ଼ିଲା । ନିଲମ୍ବିତ ହେଲେ ଶିକ୍ଷୟିତ୍ରୀ । ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ନାୟକାଣିଡିହି ପଞ୍ଚାୟତ କରଞ୍ଜଆଡିଆ ନୋଡାଲ ଉଚ୍ଚ ବିଦ୍ୟାଳୟର ଶିକ୍ଷୟିତ୍ରୀ ରେବତୀ ଜେନା ଚାକିରିରୁ ନିଲମ୍ବିତ କରାଯାଇଛି । ରେବତୀ ଜେନା ୨୦୦୫ ମସିହାରେ…

ହଷ୍ଟେଲରେ ରହୁଥିବା ଛାତ୍ରୀମାନଙ୍କୁ ଖାଇବାକୁ ନଦେବା ଘଟଣାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ, ନିଲମ୍ବିତ ହେଲେ ପ୍ରଧାନ…

କରଞ୍ଜିଆ(କେନ୍ୟୁଜ୍): ଗତ ଅକ୍ଟୋବର ୨୩ରେ ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଥିଲା । ହଷ୍ଟେଲରେ ରହୁଥିବା ଛାତ୍ରୀ ମାନେ ଖାଇବାକୁ ନ ପାଇ ଠାକୁରମୁଣ୍ଡା ବ୍ଲକ କାର୍ଯ୍ୟାଳୟରେ ପହଞ୍ଚି ଦୀର୍ଘ ସମୟ କାନ୍ଦିବା ଘଟଣା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ…

ଶିକ୍ଷକଙ୍କୁ ମହଙ୍ଗା ପଡିଲା ମଦ ପିଇ ରାସ୍ତାରେ ଗଡିବା, ଭିଡିଓ ଭାଇରାଲ ପରେ ଚାକିରିରୁ ହେଲେ ନିଲମ୍ବିତ

ପାଟଣାଗଡ(କେନ୍ୟୁଜ): ଶିକ୍ଷକଙ୍କୁ ମହାଙ୍ଗା ପଡିଲା ମଦ ପିଇବା । କଡା କାର୍ଯ୍ୟାନୁଷ୍ଠାନ ନେଲା ଜିଲ୍ଲା ପ୍ରଶାସନ। ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଳକ୍ କେରବେଡା ପଞ୍ଚାୟତ ବଳିଆଭଟା ଗ୍ରାମର ପ୍ରାଥମିକ ବିଦ୍ୟାଳୟରେ ଦେଖିବାକୁ ମିଳିଛି ଏହି ଘଟଣା। ଏହି ବିଦ୍ୟାଳୟର ସହକାରୀ ଶିକ୍ଷକ…

ସ୍କୁଲ ପରିସରରୁ ମଧ୍ୟାହ୍ନ ଭୋଜନ ଚାଉଳ ଚୋରି କରି ବିକ୍ରି କରିବା ଘଟଣା, ୨ଜଣ ଶିକ୍ଷକ ନିଲମ୍ବିତ

ଚାନ୍ଦବାଲି(କେନ୍ୟୁଜ): ସ୍କୁଲ ପରିସରରୁ ମଧ୍ୟାହ୍ନ ଭୋଜନ ଚାଉଳ ଚୋରି କରି ବିକ୍ରି କରିବା ଘଟଣାରେ ଦୁଇ ଶିକ୍ଷକ ନିଲମ୍ବିତ। ଭଦ୍ରକ ଜିଲ୍ଲା ଚାନ୍ଦବାଲି ତେନ୍ତୁଲିଡ଼ିହି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଓ ଜଣେ ସହକାରୀ ଶିକ୍ଷକଙ୍କୁ ନିଲମ୍ବନ କରିଛନ୍ତି ବ୍ଲକ ଶିକ୍ଷାଧିକାରୀ।…

୨୦ ଜଣ ଛାତ୍ର ଛାତ୍ରୀଙ୍କୁ ଲହୁଲୁହାଣ କରି ମାରିବା ଘଟଣା: ମଦ୍ୟପ ଶିକ୍ଷକ ଜଗଦୀଶ୍ୱର ବେହେରା ନିଲମ୍ବିତ

ମୋହନା (କେନ୍ୟୁଜ୍): ଛାତ୍ରଛାତ୍ରୀଙ୍କୁ ମାଡ଼ମାରି ଶିକ୍ଷକ ନିଲମ୍ବିତ । ୨୦ ଜଣ ଛାତ୍ର ଛାତ୍ରୀଙ୍କୁ ଲହୁଲୁହାଣ କରି ମାରିବା ଘଟଣାରେ ନିଲମ୍ବିତ ହୋଇଛନ୍ତି ମଦ୍ୟପ ଶିକ୍ଷକ ଜଗଦୀଶ୍ୱର ବେହେରା। ଗଜପତି ଜିଲ୍ଲା ମୋହନା ବ୍ଲକ ଲୁଦିଗୁଡା ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଜଗଦୀଶ୍ୱର ଛାତ୍ର…

ସ୍କୁଲ ଛାତ୍ରଛାତ୍ରୀ ଶ୍ରମିକ ଭାବେ କାମ କରିବା ଘଟଣା: ସ୍କୁଲ ପ୍ରଧାନଶିକ୍ଷକଙ୍କୁ ନିଲମ୍ବନ କଲେ ଜିଲ୍ଲା ଶିକ୍ଷାଧିକାରୀ

ଯଜପୁର(କେନ୍ୟୁଜ୍):  ସ୍କୁଲ ଛାତ୍ରଛାତ୍ରୀ ଶ୍ରମିକ ଭାବେ କାମ କରିବା ଘଟଣାରେ କାର୍ଯ୍ୟାନୁଷ୍ଠାନ। ସ୍କୁଲ ପ୍ରଧାନଶିକ୍ଷକଙ୍କୁ ନିଲମ୍ବନ କଲେ ଜିଲ୍ଲା ଶିକ୍ଷାଧିକାରୀ। ଯାଜପୁର ଜିଲ୍ଲା ବଡ଼ଚଣା ଚାରିନଙ୍ଗଳ ପଞ୍ଚାୟତ ବାହାଦୂରନଗର ନୋଡାଲ ୟୁପି ସ୍କୁଲର ଛାତ୍ରମାନେ ପାଠ ପଢିବା ପରିବର୍ତ୍ତେ…

ପ୍ରମୋଶନ ବଦଳରେ ମିଳିଲା ସସପେଣ୍ଡ ଚିଠି: ରାଗରେ ସ୍କୁଲରେ ତାଲା ଠୁଙ୍କିଲେ ଶିକ୍ଷୟତ୍ରୀ, ଏମଡିଏମ ଖାଦ୍ୟ ବନ୍ଦ

ରେଢାଖୋଲ(କେନ୍ୟୁଜ୍): ପ୍ରମୋଶନ ଯାଗାରେ ମିଳିଲା ସସପେଣ୍ଡ ଚିଠି । ଏହାକୁ ବିରୋଧ କରି ଶିକ୍ଷୟତ୍ରୀ ଜଣକ ରାଗରେ ସ୍କୁଲର କାର୍ଯ୍ୟାଳୟରେ ତାଲା ପକାଇଲେ। ଯାହାଫଳରେ ମଧ୍ୟାହ୍ନ ଭୋଜନରୁ ବଂଚିତ ହେଲେ ନିରିହ ଛାତ୍ରଛାତ୍ରୀ । ଏମିତି ଘଟଣା ଦେଖିବାକୁ ମିଳିଛି ରେଢାଖୋଲ ବ୍ଲକ, ଲୁହାପଙ୍କ ପଚାଂୟତ ,…

ଜାଲ ସାର୍ଟିଫିକେଟ ଦେଇ ଚାକିରୀ କରିବା ପଡିଲା ମହଙ୍ଗା, ନିଲମ୍ବିତ ହେଲେ ବିଲା ରାମଚନ୍ଦ୍ରପୁର ଉଚ୍ଚ ବିଦ୍ୟାଳୟର ପ୍ରଧାନ…

ଘଟଗାଁ(କେନ୍ୟୁଜ୍‌): ଜାଲ ସାର୍ଟିଫିକେଟ ଦେଇ ଚାକିରୀ କରିବା ପଡିଲା ମହଙ୍ଗା । କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଲକ ଅନ୍ତର୍ଗତ ବିଲା ରାମଚନ୍ଦ୍ରପୁର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଶୀଲ କୁମାର ବେହେରାଙ୍କୁ ଜାଲ ସାର୍ଟିଫିକେଟ ଦେଇ ଚାକିରୀ କରିବା ଅଭିଯୋଗରେ ନିଲମ୍ବିତ କରାଯାଇଛି।…

ପଞ୍ଚାୟତ ନିର୍ବାଚନରେ ପ୍ରଚାର କରି ଫସିଲେ ଶିକ୍ଷକ, ଦଶରଥପୁର ଗାରଡେଶ୍ୱର ୟୁପି ସ୍କୁଲ ପ୍ରଧାନ ଶିକ୍ଷକ ନିଲମ୍ବିତ

ଯାଜପୁର ଟାଉନ(କେନ୍ୟୁଜ୍): ଚଳିତ ପଂଚାୟତ ନିର୍ବାଚନ ପରିପ୍ରେକ୍ଷୀରେ ଆଚରଣ ବିଧି ଉଲଙ୍ଘନ ଅଭିଯୋଗରେ ଦଶରଥପୁର ବ୍ଲକ ଗାରଡେଶ୍ୱର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଜିତ ଦାସଙ୍କୁ ଜିଲ୍ଲାପାଳ ଚକ୍ରୱର୍ତ୍ତୀ ସିଂହ ରାଠୋର କାର୍ଯ୍ୟରୁ ନିଲମ୍ବନ କରିଛନ୍ତି। ନିଲମ୍ବନ ସମୟରେ ତାଙ୍କ…

ଚଳିତ ପଂଚାୟତ ନିର୍ବାଚନରେ ଆଦର୍ଶ ଆଚରଣ ବିଧି ଉଲ୍ଲଘଂନ ଅଭିଯୋଗ, ୨ ଶିକ୍ଷକ ନିଲମ୍ବିତ

ଯାଜପୁର ଟାଉନ(କେନ୍ଯୁଜ୍): ସାଧାରଣ ପଂଚାୟତ ନିର୍ବାଚନ ୨୦୨୨ର ଆଦର୍ଶ ଆଚରଣ ବିଧି ଉଲ୍ଲଘଂନ ଅଭିଯୋଗରେ ଦୁଇ ଜଣ ଶିକ୍ଷକ ନିଲମ୍ବିତ। ଯାଜପୁର ଜିଲ୍ଲାପାଳ ଚକ୍ରବର୍ତି ସିଂହ ରାଠୋର ଦୁଇ ଜଣ ଶିକ୍ଷକଙ୍କୁ ନିଲମ୍ବିତ କରିଥିବା ଜଣାପଡିଛି । ବରୀ ବ୍ଲକ ଗମୁ ନୋଡ଼ାଲ ଉଚ୍ଚ ବିଦ୍ୟାଳୟର ସହକାରୀ…