Browsing Tag

Tokyo

ଟୋକିଓରେ ଓଡ଼ିଶା ବିଜନେସ୍‌ ମିଟ୍‌, ବିଜନେସ୍‌ ମିଟ୍‌କୁ ସମ୍ବୋଧିତ କଲେ ମୁଖ୍ୟମନ୍ତ୍ରୀ

କେନ୍ୟୁଜ୍(ବ୍ୟୁରୋ): ଜାପାନରେ ଓଡ଼ିଶା ବିଜନେସ୍‌ ମିଟ୍‌କୁ ସମ୍ବୋଧନ କରିଥିଲେ ମୁଖ୍ୟମନ୍ତ୍ରୀ । ଓଡ଼ିଶାରେ ପର୍ଯ୍ୟାପ୍ତ ନିବେଶ ସୁଯୋଗ ନେଇ ଅବଗତ କରାଇଛନ୍ତି ନବୀନ । ଓଡ଼ିଶାରେ ନିବେଶ କରିବାକୁ ଜାପାନ ନିବେଶକାରୀଙ୍କୁ ନିମନ୍ତ୍ରଣ କରିଛନ୍ତି । ବିଜନେସ୍‌ ମିଟରେ ଯୋଗ ଦେଇଥିଲେ ଜାପାନର ୨୦୦…

ତେଲରେ ନୁହେଁ ବରଂ ଏଥର ପବନରେ ଚାଲିବ ଗାଡ଼ି, ଖୁବ ଶୀଘ୍ର ହେବ ଏହାର ବଜାର ପ୍ରବେଶ

ବଜାରକୁ ଆସୁଛି ପବନରେ ଚାଲୁଥିବା ଗାଡ଼ି। ମର୍କରୀ R4D ରିସର୍ଚ୍ଚ ଅର୍ଗାନାଇଜେସନ୍‌ ଏବଂ ଟୋକ୍ୟୋ ୟୁନିର୍ଭସିଟିର କିଛି ଛାତ୍ର ମିଶି ତିଆରି କରିଛନ୍ତି ଏହି ଜବରଦସ୍ତ ବାଇକ। ଏହା ଏକ ଇଲେକଟ୍ରିକ ସ୍କୁଟର। ଏହା କେବଳ ପବନରେ ଚାଲିଥାଏ। ପବନ ଶେଷ ହେବା ପରେ ଏହି ସ୍କୁଟର ବ୍ୟାଗପ୍ୟାକ ରେ କନଭର୍ଟ…

ବାଥରୁମ୍‌ରେ ପିଲା ଜନ୍ମ କରିବାର ତୁରନ୍ତ ପରେ ମୁହଁରେ ଟଏଲେଟ୍‌ ପେପର ଭର୍ତ୍ତି କରି ଜୀବନ ନେଇଗଲା ପିଶାଚୀ ମା’

ଜାପାନର ଟୋକିଓରୁ ଏକ ଆଶ୍ଚର୍ଯ୍ୟ କରି ଦେବା ଭଳି ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ଯୁବତୀ ଜନ୍ମ ପରେ ହିଁ ନିଜ ଛୁଆକୁ ମାରି ଦେଇଛନ୍ତି। ସେ ନିଜ ନବଜାତ ଶିଶୁର ପାଟିରେ ଟଏଲେଟ୍‌ ପେପର ପୂରାଇ ହତ୍ୟା କରିଛନ୍ତି। ଏହି ଘଟଣା ୨ ବର୍ଷ ପୁରୁଣା ହୋଇଥିଲେ ମଧ୍ୟ ଯୁବତୀ ଜଣକ ଏବେ ହତ୍ୟା…

ମାଡି ଆସୁଛି ସାମୁଦ୍ରିକ ଝଡ଼: ଆଜି ଟୋକିଓରେ ଅପରାହ୍ନ ମଧ୍ୟରେ ହିଟ୍‌ କରିପାରେ ଟାଇଫୁନ୍‌ ନେପାର୍ତ୍ତକ

ଟୋକିଓ: ଟୋକିଓ ଆଡେ ମାଡି ଆସୁଛି ସାମୁଦ୍ରିକ ଝଡ଼ । ଅଲିମ୍ପିକ୍ସ ପ୍ରତି ଘନେଇଛି ଟାଇଫୁନ୍‌ ଭୟ । ଆଜି ଟୋକିଓରେ ମଧ୍ୟାହ୍ନରୁ ଅପରାହ୍ନ ମଧ୍ୟରେ ହିଟ୍‌ କରିପାରେ ଟାଇଫୁନ୍‌ ନେପାର୍ତ୍ତକ । ବର୍ତ୍ତମାନର ମଡେଲ ଅନୁସାରେ ବିଭିନ୍ନ ପାଣିପାଗ ସଂସ୍ଥା ଓ ପାଣିପାଗ ବିଜ୍ଞାନୀଙ୍କ ଆକଳନ କହୁଛି,…

ରଙ୍ଗୀନ ଆତସବାଜୀରେ ଆରମ୍ଭ ହେଲା ବିଶ୍ୱର ସବୁଠାରୁ ଶ୍ରେଷ୍ଠ ଓ ସର୍ବବୃହତ୍‌ କ୍ରୀଡ଼ା ମହାକୁମ୍ଭ, ମନପ୍ରୀତ ସିଂହ ଉଡାଇଲେ…

କେନ୍ୟୁଜ୍(ବ୍ୟୁରୋ):  ବାଜିଛି ବିଗୁଲ୍‌ । ଆରମ୍ଭ ହୋଇଛି ବିଶ୍ୱର ସବୁଠାରୁ ଶ୍ରେଷ୍ଠ ଓ ସର୍ବବୃହତ୍‌ କ୍ରୀଡ଼ା ମହାକୁମ୍ଭ । ଜାପାନର ରାଜଧାନୀରେ ଆରମ୍ଭ ହୋଇଛି ଟୋକିଓ ଅଲିମ୍ପିକ୍ସ । ଉଦ୍‌ଘାଟନୀ ସମାରୋହରେ ଅଂଶଗ୍ରହଣ କରିଥିଲେ ଭାରତର ୧୯ ଜଣ ଖେଳାଳି ଓ ୬ ଜଣ ଅଧିକାରୀ । ମାର୍ଚ୍ଚପାଷ୍ଟରେ ୨୧…

ତିନି ବର୍ଷର ଛୁଆକୁ ଘରେ ଏକା ଛାଡି ବଏଫ୍ରେଣ୍ଡ ସହ ବୁଲିବାକୁ ଚାଲିଗଲା ମା, ଭୋକରେ ପଡି ପଡି ମରିଗଲା ଛୁଆ

ଏହି ଖବରଟି ଏମିତି ଯାହା ପଢିଲେ ଆପଣ ଚମକି ପଡିବେ ଆଉ ଭାବିବେ ଏହା କଣ ସତ ? ଏକ ମା ନିଜ ତିନି ବର୍ଷର ଛୋଟ ଛୁଆକୁ ଏକୁଟିଆ ଛାଡି ନିଜ ବଏଫ୍ରେଣ୍ଡକୁ ଭେଟିବା ପାଇଁ ଚାଲିଗଲେ । ଏକ ସପ୍ତାହରୁ ଅଧିକ ସମୟ ସେ ବୁଲାବୁଲି କରି ଘରକୁ ଫେରିବା ପରେ ଯାହା ଦେଖିଲେ ତାହା ଶୁଣିଲେ ଆପଣଙ୍କ ଆଖିରେ ବି…

୨୦୨୦ ଟୋକିୟୋ ଅଲିମ୍ପିକ୍ସରେ ଖରା ସାଜିପାରେ ବାଧକ, ତେଣୁ ଦର୍ଶକଙ୍କ ଉପରେ ସ୍ପ୍ରେ କରାଯିବ ନକଲି ବରଫ

ମୁଣ୍ଡ ବିନ୍ଧାର କାରଣ ସାଜିପାରେ ଗରମ । ଷ୍ଟାଡିୟମର ଦର୍ଶକଙ୍କ ଉପରେ ସ୍ପ୍ରେ କରାଯିବ ନକଲି ବରଫ । ୨୦୨୦ରେ ଟୋକିଓରେ ଆୟୋଜିତ ହେବାକୁ ଯାଉଛି କ୍ରୀଡ଼ାର ମହାକୁମ୍ଭ ଅଲିମ୍ପିକ୍ସ । ଜୁଲାଇ- ଅଗଷ୍ଟ ମାସ ବେଳକୁ ଏହି ମେଗା ଇଭେଣ୍ଟ ଆୟୋଜିତ ହେବ । ବଡ଼ କଥା ଏହା ହେଉଛି ସେହି ସମୟ ଯେବେ ଟୋକିୟୋରେ…