Browsing Tag

thief beaten

ଛାଡଖାଇ ପାଇଁ ଛେଳି ଚୋରି! ଚୋରକୁ ଧରି ବାନ୍ଧି ନିର୍ଧୁମ ଛେଚିଲେ ଲୋକେ

ବାରିପଦା(କେନ୍ୟୁଜ୍): ଆଜି ଛାଡ଼ଖାଇ । କାର୍ତ୍ତିକ ମାସରେ ଲୋକେ ଆମିଷ ଛାଡ଼ି କାର୍ତ୍ତିକ ବ୍ରତ ପାଳିଥିଲେ । ତେଣୁ ମାସକ ପରେ ପାଟିରେ ବାଜିବ ଆମିଷର ସ୍ୱାଦ । ସାଧାରଣତଃ ଛାଡ଼ଖାଇରେ ଆମିଷର ଚାହିଦା ଅନ୍ୟଦିନ ଅପେକ୍ଷା ଅଧିକ ରହିଥାଏ । ତେଣୁ ସକାଳୁ ସକାଳୁ ଆମିଷ ବଜାରରେ ଲୋକଙ୍କ ଖଚାଖଚ୍‌ ଭିଡ।…

ଛେଳି ଚୋରି ବେଳେ ଦୁଇ ଯୁବକଙ୍କୁ ମାଡ ମାରିବା ସହ ବାନ୍ଧିଲେ ଗାଁଲୋକ

ଉଦଳା(କେନ୍ୟୁଜ): ଛେଳି ଚୋରି ବେଳେ ଦୁଇ ଯୁବକଙ୍କୁ ମାଡ ମାରିବା ସହ ବାନ୍ଧିଲେ ଗାଁଲୋକ । ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା କାଠପାଳ ଗାଁରେ । ଦୁଇ ଜଣ ଯୁବକ ରାଢୋ ଗାଁରୁ ଛେଳି ଚୋରି କରି ଖସି ପଳାଉ ଥିଲେ । ଖବର ପାଇ କାଠପାଳ ଗାଁ ଲୋକ ଉଭୟଙ୍କୁ ଅଟକାଇବା ସହ ଛେଳିକୁ ଉଦ୍ଧାର…

ଚୋରି ସନ୍ଦେହରେ ବିଦ୍ୟୁତ ଖୁଣ୍ଟରେ ବାନ୍ଧି ନିର୍ଦ୍ଦୟ ଭାବେ ନିସ୍ତୁକ ମାଡ଼, ଭିଡିଓ ଭାଇରାଲ ପରେ ୨ଗିରଫ

ବାରିପଦା(କେନ୍ଯୁଜ୍): ଚୋରି ସନ୍ଦେହରେ ଖୁଣ୍ଟରେ ବାନ୍ଧି ନିସ୍ତୁକ ମାଡ଼। ବାରିପଦା ସହର କାଳିକାପୁର ଅଞ୍ଚଳରେ ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ବିଦ୍ୟୁତ ଖୁଣ୍ଟରେ ବାନ୍ଧି ନିର୍ଦ୍ଦୟ ଭାବେ ନିସ୍ତୁକ ମାଡ଼ ମାରିବା ପରେ ସନ୍ଦିଗ୍ଧ ଯୁବକକୁ ଛଟପଟ ହେଉଥିବାର ଭିଡିଓ ଭାଇରାଲ ହୋଇଛି।…

ଧରାକୋଟ କମାଶାସନ ଗ୍ରାମରେ ଚୋରି କରିବାକୁ ଆସିଥିବା ଦୁଇ ଯୁବକଙ୍କୁ କାବୁ କଲେ ଗ୍ରାମବାସୀ, ହାତ ଗୋଡ ବାନ୍ଧି…

ସୋରଡା: ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ନିକଟ କମାଶାସନ ଗ୍ରାମରେ ଚୋରି କରିବାକୁ ଆସିଥିବା ଦୁଇ ଯୁବକଙ୍କୁ ନିର୍ଦ୍ଧୁମ ଛେଚା । ଗ୍ରାମବାସୀ କାବୁ କରି ଉଭୟଙ୍କୁ ଗ୍ରାମ କୋଠାଘରେ ବାନ୍ଧି ନିର୍ଦ୍ଧୁମ ମାଡ ମାରିଛନ୍ତି । ଘଟଣାସ୍ଥଳରେ ଧରାକୋଟ ପୋଲିସ ପହଞ୍ଚି ଦୁଇ ଯୁବକଙ୍କୁ ଉଦ୍ଧାର କରି…

ଚୋର ସନ୍ଦେହରେ ଯୁବକକୁ ବିଜୁଳି ଖୁଣ୍ଟରେ ବାନ୍ଧି ବାଡ଼େଇଲେ ଗାଁ ଲୋକେ

ଜଳେଶ୍ୱର (କେ ନ୍ୟୁଜ୍‌) : ନାଁଟି ତାର ରାଜ କୁମାର । ହେଲେ ଲୋକେ ତାଙ୍କୁ ଧରିଲେ ଚୋର ସନ୍ଦେହରେ । ଗାଁ ଲୋକଙ୍କ କହିବା କଥା ଯୁବକ ଜଣକ ଚୋରି କରୁ ଥିବା ବେଳେ ଧରାପଡ଼ିଗଲେ । ତା ପରେ ତାଙ୍କୁ ବିଜୁଳି ଖୁଣ୍ଟରେ ବାନ୍ଧି ଖୁବ୍‌ ପିଟିଲେ । ଏଭଳି ଘଟଣା ଘଟିଛି ବାଲେଶ୍ଵର ଜିଲ୍ଲା ବାଲିଆପାଳ ଥାନା…