ଦେଖନ୍ତୁ VIDEO: ଟ୍ରେନକୁ ଦେଖି ଟ୍ରାକ୍ ମଝିରେ ଶୋଇପଡ଼ିଲେ ବ୍ୟକ୍ତି, ଉପର ଦେଇ ଚାଲିଗଲା ଟ୍ରେନ୍… ବର୍ତ୍ତିଗଲା ଜୀବନ
କେରଳର କନ୍ନୁର ଜିଲ୍ଲାରୁ ଏକ ଆଶ୍ଚର୍ଯ୍ୟଜନକ ଭିଡିଓ ସାମ୍ନାକୁ ଆସିଛି । ଏଠାରେ ଜଣେ ବ୍ୟକ୍ତି ଚମତ୍କାର ଢଙ୍ଗରେ ଟ୍ରେନ୍ କବଳରୁ ନିଜକୁ ରକ୍ଷା କରିଛନ୍ତି । ଏହି ଭାଇରାଲ ଭିଡିଓରେ ଦେଖାଯାଉଛି କି, ବ୍ୟକ୍ତି ଜଣକ ଟ୍ରାକ୍ ମଝିରେ ଶୋଇଥିବା ବେଳେ ତାଙ୍କ ଉପର ଦେଇ ଟ୍ରେନ୍ ଯାଉଛି । ଆଉ ଟ୍ରେନ୍…