Browsing Tag

traffic rule break

ପୁରୀରେ ଅମାନିଆ ଅଟୋ ଚାଳକଙ୍କ ଉପରେ ଚଢାଉ, ୨ଲକ୍ଷ ୬୨ହଜାର ଟଙ୍କା ଫାଇନ୍ ଆଦାୟ

ପୁରୀ : ସାବାଡ ହେବେ ସବୁ ଅମାନିଆ ଅଟୋ ଚାଳକ । ଆଉ ଚାଲିବନି ମନମାନି ନିୟମ ଭାଙ୍ଗିଲେ ଗଣିଲେ ଫାଇନ୍ । ପୁରୀ ଜିଲ୍ଲାପାଳ ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଓ ଏସପି ପିନାକ ମିଶ୍ରଙ୍କ ନିର୍ଦ୍ଦେଶ କ୍ରମେ ଗତକାଲି ପୁରୀ ସହରର ସମୁଦ୍ର କୂଳ ଓ ବିଭିନ୍ନ ଥାନା ଅଞ୍ଚଳରେ ପୁରୀ ଆରଟିଓ , ପୋଲିସ…

୨୫୫ ଥର ଟ୍ରାଫିକ୍‌ ନିୟମ ଭାଙ୍ଗିଲେ ଏହି ବ୍ୟକ୍ତି, ଏବେ ଗଣିବେ ୧.୩୪ ଲକ୍ଷ ଟଙ୍କା

ଯଦି ଆପଣ ଟ୍ରାଫିକ ନିୟମ ଭାଙ୍ଗି ମନ ଇଚ୍ଛା ଯାତ୍ରା କରୁଛନ୍ତି । ତେବେ ସାବଧାନ ହୋଇଯାଅନ୍ତୁ । କାରଣ ଆପଣ ଯେତେ ଚାଲାକ ହୁଅନ୍ତୁ ନା କାହିଁକି ପୋଲିସ ହାତରୁ ବଞ୍ଚି ପାରିବେନି । କାରଣ ବେଙ୍ଗାଲୁରୁର ଜଣେ ବ୍ୟକ୍ତି ଏପରି କିଛି କରି ଫସି ଯାଇଛନ୍ତି । ୨୫୫ ଥର ଟ୍ରାଫିକ ନିୟମ ଭାଙ୍ଗିଥିବାରୁ…

ବିନା ହେଲମେଟରେ ମହିଳା ବନ୍ଧୁଙ୍କ ସହିତ ସ୍କୁଟିରେ ବୁଲୁଥିଲେ ଯୁବକ, ପତ୍ନୀଙ୍କ ପାଖକୁ ଆସିଲା ଗାଡିର ଚାଲାଣ ଏବଂ ଫଟୋ

ହେଲମେଟ୍‌ ନ ନେଇ ରାସ୍ତାରେ ଗାଡି ଧରି ବୁଲୁଥିଲେ ଯୁବକ । ଏବେ ହୋଇପାରେ ଛାଡପତ୍ର । ଏମିତି ଅଜବ ଘଟଣା ଘଟିଛି କେରଳରେ । ଟ୍ରାଫିକ ନିୟମ ନ ମାଳି ସମସ୍ୟାରେ ପଡିଛନ୍ତି ଯୁବକ । ଟ୍ରାଫିକ ନିୟମ ଉଲ୍ଲଙ୍ଘନ ପାଇଁ ନୁହେଁ ବରଂ ମହିଳା ବନ୍ଧୁଙ୍କୁ ପଛରେ ଧରି ବୁଲୁଥିବାରୁ ହଇରାଣରେ ପଡିଛନ୍ତି । ଆଉ…

ସାବଧାନ୍ ଅମାନିଆ! ପୁଣି ଆଜିଠାରୁ କଡାକଡି ହେବ ଯାନବାହନ ଚେକିଂ

ଭୁବନେଶ୍ୱର(କେନ୍ୟୁଜ୍): ଆଜିଠାରୁ ପୁଣି କଡାକଡି ହେବ ଯାନବାହନ ଚେକିଂ । ବୃଦ୍ଧି ପାଉଥିବା ସଡକ ଦୁର୍ଘଟଣାକୁ ଦୃଷ୍ଟିରେ ରଖି ରାଜ୍ୟ ପରିବହନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ନିଆଯାଇଛି ପଦକ୍ଷେପ । ଆଜିଠାରୁ ଆସନ୍ତା ୨୧ତାରିଖ ପର୍ଯ୍ୟନ୍ତ ପୂର୍ବାହ୍ନ ଓ ଅପରାହ୍ନରେ ହେବ କଡାକଡି ଯାଞ୍ଚ । ଦ୍ରୁତ…

ଏବେ ଟ୍ରାଫିକ ଚାଲାଣ ନଭରିଲେ ଯାଇପାରନ୍ତି କୋର୍ଟ, ଜାଣନ୍ତୁ ଟ୍ରାଫିକର ଏହି ଜରୁରୀ ନିୟମ

ନୈତିକତା ଆଧାର କୁ ଦୃଷ୍ଟି ଦେଲେ ଆମେ ନିଜ ସେଫ୍ଟି ପାଇଁ ଲାଗୁ ହୋଇଥିବା ସବୁ ନିୟମକୁ ପାଳନ କରିବା ଉଚିତ। କିନ୍ତୁ ଅନେକ ଅଛନ୍ତି ଯେଉଁମାନେ ଖାମଖିଆଲ ମନୋଭାବ ରଖିଥାନ୍ତି। ଆମେ ଏଠି ଯେଉଁ ନିୟମ ସମ୍ପର୍କରେ କହୁଛୁ ତାହା ହେଉଛି ଟ୍ରାଫିକ ବ୍ୟବସ୍ଥାକୁ ନେଇ.. ସୁରକ୍ଷା ଦୃଷ୍ଟିରୁ ଚାଳକ…

ଭୁବନେଶ୍ୱର : ସ୍କୁଟି ଚାଳକଙ୍କର କଟିଲା ୨୬ ହଜାର ଟଙ୍କାର ଚାଲାଣ

ଭୁବନେଶ୍ୱର (କେ ନ୍ୟୁଜ୍‌) : ସ୍କୁଟି ଚାଳକଙ୍କ ଉପରେ ଲାଗିଲା ୨୬ ହଜାର ଟଙ୍କାର ଫାଇନ୍‌ । ଆଜି  ଭୁବନେଶ୍ୱର ଖଣ୍ଡଗିରି ଛକରେ ଚେକିଂ ସମୟରେ ଟ୍ରାଫିକ୍‌ ପୋଲିସ୍‌ ଏହି ସ୍କୁଟିକୁ ଫାଇନ୍‌ ଲଗାଇଛନ୍ତି । ଗାଡ଼ିର ମାଲିକ ହେଉଛନ୍ତି ନିରଞ୍ଜନ ଦାଶ । ତେବେ ଏହାକୁ ଆଜି ଚଳାଉଥିଲେ ଦେବାଶିଷ ପରିଡ଼ା…