Below header
Browsing Tag

transformation look

ବଡ଼ି ଟ୍ରାନ୍ସଫରମେସନ୍‌ ଦେଖି ଫ୍ୟାନ୍ସ ହେଲେ ଫିଦା, ଫିଲ୍ମ ‘ରାମାୟଣ’ ପାଇଁ ବଦଳିଲା ରଣବୀରଙ୍କ ଲୁକ୍‌

ବର୍ତ୍ତମାନ ଅଭିନେତା ରଣବୀର କପୁର ତାଙ୍କର ଅପ୍‌କମିଂ ଫିଲ୍ମ 'ରାମାୟଣ' ପାଇଁ ବହୁତ ପରିଶ୍ରମ କରୁଛନ୍ତି । ଆଜିକାଲି ସେ ନିଜ ଫିଟନେସର ଯତ୍ନ ନେଉଛନ୍ତି । ତେବେ ରଣବୀର କପୁରଙ୍କ ଫିଟ୍‌ନେସ୍‌ ଟ୍ରେନ୍‌ର ଶିବହୋମ, ରଣବୀରଙ୍କର କିଛି ଦମ୍‌ଦାର ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି ।…

କୋରିଓଗ୍ରାଫର ରେମୋ ଡିସୁଜାଙ୍କ ସ୍ତ୍ରୀ ଲିଜେଲ ଡିସୁଜାଙ୍କର ଅଜବ ଟ୍ରାନ୍ସଫର୍ମେଶନ, ଫ୍ୟାନ୍ସ କ’ଣ ସେଲିବ୍ରିଟି ମଧ୍ୟ…

ବଲିଉଡ୍‌ ସେଲିବ୍ରିଟିଙ୍କ େଓ୍ଵଟ୍‌ ଲସ୍‌ ଜର୍ନି ସବୁବେଳେ ଫ୍ୟାନ୍‌ମାନଙ୍କୁ ପ୍ରଭାବିତ କରିଥାଏ। ଏହାରି ଭିତରେ କୋରିଓଗ୍ରାଫର ତଥା ଡାଇରେକ୍ଟର ରେମୋ ଡିସୁଜା, ସ୍ତ୍ରୀ ଲିଜେଲ ଡିସୁଜାଙ୍କର େଓ୍ଵଟ୍‌ ଟ୍ରାନ୍ସଫର୍ମେଶନର ଫଟୋ ପୋଷ୍ଟ କରିଛନ୍ତି, ଯାହାକି ସମସ୍ତଙ୍କୁ ଚମକାଇ ଦେଇଛି। ରେମୋ,…

ସାମ୍ନାକୁ ଆସିଲା ତନୁଶ୍ରୀ ଦତ୍ତାଙ୍କ ଟ୍ରାସଫର୍ମେସନ୍‌ ଲୁକ୍‌, ୧୫ କିଲୋ ଓଜନ କମ କରି ଦେଖାଯାଉଛନ୍ତି ଏକଦମ୍‌ ଫିଟ୍‌

ଅନେକ ଦିନ ଧରି ଫିଲ୍ମ ଦୁନିଆରୁ ଦୂରେଇ ରହିଛନ୍ତି ତନୁଶ୍ରୀ ଦତ୍ତା। ୨୦୧୮ରେ ସେ ମି ଠୁ ଜରିଆରେ ନିଜ ଉପରେ ଯୌନ ଶୋଷଣର ଖୁଲାସା କରିବା ନେଇ ଚର୍ଚ୍ଚାରେ ରହିଥିଲେ। ତାଙ୍କ ଖୁଲାସା ପରେ ଗ୍ଲାମର ଇଣ୍ଡଷ୍ଟ୍ରି ସହ ଯୋଡି ହୋଇଥିବା ଅନେକ ଅଭିନେତ୍ରୀ ଏବଂ ମଡେଲର୍‌ ସାମ୍ନାକୁ ଆସି ନିଜ କଥା…