Browsing Tag

Tina Dabi

ମା’ ହେଲେ ଚର୍ଚ୍ଚିତ ଆଇଏଏସ୍‌ ଟିନା ଡାବି, ଶିଶୁପୁତ୍ରକୁ ଦେଲେ ଜନ୍ମ

ଚର୍ଚ୍ଚିତ ଆଇଏଏସ୍ ଅଧିକାରୀ ଟିନା ଡାବି ମା’ ହୋଇଛନ୍ତି। ସେ ଜୟପୁରର ଏକ ଡାକ୍ତରଖାନାରେ ଶିଶୁପୁତ୍ରକୁ ଜନ୍ମ ଦେଇଛନ୍ତି। ଶିଶୁପୁତ୍ରର ଜନ୍ମ ପରେ ଟିନା ଡାବି ଓ ତାଙ୍କ ସ୍ୱାମୀ ଆଇଏଏସ୍‌ ପ୍ରଦୀପ ଗୱାଣ୍ଡେଙ୍କୁ ବହୁ ସଂଖ୍ୟାରେ ସେମାନଙ୍କ ଶୁଭେଚ୍ଛୁ ଅଭିନନ୍ଦନ ଜଣାଇଛନ୍ତି। ଗତବର୍ଷ…

ଦ୍ୱିତୀୟ ଥର ପାଇଁ ବିବାହ ବନ୍ଧନରେ ବାନ୍ଧି ହେଲେ ଟିନା ଡାବିଙ୍କ ପୂର୍ବ ସ୍ୱାମୀ ଅତହର, ସାମ୍ନାକୁ ଆସିଲା ନିକାହର…

ଆଇଏଏସ୍‌ ଅଫିସର ଟିନା ଡାବିଙ୍କ ପୂର୍ବତନ ସ୍ୱାମୀ ତଥା ଶ୍ରୀନଗର ମ୍ୟୁନିସିପାଲଟି କର୍ପୋରେସନ୍‌ର କମିଶନର ଆଇଏଏସ୍‌ ଅତହର ଆମିର ଖାନ୍‌ ଦ୍ୱିତୀୟ ଥର ପାଇଁ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ସେ ଜମ୍ମୁ-କାଶ୍ମୀରର ଡାକ୍ତର ମହରିନ କାଜୀଙ୍କୁ ବିବାହ କରିଛନ୍ତି। ଅତହର ଆମିର ଓ ମହରୀନଙ୍କ…

ଚର୍ଚ୍ଚିତ ଆଇଏଏସ୍‌ ଟିନା ଡାବିଙ୍କ ନାଁରେ ଠକେଇ! ହ୍ଵାଟସ୍‌ଆପରେ ଫଟୋ ଲଗାଇ ସରକାରୀ ଅଧିକାରୀଙ୍କୁ ମାଗୁଥିଲେ ଟଙ୍କା

ଦେଶର ବହୁଚର୍ଚ୍ଚିତ ଆଇଏଏସ୍‌ ତଥା ରାଜସ୍ଥାନ ଜୈସଲମେରର ଜିଲ୍ଲାପାଳ ଟିନା ଟାବିଙ୍କ ନାଁରେ ସାଇବର ଠକେଇ। ହ୍ଵାଟସ୍‌ଆପରେ ଟିନା ଡାବିଙ୍କ ଫଟୋ ଲଗାଇ ଗିଫ୍ଟ କାର୍ଡ ଜରିଆରେ ପଇସା ମାଗୁଥିଲା ଠକ। ରାଜ୍ୟ ସରକାରଙ୍କର ଜଣେ ମହିଳା ଅଧିକାରୀଙ୍କୁ ଏହି ପଇସା ମଗା ଯାଇଥିବା ବେଳେ ଅଧିକାରୀ ଜଣକ…

ଟିନା ଡାବିଙ୍କ ପରେ ବିବାହ କରିବେ ଆଇଏଏସ ଆମିର ଅତହର ଖାନ, ପେଶାରେ ଡାକ୍ତରାଣୀ ଥିବା ଏହି ଯୁବତୀ କୌଣସି ଅଭିନେତ୍ରୀଙ୍କ…

ଆଇଏଏସ୍ ଟିନା ଡାବିଙ୍କ ଠାରୁ ଛାଡପତ୍ର ନେବା ପରେ ଆଇଏଏସ୍ ଆମିର ଅତହର ଖାନ ପୁଣି ଥରେ ଚର୍ଚ୍ଚାରେ । ନିକଟରେ ଜାମ୍ମୁ କାଶ୍ମୀର କ୍ୟାଡରର ସ୍ମାର୍ଟ ଆଇଏଏସ୍ ଆମିର ଅତହର ଖାନ ଡିନା ଡାବିଙ୍କୁ ଛାଡପତ୍ର ଦେବା ପରେ କାଶ୍ମୀରରେ ରହୁଥିବା ଡାକ୍ତର ମହରୀନ କାଜିଙ୍କ ସହ ନିର୍ବନ୍ଧ କରିଛନ୍ତି । ଅତହର…

ନିଜ ବାହାଘରରେ ଧୁମ୍‌ ନାଚିଛନ୍ତି ଆଇଏଏସ୍‌ ଟିନା ଡାବି, IAS ଭଉଣୀ ରିୟା ସେୟାର କଲେ ଭିଡିଓ

ନିକଟରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଆଇଏଏସ୍‌ ଟିନା ଡାବି ଓ ପ୍ରଦୀପ ଗଓ୍ଵାଣ୍ଡେ। ଇତି ମଧ୍ୟରେ ଟିନାଙ୍କର ଆଇଏଏସ୍‌ ଭଉଣୀ ରିୟା ଡାବି ଏକ ଭିଡିଓ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଭିଡିଓରେ ଟିନାଙ୍କ ବିବାହ, ମେହେନ୍ଦି, ସଙ୍ଗୀତ ସେରମନିର ଝଲକ ଦେଖିବାକୁ ମିଳିଥିଲା। ଏହି ଭିଡିଓରେ…

ସାମ୍ନାକୁ ଆସିଲା ବହୁ ଚର୍ଚ୍ଚିତ IAS ଅଫିସର ଟିନା ଡାବିଙ୍କ ବିବାହ ଫଟୋ, ଆପଣ ବି ଦେଖନ୍ତୁ

ସାମ୍ନାକୁ ଆସିଲା ଟିନା ଡାବିଙ୍କ ବିବାହ ବେଳର ଫଟୋ । ବହୁ ଚର୍ଚ୍ଚିତ IAS ଅଫିସର ଟିନା ଡାବି । ବାହାଘର ପରେ ତାଙ୍କ ଫଟୋକୁ ସେ ସାର୍ବଜନୀନ କରିଛନ୍ତି । କିଛି ଘନିଷ୍ଠ ବନ୍ଧୁ ଓ ସମ୍ପର୍କୀୟଙ୍କ ମଧ୍ୟରେ ବିବାହ ଉତ୍ସବ ହୋଇଥିଲା । ତାଙ୍କର ଏହି ଫଟୋରେ ସ୍ୱାମୀ ପ୍ରଦୀପ ଗାେଓ୍ଵଣ୍ଡେଙ୍କ ସହ ବେଶ…

ଆଜି ଆଉ ଥରେ ହାତ ଗଣ୍ଠି ପଡ଼ିବ ଚର୍ଚ୍ଚିତ IAS ଅଫିସର ଟିନା ଡାବିଙ୍କର, ଜୟପୁରରେ ହେବ ଏହି ବିବାହ ଉତ୍ସବ

ଚର୍ଚ୍ଚିତ IAS ଅଫିସର ଟିନା ଡାବିଙ୍କର ଆଜି ଆଉ ଥରେ ହାତ ଗଣ୍ଠି ପଡ଼ିବ । ଜୀବନ ସାଥୀ ପ୍ରଦୀପ ଗାଓ୍ଵାଣ୍ଡେଙ୍କ ସହ ଟିନାଙ୍କ ବିବାହ ହେବ । ଜୟପୁରରେ ହେବ ଏହି ବିବାହ ଉତ୍ସବ । ୨୨ ତାରିଖରେ ରହିଛି ରିସେପ୍ସନ ପାର୍ଟି । ଏଥିପାଇଁ ରାଜସ୍ଥାନ ଜୟପୁରର ଏକ ହୋଟେଲରେ ବ୍ୟାପକ ବ୍ୟବସ୍ଥା କରାଯାଇଛି…

ବିବାହ ପୂର୍ବରୁ ବଡ଼ ନିଷ୍ପତ୍ତି! ସୋସିଆଲ ମିଡିଆ ଆକାଉଣ୍ଟକୁ ସମ୍ପୂର୍ଣ୍ଣ ବନ୍ଦ କରିଦେଲେ ଆଇଏଏସ୍‌ ଟିନା ଡାବୀ ଓ…

ଆଇଏଏସ୍‌ ଟିନା ଡାବୀ ଓ ତାଙ୍କ ଭାବୀ ସ୍ୱାମୀ ଆଇଏଏସ୍‌ ପ୍ରଦୀପ ଗଓ୍ଵାଣ୍ଡେ ବିବାହ ପୂର୍ବରୁ ବଡ଼ ନିଷ୍ପତ୍ତି ନେଇଛନ୍ତି। ସେମାନେ ନିଜକୁ ସୋସିଆଲ ମିଡିଆରୁ ଦୂରେଇ ନେଇଛନ୍ତି। ଟିନା ଡାବୀ ନିଜର ଇନଷ୍ଟାଗ୍ରାମ ଏବଂ ଫେସ୍‌ବୁକ ଆକାଉଣ୍ଟକୁ ଡିଲିଟ୍‌ କରି ଦେଇଛନ୍ତି। ସେପଟେ ପ୍ରଦୀପ ଗଓ୍ଵାଣ୍ଡେ…

ଆଇଏଏସ୍ ଟପ୍ପର ଟିନା ଡାବିଙ୍କଠାରୁ ଛାଡପତ୍ର ହେବା ପରେ କ’ଣ କରୁଛନ୍ତି ଅତହର ଖାନ୍ ? ବିବାହ ପରେ ହେଇଥିଲେ ଟ୍ରୋଲ୍ 

UPSC ବ୍ୟାଚ୍ ୨୦୧୫ ରେ ଟପ୍ପର ହୋଇଥିବା IAS ଟିନା ଡାବି ତାଙ୍କର ଦ୍ୱିତୀୟ ବିବାହ ବିଷୟରେ ସୋସିଆଲ ମିଡିଆରେ ଘୋଷଣା କରିଛନ୍ତି। ଏମିତିକି ତାଙ୍କର ଭାବି ସ୍ଵାମୀଙ୍କ ସହ ସେ ଫଟୋ ମଧ୍ୟ ସେୟାର କରିଛନ୍ତି। ପ୍ରଥମ ସ୍ୱାମୀ ଅତହର ଖାନଙ୍କଠାରୁ ଛାଡପତ୍ର ହେବାର ସାତ ମାସ ପରେ ଟିନା ଡାବି…

ଶେଷରେ ଭାଙ୍ଗି ଗଲା ଏହି ଜଣାଶୁଣା IAS କପଲ୍‌ଙ୍କ ଯୋଡ଼ି, ଟିନା ଡାବୀ-ଅତହର ଖାନଙ୍କ ଛାଡ଼ପତ୍ରକୁ କୋର୍ଟ ଦେଲେ ମଞ୍ଜୁରୀ

ଜଣାଶୁଣା ଆଇଏଏସ୍‌ କପଲ୍‌ ଟିନା ଡାବୀ ଓ ଅତହର ଖାନ ଶେଷରେ ଅଲଗା ହୋଇଛନ୍ତି। ସେମାନଙ୍କ ଛାଡ଼ପତ୍ରକୁ କୋର୍ଟ ମଞ୍ଜୁରୀ ଦେଇ ଦେଇଛନ୍ତି। ଦୁହେଁ ନଭେମ୍ବର ୨୦୨୦ରେ ଛାଡ଼ପତ୍ର ପାଇଁ ଫାଇଲ୍‌ କରିଥିଲେ। ପ୍ରଥମେ ସଂଘ ଲୋକସେବା ଆୟୋଗ(ୟୁପିଏସ୍‌ସି)ରେ ଟପ୍‌ କରି ଟିନା ଡାବୀ ଖୁବ୍‌ ଚର୍ଚ୍ଚାକୁ…