ଆଜି ରାଷ୍ଟ୍ରୀୟ ପର୍ଯ୍ୟଟନ ଦିବସ, ଜାଣନ୍ତୁ କ’ଣ ରହିଛି ଏହାର ଇତିହାସ
୨୫ ଜାନୁଆରୀରେ ଜାତୀୟ ପର୍ଯ୍ୟଟନ ଦିବସ ପାଳନ କରାଯାଏ । ଆମ ଦେଶରେ ପରିଦର୍ଶନ କରିବାକୁ ଅନେକ ସ୍ଥାନ ରହିଛି । ଯେଉଁଠାରେ ଆମେ ଆମ ପରିବାର ଏବଂ ସାଙ୍ଗମାନଙ୍କ ସହିତ ସମୟ ବିତାଇ ପାରିବା ଏବଂ ସେଠାରେ ଥିବା ଦୃଶ୍ୟକୁ ଉପଭୋଗ କରିପାରିବା । ଅନେକ ଲୋକ ଭ୍ରମଣ କରିବାକୁ ବହୁତ ପସନ୍ଦ କରନ୍ତି ।…