ଥାଇରଏଡ୍ ଠିକ ହେବ ପାଇଁ କେତେ ସମୟ ଲାଗିଥାଏ? ଜାଣନ୍ତୁ ଡକ୍ଟରଙ୍କ ମତ
ଥାଇରଏଡ ରୋଗ କେବେ ବି ସଂପୂର୍ଣ୍ଣ ଭାବରେ ଆରୋଗ୍ୟ ହୋଇପାରିବ ନାହିଁ । କିନ୍ତୁ ନିଜ ଜୀବନଶୈଳୀ ଏବଂ ଖାଇବା ଅଭ୍ୟାସରେ ସନ୍ତୁଳନ ବଜାୟ ରଖି ଏହା ନିଶ୍ଚିତ ଭାବରେ ନିୟନ୍ତ୍ରିତ ହୋଇପାରିବ । କିଛି ଲୋକଙ୍କୁ ସର୍ଜରୀ ମଧ୍ୟ କରିବାକୁ ପଡିଥାଏ । ଥରେ ଥାଇରଏଡ୍ ରୋଗ ହେବା ପରେ, ସେହି ଲୋକଙ୍କୁ ସାରା…