STF ଓ ଜଙ୍ଗଲ ବିଭାଗର ମିଳିତ ଚଢ଼ାଉ : ବାଘ ଛାଲ ଜବତ, ଜଣେ ଗିରଫ
କନ୍ଧମାଳ (କେନ୍ୟୁଜ): STF ଓ ଜଙ୍ଗଲ ବିଭାଗର ମିଳିତ ଚଢ଼ାଉ । ଡିଲ ବେଳେ ମାଡ଼ି ବସିଲା STF । ବାଘଛାଲ ଜବତ ହୋଇଛି । ଦାରଙ୍ଗବାଡ଼ି ଅଞ୍ଚଳର ବିପିନ ନାୟକ ଗିରଫ । ଘଟଣାରେ ଆଉ କାହାର ସମ୍ପୃକ୍ତି ଅଛି, ସେନେଇ ଖୋଳତାଡ଼ ଚାଲିଛି । ବର୍ତ୍ତମାନ ସୁଦ୍ଧା ୨୭ଟି କଲରାପତରିଆ ବାଘ ଛାତ ଜବତ ହୋଇଛି। ୧୫ଟି…