ମହାରାଷ୍ଟ୍ର: ଭାରତରୁ ଚୀନ ଚୋରା ଚାଲାଣ ହେଉଥିବା ୨୮ ଲକ୍ଷ ମୟୂର ପୁଚ୍ଛ ଜବତ
ମହାରାଷ୍ଟ୍ରର ନଭା ଶେଭା ବନ୍ଦରରୁ ଚୋରା ଚାଲାଣର ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି । ବୁଧବାର ଏଠାରେ ଏକ ଚୋରା ଚାଲାଣ ବିରୋଧୀ ଅପରେସନରେ ପାଖାପାଖି ୨୮ ଲକ୍ଷ ମୟୂର ପୁଚ୍ଛ ଜବତ କରାଯାଇଛି । Directorate of Revenue Intelligence (DRI)ର ମୁମ୍ବାଇ ଜୋନାଲ ୟୁନିଟ୍ ଏହି ମୟୂର…