Browsing Tag

tourist place

କୁଢ଼ କୁଢ଼ ଅଳିଆ ପଡ଼ି ନଷ୍ଟ ହେଉଛି ରତ୍ନଗିରି, ବିରଳ କୀର୍ତିରାଜିର ସୁରକ୍ଷାକୁ ନେଇ ଉଠିଛି ପ୍ରଶ୍ନ

ଯାଜପୁର (କେନ୍ୟୁଜ): ବୌଦ୍ଧ ପର୍ଯ୍ୟଟନ କ୍ଷେତ୍ର ରତ୍ନଗିରି । ବିଶ୍ୱ ଦରବାରରେ ଏହାର ସ୍ୱତନ୍ତ୍ର ପରିଚୟ ରହିଛି । ତେବେ ରତ୍ନଗିରିରେ ଏବେ ଚାଲିଛି ଚାଙ୍ଗଡ଼ା ଯାତ୍ରା। କିନ୍ତୁ ଏହି ବିରଳ କୀର୍ତିରାଜିର ସୁରକ୍ଷା ଓ କଟକଣାକୁ ନେଇ ଏବେ ଉଠିଛି ପ୍ରଶ୍ନ । କାରଣ ଏ ସ୍ଥାନରେ ଜମା ହୋଇଛି କୁଢ଼ କୁଢ଼…

ଦୁର୍ଲଭ ଚନ୍ଦନ ବନର ମହକରେ ଆତ୍ମବିଭୋର ପର୍ଯ୍ୟଟକ, କିନ୍ତୁ ପର୍ଯ୍ୟଟନସ୍ଥଳୀ ମାନ୍ୟତା ପାଉନି ଏ ପାହାଡ଼

ବେଗୁନିଆ (କେନ୍ୟୁଜ): ଓଡ଼ିଶାରେ ରହିଛି ଅନେକ ପର୍ଯ୍ୟଟନସ୍ଥଳୀ । କିଛି ପର୍ଯ୍ୟଟନସ୍ଥଳୀ ଲୋକଲୋଚନରେ ରହିଥାଏ ତ କିଛି ପର୍ଯ୍ୟଟନସ୍ଥଳୀ ବିଷୟରେ ଲୋକଙ୍କ ଜଣାନଥାଏ । ତେବେ ଆଜି ଆମେ ଆପଣଙ୍କୁ ଏପରି ଏକ ପର୍ଯ୍ୟଟନସ୍ଥଳୀ ବିଷୟରେ ଜଣାଇବାକୁ ଯାଉଛୁ, ଯାହା ବିଷୟରେ ଜାଣିବା ପରେ ଆପଣ ବି ଏଠାକୁ…

ଲୋକଙ୍କ ଜୀବନକୁ ବାଜି ମାରି ମାଲାମାଲ ହେଉଛନ୍ତି ମାଲିକ, ବେଆଇନ ଭାବେ କରୁଛନ୍ତି ପର୍ଯ୍ୟଟନ କ୍ଷେତ୍ର

ଲୋକଙ୍କ ଜୀବନକୁ ବାଜି ଲଗାଇ ମାଲାମାଲ ହେଉଛନ୍ତି ମାଲିକ। ବେଆଇନ ଭାବରେ ନୌବିହାର ଓ ପ୍ରକୃତି ଦେଖାଇବା ପାଇଁ କରୁଛନ୍ତି ଷଡ଼ଯନ୍ତ୍ର । ହାଣ୍ଡି ଓ ବାଉଁଶ ସାଜିଥିଲା ନୌବିହାର ଉପକରଣ । ବିନା କୌଣସି ସୁରକ୍ଷାରେ ନୌବିହାର କରି ଲୁଟୁଥିଲେ ପର୍ଯ୍ୟଟକଙ୍କୁ। ପ୍ରଚାର ପାଇଁ ସୋସିଆଲ ମିଡ଼ିଆକୁ…

ମନ ମୋହୁଛି ଡମ୍ବରୁଗଡ଼ ଇକୋ ଟୁରିଜିମ, ପାଲଟିଛି ପର୍ଯଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ

ଚାଲିଛି ଏବେ ପର୍ଯ୍ୟଟନ ଋତୁ । ମନ ମୋହୁଛି ଐତିହାସିକ ଡମ୍ବୁରୁଗଡ଼ ପାହାଡ଼ । ପର୍ଯ୍ୟଟନ ସ୍ଥଳୀରେ ପରିବାର ଓ ସାଙ୍ଗସାଥି ମେଳରେ ପ୍ରକୃତିର ଅପରୁପ ସୌନ୍ଦର୍ଯ୍ୟକୁ ଉପଭୋଗ କରୁଛନ୍ତି ପର୍ଯ୍ୟଟକ । ବୋୖଦ୍ଧ ଜିଲ୍ଲାର ଅନ୍ୟତମ ପର୍ଯ୍ୟଟନ ସ୍ଥଳୀ ହେଉଛି ଡମ୍ବୁରୁଗଡ଼ ପାହାଡ଼ । ଗୋଟିଏ ପଟେ ଗିରିବର…

ଏକ ବିଶେଷ ପର୍ଯ୍ଯଟନ ସ୍ଥଳୀ ପିରଯାହାନିଆ, ଥରେ ଗଲେ ବାରମ୍ବାର ଯିବାକୁ ହେବ ମନ

କାକଟପୁର (କେନ୍ୟୁଜ) : ଦୈନନ୍ଦିନ କର୍ମମୟ ଜୀବନରୁ ଟିକିଏ ଫୁରସତ୍‌ ପାଇବା ପାଇଁ ଲୋକେ ବୁଲିଯିବାକୁ ବାହାରନ୍ତି। ବିଭିନ୍ନ ପର୍ଯ୍ୟଟନସ୍ଥଳୀ ବୁଲି ବଣଭୋଜିର ମଜା ନେବାକୁ ପସନ୍ଦ କରନ୍ତି ଲୋକେ। ଆମ ରାଜ୍ୟ ଓଡିଶାରେ ବି ପ୍ରକୃତିର ଭରପୁର ଅବଦାନ ରହିଛି। ଅନେକ ନଦ ନଦୀ , ପାହାଡ ,ଝରଣା ଏବଂ…

ଚନ୍ଦ୍ରଭାଗା ଓ ତଳସାରୀ ବେଳାଭୂମି ହେବ ବିଶ୍ୱସ୍ତରୀୟ ପର୍ଯ୍ୟଟନ କେନ୍ଦ୍ର, ଯୋଜନା ପ୍ରସ୍ତୁତ କଲେ ରାଜ୍ୟ ସରକାର

ପୁରୀ (କେନ୍ୟୁଜ୍‌) : ଚନ୍ଦ୍ରଭାଗା ଓ ତଳସାରୀ ବେଳାଭୂମିକୁ ବିଶ୍ୱସ୍ତରୀୟ ପର୍ଯ୍ୟଟନ କେନ୍ଦ୍ର ଭାବେ ବିକଶିତ କରାଯିବ । ରାଜ୍ୟରେ ପର୍ଯ୍ୟଟନ କ୍ଷେତ୍ରରେ ଥିବା ବିପୁଳ ସମ୍ଭାବନାକୁ ଉପଯୋଗ କରି ଦେଶବିଦେଶର ପର୍ଯ୍ୟଟକଙ୍କୁ ଆକର୍ଷିତ କରିବାକୁ ଯୋଜନା ପ୍ରସ୍ତୁତ କରିଛନ୍ତି ରାଜ୍ୟ ସରକାର ।…

ଅକ୍ଟୋବରରୁ ଖୋଲିବ ଓଡିଶାର ପ୍ରତ୍ୟେକ ପର୍ଯ୍ୟଟନ ସ୍ଥଳ, କରୋନା କଟକଣା ଭିତରେ  ସମସ୍ତ ପର୍ଯ୍ୟଟନସ୍ଥଳୀ ଖୋଲିବାକୁ…

କେନ୍ୟୁଜ୍(ବ୍ୟୁରୋ):  ଅକ୍ଟୋବରରୁ ଖୋଲିବ ଓଡିଶାର ପ୍ରତ୍ୟେକ ପର୍ଯ୍ୟଟନ ସ୍ଥଳ। କରୋନା କଟକଣା ଭିତରେ  ସମସ୍ତ ପର୍ଯ୍ୟଟନସ୍ଥଳୀ ଖୋଲିବାକୁ ଯୋଜନା ରହିଛି। ଏ ନେଇ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି କରୋନାରେ ପର୍ଯ୍ୟଟନ ବିଭାଗ…

ବାପା- ମା ମାନଙ୍କୁ ନିଶ୍ଚିତ ଭ୍ରମଣ କରାନ୍ତୁ ଏହି ସ୍ଥାନ

ସାଧାରଣତଃ ବୃଦ୍ଧାବସ୍ଥା ସମୟରେ ପ୍ରାୟ ଲୋକ ତୀର୍ଥ ସ୍ଥାନ ଭ୍ରମଣ କରିବାକୁ ଇଚ୍ଛା କରିଥାନ୍ତି । କିନ୍ତୁ ସ୍ଥାନ ଗୁଡିକ ସମ୍ବନ୍ଧରେ ଅଧିକ ଜାଣି ନଥିବାରୁ ବହୁ ସମୟରେ ଲୋକେ ଏହି ସ୍ଥାନ ମାନଙ୍କୁ ଯାଇ ପାରନ୍ତି ନାହିଁ । ଏମିତି ଅବସ୍ଥାରେ ଯଦି ଆପଣ ନିଜ ପିତା ମାତାଙ୍କୁ ତୀର୍ଥ ଭ୍ରମଣରେ…

ମାତ୍ର ୯ ହଜାର ଟଙ୍କାରେ କଲିକତା, ବାରଣାସୀ ଏବଂ ଆହ୍ଲାବାଦ ସମେତ ବୁଲନ୍ତୁ ଏହି ଧାର୍ମିକ ସ୍ଥାନ, ଜାଣନ୍ତୁ କଣ ରହିଛି…

ନୂଆ ଦିଲ୍ଲୀ: ଆପଣମାନେ ଯଦି ଖରା ଦିନ ଛୁଟି କାଟିବା ପାଇଁ ବାହାରକୁ ବୁଲିବା ପାଇଁ ଯିବାକୁ ପ୍ଲାନ କରୁଛନ୍ତି ତେବେ ଆପଣମାନଙ୍କ ପାଇଁ ଭଲ ଖବର ଆସିଛି। ଭାରତୀୟ ରେଳର କ୍ୟାଟେରିଙ୍ଗ ଆଣ୍ଡ ଟୁରିଷ୍ଟ କର୍ପୋରେସନ ଲିମିଟେଡ (IRCTC) ପକ୍ଷରୁ ଆପଣଙ୍କୁ  କଲିକତା, ବାରଣାସୀ, ପୁରୀ, କୋଣାର୍କ ଏବଂ…

କେନ୍ଦୁଝର ଜିଲ୍ଲାର ପ୍ରମୁଖ ପର‌୍ୟ୍ୟଟନ ସ୍ଥଳୀ ସାନଘାଗରା : ଆଦିବାସୀ ସଂଗ୍ରହାଳୟ ଓ ଗେମ୍‌ ଜୋନ୍‌ ମୁଖ୍ୟ ଆକର୍ଷଣ

କେନ୍ଦୁଝର ଜିଲ୍ଲାର ପ୍ରମୁଖ ପର‌୍ୟ୍ୟଟନ ସ୍ଥଳୀ ସାନଘାଗରା । ପ୍ରାକୃତିକ ସୌନ୍ଦର‌୍ୟ୍ୟରେ ଭରପୂର । ଶୁଭ୍ର ଜଳରାଶି ସାଙ୍ଗକୁ ସବୁଜ ପରିବେଶ ଲୋକଙ୍କୁ ଆକୃଷ୍ଟ କରୁଛି । ଶୀତଦିନ ହୋଇଥିବାରୁୁ ଲୋକଙ୍କ ବେଶ ଭିଡ ଜମୁଛି । ସାଙ୍ଗସାଥୀ ପରିବାର ଧରି ମଉଜ କରିବାକୁ ଦୂରଦୂରାନ୍ତରରୁ ଆସୁଛନ୍ତି…

ଦେଶର ଏମିତି କିଛି ପର୍ଯ୍ଯଟନ ସ୍ଥଳୀ ଯେଉଁଠାକୁ ଯିବାକୁ ହେଲେ ଭାରତୀୟ ମାନଙ୍କୁ ନେବାକୁ ପଡିଥାଏ ଅନୁମତି

ଭାରତ ସମ୍ପୂର୍ଣ୍ଣ ବିଶ୍ବରେ ନିଜର ଏକତା, ଅଖଣ୍ଡତା ଏବଂ ବିବିଧତା କାରଣରୁ ପରିଚିତ । ଭାରତର ସବୁ ପ୍ରାନ୍ତରରେ ଅନେକ ପର୍ଯ୍ଯଟନ ସ୍ଥଳୀ ରହିଛି, ଯାହାକୁ ଦେଖିବା ପାଇଁ ବିଦେଶରୁ ପର୍ଯ୍ଯଟକ ମାନେ ଏଠାକୁ ଆସିଥାନ୍ତି । ତେବେ ଆପଣ ମଧ୍ୟ ଆପଣଙ୍କର ପଡୋଶୀ ରାଜ୍ୟ ମାନଙ୍କରେ ଥିବା ପର୍ଯ୍ଯଟନ…