Browsing Tag

tortoise

କଇଁଚ୍ଛ ମାଂସ ଖାଇ ୯ ମୃତ, ୭୮ ଆହତ

ଆଫ୍ରିକା ଦେଶ ତାଞ୍ଜାନିଆ ପାଖରେ ଥିବା ଜଞ୍ଜିବାର ଦ୍ୱୀପରେ କଇଁଚ୍ଛ ମାଂସ ଖାଇ ୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭୮ ଜଣ ହସପିଟାଲରେ ଭର୍ତ୍ତି ହୋଇଛନ୍ତି । ସମୁଦ୍ରୀ କଇଁଚ୍ଛଙ୍କ ମାଂସ ସବୁଠାରୁ ଅଧିକ ବିଷାକ୍ତ ହୋଇଥାଏ । ତେଣୁ ଏହାକୁ ଖାଇବାକୁ ମନା କରାଯାଏ । କିନ୍ତୁ ଜନଜାତି ଲୋକ ଏହାକୁ…

ପଶୁ ଡାକ୍ତରଖାନାରୁ ‘ଟ୍ୟାଙ୍କ୍‌’ ଫେରାର୍‌, କଇଁଛକୁ ଖୋଜି ଖୋଜି ନୟାନ୍ତ ହେଲେଣି କର୍ମଚାରୀ

ଆମେରିକାର ପେନ୍‌ସିଲଭାନିଆ ରାଜ୍ୟରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଲିଟନ୍ ନାମକ ସହରରେ ଥିବା ଏକ ପଶୁ ଡାକ୍ତରଖାନାରୁ ‘ଟ୍ୟାଙ୍କ୍‌’ ନାମକ କଇଁଛ ଖସି ପଳାଇ ଯାଇଛି। ଖବର ମୁତାବକ, ଏହି କଇଁଛ ତୃତୀୟ ଥର ପାଇଁ ଏପରି କାଣ୍ଡ କରିଛି। ପୂର୍ବରୁ ମଧ୍ୟ ସେ ଦୁଇଥର…

ନନ୍ଦନକାନନରେ ଜନ୍ମ ନେଲା ୨ଟି ମୁଣ୍ଡ ଥିବା ବିରଳ ପ୍ରଜାତିର କଇଁଛ

ନନ୍ଦନକାନନରେ ଜନ୍ମ ନେଇଛି ଏକ ବିରଳ ପ୍ରଜାତିର କଇଁଛ। ଚିଡିଆଖାନର ସରୀସୃପ ଖୁଆଡ଼ରେ ଜନ୍ମ ହେଇଥିବା ଏ କଇଁଛ ଟିର ୨ଟି ମୁଣ୍ଡ ରହିଛି। ଯାହାକି ଅତ୍ୟନ୍ତ ବିରଳ। ତେବେ କିଛିଦିନ ତଳେ କଇଁଛମାନେ ବାଲିରେ ଅଣ୍ଡାଦେଇଥିଲେ। ସେଇ ଅଣ୍ଡାରୁ ୨ଟି ଛୁଆ ବାହାରିଥିଲେ। କଇଁଛ ଛୁଆଁଟି ସୁସ୍ଥ ରହିଛି…

କୁକୁରକୁ ଆଉଁସୁଥିବା ମାଲିକ ଉପରେ ରାଗିଗଲା ପୋଷା କଇଁଛ, ପାଖକୁ ଆସି କଲା ଏମିତି କାମ; ଦେଖନ୍ତୁ ମଜାଦାର ଭିଡିଓ

ପୋଷା ଜୀବଜନ୍ତୁ ବହୁତ ସ୍ନେହୀ ହୋଇଥାନ୍ତି। ପଶୁ ହେଲେ ବି ସେମାନଙ୍କ ଭିତରେ ଭାବନା ଓ ଇମୋସନ୍‌ ରହିଛି। ଏଣୁ ସେମାନେ ମଣିଷର ମୁହଁ ଦେଖି ସେମାନଙ୍କ ମାନସିକ ଅବସ୍ଥା ବୁଝିପାରନ୍ତି। ବେଳେ ବେଳେ ପୋଷା ଜୀବଜନ୍ତୁ ମନ ଖରାପ ଥିବା ମାଲିକ ପାଖରେ ଆସି ଏମିତି ବ୍ୟବହାର କରନ୍ତି, ସତରେ ଯେମିତି…

ଆଜି କୁର୍ମ ଦ୍ବାଦଶୀ, ଏମିତି କରନ୍ତୁ ଭଗବାନ ବିଷ୍ଣୁ ପୂଜା, ପୂର୍ଣ୍ଣ ହେବ ସମସ୍ତ ମନୋବାଞ୍ଝା

ପୌଷ ମାସର ଶୁକ୍ଲ ପକ୍ଷର ଦ୍ୱାଦଶ ତିଥିରେ କୁର୍ମ ଦ୍ୱାଦଶୀ ପାଳନ କରାଯାଏ। ହିନ୍ଦୁ ଧର୍ମର ବିଶ୍ୱାସ ଅନୁଯାୟୀ, ଏହି ଦିନ ଭଗବାନ ବିଷ୍ଣୁଙ୍କ କୁର୍ମ ଅର୍ଥାତ୍ କଇଁଛ ଅବତାରକୁ ସମର୍ପିତ। ଏହି ଦିନ ଭଗବାନ ବିଷ୍ଣୁଙ୍କ କୁର୍ମ ଅବତାରକୁ ବିଧି ବିଧାନ ସହିତ ପୂଜା କଲେ ମନୋବାଞ୍ଝା ପୂର୍ଣ୍ଣ ହେବା…