Browsing Tag

tirupati

ରାମ ମନ୍ଦିରର ଉଦ୍‌ଘାଟନରେ ଅତିଥି ଏବଂ ଭକ୍ତଙ୍କୁ ମିଳିବ ତିରୁପତି ପ୍ରସାଦ, ଆନ୍ଧ୍ରରୁ ଆସିବ ୧ ଲକ୍ଷ ଶ୍ରୀବରୀ ଲଡୁ

ଅଯୋଧ୍ୟା ରାମ ମନ୍ଦିର ଉଦ୍‌ଘାଟନକୁ ଆଉ କିଛି ଦିନ ବାକି ରହିଛି । ଜାନୁଆରୀ ୨୨ ତାରିଖରେ ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଯୋଗ ଦେବାକୁ ଥିବା ଅତିଥି ଓ ଶ୍ରଦ୍ଧାଳୁମାନଙ୍କୁ ବଣ୍ଟାଯିବ ତିରୁପତିର ପ୍ରସିଦ୍ଧ ଶ୍ରୀବରୀ ଲଡୁ । ତିରୁପତି ସ୍ଥିତ ବିଶ୍ୱ ପ୍ରସିଦ୍ଧ ଭେଙ୍କଟେଶ୍ୱର…

୬ ବର୍ଷ ଶିଶୁର ଅଧା ଶରୀରକୁ ଖାଇଲା ଚିତା, ମନ୍ଦିର ଦର୍ଶନ କରିବାକୁ ଯାଉଥିବା ସମୟରେ କଲା ଆକ୍ରମଣ

ଆନ୍ଧ୍ରପ୍ରଦେଶର ତିରୁପତିରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ତିରୁମାଲା ପାହଡ଼ରେ ଅବସ୍ଥିତ ବିଶ୍ୱ ପ୍ରସିଦ୍ଧ ଭଗବାନ ଶ୍ରୀ ଭେଙ୍କେଟେଶ୍ୱର ସ୍ୱାମୀଙ୍କ ଦର୍ଶନ କରିବାକୁ ଯାଉଥିବାବେଳେ ଜଣେ ୬ ବର୍ଷର ଶିଶୁକୁ ଚିତାବାଘ ଆକ୍ରମଣ କରିଥିଲା । କେବଳ ଆକ୍ରମଣ କରିଥିଲା ତାହା ନୁହେଁ ଶିଶୁର…

ତିରୁପତିରେ ଭୀଷଣ ସଡ଼କ ଦୁର୍ଘଟଣା! ଘାଟି ରାସ୍ତାରୁ ୧୦୦ ଫୁଟ୍ ତଳକୁ ଖସିଲା ବସ୍; ୮ ମୃତ, ୪୫ ଆହତ

ଆନ୍ଧ୍ର ପ୍ରଦେଶର ଚିତ୍ତୁରରେ ଶନିବାର ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୮ ଜଣ ଲୋକଙ୍କ ମ୍ତୁ ଘଟିଛି। ଏଥିରେ ୪୫ ଜଣ ଆହତ ହୋଇଛନ୍ତି। ରିପୋର୍ଟ ମୁତାବକ, ଏହି ଦୁର୍ଘଟଣା ତିରୁପତିଠାରୁ ୨୫ କିଲୋମିଟର ଦୂର ବକରାପେଟାଠାରେ ଘଟିଛି। ପ୍ରତକ୍ଷଦର୍ଶୀଙ୍କ କହିବା ହେଲା, ଡ୍ରାଇଭରଙ୍କ…

ତିରୁମାଲା ମନ୍ଦିରକୁ ବିଦେଶୀ ନାଗରିକଙ୍କ ଏଣ୍ଟ୍ରି ବ୍ୟାନ, ଜାଣନ୍ତୁ କାରଣ

ତିରୁମାଲା ଭେଙ୍କେଟେଶ୍ବର ମନ୍ଦିର ଟ୍ରଷ୍ଟ ବିଦେଶୀ ନାଗରିକଙ୍କୁ ମନ୍ଦିର ଭିତରକୁ ବ୍ୟାନ କରିବା ପାଇଁ ସୋମବାର ଅପିଲ କରିଛି । ଦର୍ଶନ ପାଇଁ ମନ୍ଦିରକୁ ଆସୁଥିବା ଭକ୍ତଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ଟ୍ରଷ୍ଟ ଏପରି ପଦକ୍ଷେପ ନେଇଛି । ମନ୍ଦିରର ଟ୍ରଷ୍ଟ ତିରୁମାଲା ତିରୁପତି ଦେବସ୍ଥାନମ…

ତିରୁପତି ମନ୍ଦିରର ଲଡୁ ତିଆରି ରୋଷଶାଳାରେ ଲାଗିଲା ନିଆଁ, ଲକ୍ଷାଧିକ ସମ୍ପତ୍ତି ହୋଇଗଲା ନଷ୍ଟ

ଆନ୍ଧ୍ରପ୍ରଦେଶ: ତିରୁପତିର ଶ୍ରୀଭେଙ୍କେଟେଶ୍ୱର ସ୍ୱାମୀ ମନ୍ଦିର ପାଇଁ ପ୍ରସାଦ ବୁନ୍ଦି ଓ ଲଡ୍ଡୁ ପ୍ରସ୍ତୁତ ହେଉଥିବା ରୋଷେଇଶାଳାରେ  ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି ହୋଇଛି। ଆଜି ଅପରାହ୍ନରେ ଏହି ଅଗ୍ନିକାଣ୍ଡ ଘଟିଛି। ରୋଷେଇଶାଳାରେ ହଠାତ ନିଆଁ ଲାଗି ଭିତରର ଅନ୍ୟ ଜାଗାକୁ ବ୍ୟାପିବାକୁ…