Browsing Tag

truck driver

ହିଟ୍‌ ଆଣ୍ଡ ରନ୍‌ ମାମଲା ଆଇନକୁ ନେଇ ଟ୍ରକ ଡ୍ରାଇଭରଙ୍କ ଧର୍ମଘଟ, ବିଭିନ୍ନ ସ୍ଥାନରେ ପେଟ୍ରୋଲ ପମ୍ପରେ ଲୋକଙ୍କ ଭିଡ଼

ହିଟ ଆଣ୍ଡ ରନ୍ ମାମଲାରେ ଡ୍ରାଇଭରଙ୍କ ୧୦ ବର୍ଷ ଜେଲ୍ ଏବଂ ୭ ଲକ୍ଷ ଟଙ୍କା ଅର୍ଥଦଣ୍ଡ ଦେବାକୁ ଆଇନ୍ ହୋଇଛି । ଏହାପରେ ରାଜରାସ୍ତାକୁ ଓହ୍ଲାଇଛନ୍ତି ଟ୍ରକ ଡ୍ରାଇଭର । ଆଇନ ଲାଗୁ ନହୋଇଥିବା ବେଳେ ଏହାକୁ ବିରୋଧ କରିଛନ୍ତି ଟ୍ରକ ଡ୍ରାଇଭର । ଏହାକୁ ନେଇ ଦେଶର ବିଭିନ୍ନ ରାଜ୍ୟରେ ଟ୍ରକ୍ ଧର୍ମଘଟ…

ଟ୍ରକ ଚାଳକଙ୍କ ପାଇଁ ଆସିବ ନୂଆ ଆଇନ, କାମ କରିବାର ସମୟ ହେବ ଧାର୍ଯ୍ୟ : ନୀତିନ ଗଡକରୀ ଦେଲେ ସୂଚନା

କେନ୍ଦ୍ର ସଡ଼କ ପରିବହନ ଏବଂ ରାଜମାର୍ଗ ମନ୍ତ୍ରୀ ନୀତିନ ଗଡକରୀ ଟ୍ରକ ଡ୍ରାଇଭରଙ୍କ ପାଇଁ ଖୁସି ଖବର ଆଣିଛନ୍ତି । ଟ୍ରକ ଡ୍ରାଇଭରଙ୍କ ପାଇଁ କାର୍ଯ୍ୟ ଘଣ୍ଟା ନିର୍ଦ୍ଧାରିତ କରିବା ପାଇଁ ଏକ ଆଇନ ଅଣାଯିବ ବୋଲି କହିଛନ୍ତି ମନ୍ତ୍ରୀ । ଏହା ସହିତ ୨୦୨୫ ବର୍ଷ ଶେଷ ପୂର୍ବରୁ ସଡ଼କ ଦୁର୍ଘଟଣାକୁ ୫୦…

ନିର୍ମାଣଧିନ ଫ୍ଲାଇଓଭରରୁ ଖସିଲା ଟ୍ରକ, ଲୋକେ ଅଟକାଇଥିଲେ ମଧ୍ୟ ଶୁଣିନଥିଲେ ଡ୍ରାଇଭର

ମୟୁରଭଞ୍ଜ(କେନ୍ୟୁଜ୍):  ଟ୍ରକ ଦୁର୍ଘଟଣାର ଲାଇଭ ଭିଜୁଆଲ । ଲୋକେ ଅଟକାଇଥିଲେ ମଧ୍ୟ ଶୁଣିନଥିଲେ ଡ୍ରାଇଭର । କିଛି ସମୟ ମଧ୍ୟରେ ଫ୍ଲାଇ ଓଭର ତଳକୁ ଖସିପଡ଼ିଥିଲା ଟ୍ରକ । ନିର୍ମାଣଧିନ ଫ୍ଲାଇଓଭରରୁ ଖସିଲା ଟ୍ରକ । ମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆ ସ୍ଥିତ ବମ୍ବେଛକ ଠାରେ ଅର୍ଦ୍ଧ ନିର୍ମିତ…

୧୧ କେଭ ବିଦ୍ୟୁତ ତାର ନେଇଗଲା ଜୀବନ, ପାଣିକୋଇଲି ଟୋଲ ପ୍ଲାଜା ନିକଟରେ ଟ୍ରକ ସହ ଜଳିଗଲେ ଡ୍ରାଇଭର,

ଯାଜପୁର ରୋଡ଼(କେନ୍ୟୁଜ୍):ପାଣିକୋଇଲି ଥାନା ଟୋଲ ପ୍ଲାଜା ନିକଟସ୍ଥ ସିଙ୍ଗଡ଼ା ଛକ ନିକଟରେ ଅଘଟଣ। ୧୧ କେଭ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୧୪ ଚକିଆ ଟ୍ରକ ସହ ଜଳିଗଲେ ଡ୍ରାଇଭର।ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କରାଯାଇ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଭର୍ତ୍ତି…

ମଞ୍ଚେଶ୍ୱରରେ ଗାଡି ଧକ୍କାକୁ କେନ୍ଦ୍ର କରି ତୁମୁଳକାଣ୍ଡ: ଗାଡି ସହ ଡ୍ରାଇଭର ହେଲ୍ପରଙ୍କୁ ବନ୍ଧକ ରଖିଲେ

ଭୁବନେଶ୍ବର(କେନ୍ୟୁଜ୍): ଗାଡି ଧକ୍କାକୁ କେନ୍ଦ୍ର କରି ତୁମୁଳକାଣ୍ଡ। ଆଇନକୁ ହାତକୁ ନେଲେ, ଗାଡି ସହ ଡ୍ରାଇଭର ହେଲ୍ପରଙ୍କୁ ବନ୍ଧକ ରଖିଲେ । ଟଙ୍କା ନଦେଲେ ମାରିଦେବାକୁ ଧମକ ଦେଲେ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ମଞ୍ଚେଶ୍ୱର ଥାନା ଅଞ୍ଚଳରେ । ସମୟ ରାତି ୭ ଟା ୫୪ । ଭୁବନେଶ୍ୱରରୁ କଟକ…

ମଦ୍ୟପ ଟ୍ରକ୍‌ ଡ୍ରାଇଭରର ଉନ୍ମତ୍ତକାଣ୍ଡ; ସିରିଜ ଦୁର୍ଘଟଣାରେ ୨ ମୃତ , ୨ ଆହତ

ମୟୂରଭଞ୍ଜ (କେନ୍ୟୁଜ): ମଦ୍ୟପ ଟ୍ରକ୍‌ ଡ୍ରାଇଭରର ଉନ୍ମତ୍ତକାଣ୍ଡ । ସିରିଜ ଦୁର୍ଘଟଣାରେ ଦୁଇ ଜଣଙ୍କର ଜୀବନ ଯାଇଛି । ଆହତ ହୋଇଛନ୍ତି ଆଉ ୨ ଜଣ । ବାରିପଦାରେ ଆଜି ସନ୍ଧ୍ୟାରେ ଏହି ଘଟଣା ଘଟିଛି । ମଦ୍ୟପ ଡ୍ରାଇଭରକୁ କାବୁ କରି ପୋଲିସର ଜିମା ଦେଇଛନ୍ତି ସ୍ଥାନୀୟ ଲୋକ । ଟ୍ରକଟି ଟାଙ୍ଗୀରୁ…

ଲକଡାଉନ ପାଇଁ ଓଡ଼ିଶାରେ ଅଟକି ଯାଇଛି ଟ୍ରକମାନଙ୍କର ଚକ, ଅଖ ଓ ଗତି, ଭୋକ ସହିତ ଲଢେଇ କରୁଛନ୍ତି ବାହାର ରାଜ୍ୟର ଟ୍ରକ…

ବାଲେଶ୍ୱର(କେନ୍ୟୁଜ): ବାଲେଶ୍ୱର ଜିଲ୍ଲାର ୬୦ ନମ୍ବର ଜାତୀୟ ରାଜପଥ । ଲମ୍ବିଛି କୋଲକାତାରୁ ଭୁବନେଶ୍ୱର ଯାଏ । ହେଲେ ଏଇ ଲମ୍ବା ଅସରନ୍ତି ରାସ୍ତା କଡ଼ରେ ଧାଡ଼ି ହୋଇ ଠିଆ ହୋଇଛନ୍ତି ମାଲବାହୀ ଟ୍ରକ୍‌ ସବୁ । ଅଟକି ଯାଇଛି ସେମାନଙ୍କ ଚକ, ଅଖ ଓ ଗତି । ଏମାନେ ବି ଶିକାର ହୋଇଛନ୍ତି କରୋନା…

ନୂଆଦିଲ୍ଲୀ: ପୁଣି ଟ୍ରକ ଡ୍ରାଇଭରଙ୍କୁ ଓଭରଲୋଡିଂ ପଡ଼ିଲା ମହଙ୍ଗା, ଗଣିଲେ ୨ ଲକ୍ଷ ୫ ଶହ ଟଙ୍କାର ଫାଇନ୍‌

ନୂଆଦିଲ୍ଲୀ(କେନ୍ୟୁଜ୍): ଓଭରଲୋଡିଂ ପଡ଼ିଲା ମହଙ୍ଗା । ନୂଆ ଟ୍ରାଫିକ୍‌ ନିୟମ ଲାଗୁ ହେବା ପରେ ସବୁଠୁ ଅଧିକ ତଣ୍ଡ ଗଣିଲେ ଟ୍ରକ୍‌ ଡ୍ରାଇଭର । ୨ ଲକ୍ଷ ୫ ଶହ ଟଙ୍କାର ଫାଇନ୍‌ କାଟିଲେ ଟ୍ରାଫିକ୍‌ କର୍ମଚାରୀ । ଏପରି ଘଟଣା ଘଟିଛି ଦିଲ୍ଲୀରେ । ରାମ କିଶନ ନାମକ ଡ୍ରାଇଭର ଓଭରଲୋଡିଂ କରି ଟ୍ରକ୍‌…