Browsing Tag

tunisha sharma

ତୁନିଶା ଶର୍ମା ମୃତ୍ୟୁ ମାମଲା: ଶିଜାନ ଖାନଙ୍କୁ ଝଟ୍‌କା, FIR ରଦ୍ଦ କରିବାକୁ ମନା କଲେ ହାଇକୋର୍ଟ

ଟିଭି ଅଭିନେତ୍ରୀ ତୁନିଶା ଶର୍ମା ମୃତ୍ୟୁ ମାମଲାରେ ପ୍ରେମିକ ତଥା ଅଭିନେତା ଶିଜାନ ଖାନଙ୍କୁ ଝଟ୍‌କା ଲାଗିଛି। ଅଭିନେତା ହାଇକୋର୍ଟରେ ଏକ ଆବେଦନ କରିଥିଲେ ଯେ ତୁନିଶାଙ୍କୁ ଜୀବନ ହାରିବା ପାଇଁ ପ୍ରବର୍ତ୍ତାଇବାକୁ ନେଇ ତାଙ୍କ ବିରୋଧରେ ଯେଉଁ ଏଫ୍ଆଇଆର୍ ଦାଖଲ କରାଯାଇଥିଲା, ତାହାକୁ ରଦ୍ଦ…

ତୁନିଶା ଶର୍ମା ମାମଲା: ଶିଜାନ ଖାନଙ୍କୁ ମିଳିଲା ଜାମିନ୍‌; ଜେଲ୍‌ରେ ଥିଲେ ୬୯ ଦିନ

ଟିଭିର ଦିବଂଗତ ଅଭିନେତ୍ରୀ ତୁନିଶା ଶର୍ମାଙ୍କ ମାମଲାରେ ଜେଲରେ ଥିବା ତାଙ୍କ ପ୍ରେମିକ ତଥା ଅଭିନେତା ଶିଜାନ ଖାନଙ୍କୁ ଜାମିନ୍‌ ମିଳିଛି। ଜେଲରେ ୬୯ ଦିନ ରହିବା ପରେ ଶିଜାନ ଜାମିନ୍‌ରେ ମୁକୁଳିଛନ୍ତି। ଶିଜାନ ଖାନଙ୍କୁ ଭସାଇ କୋର୍ଟ ୧ ଲକ୍ଷ ଟଙ୍କା ଜାମିନ ବଣ୍ଡ୍‌ରେ ଜାମିନ ପ୍ରଦାନ…

‘ଅଲୀବାବା’ ଶୋ’ରେ ତୁନିଷା ଶର୍ମାଙ୍କ ଜାଗାରେ ହେବ ନାହିଁ କାହାର ଏଣ୍ଟ୍ରି! ନିର୍ମାତା ନେଲେ ଏହି ବଡ଼…

ଟିଭି ସିରିଏଲ୍‌ ‘ଅଲୀବାବା: ଦାସ୍ତାଁ-ଏ-କାବୁଲ’ର ଲିଡ୍‌ ଅଭିନେତ୍ରୀ ତୁନିଷା ଶର୍ମାଙ୍କ ମୃତ୍ୟୁ ପରେ ପୁଣିଥରେ ଶୋ’ର ପ୍ରସାରଣ ଆରମ୍ଭ ହୋଇଛି। ଏହି ସିରିଏଲରେ ତୁନିଷା ଶହଜାଦୀ ‘ମରିୟମ୍‌’ର ଚରିତ୍ର ନିଭାଉଥିଲେ ଏବଂ ଶିଜାନ ଖାନ ‘ଅଲୀ ବାବା’ର ଚରିତ୍ରରେ ନଜର ଆସୁଥିଲେ। ୨୪ ଡିସେମ୍ବରରେ…

ଶିଜାନଙ୍କ ମା’ଙ୍କର ବଡ଼ ଦାବି; ୨୩ ତାରିଖରେ ଏହି ବ୍ୟକ୍ତିଙ୍କୁ ଫାଶୀ ଦଉଡ଼ି ତିଆରି କରି ଦେଖାଇଥିଲେ ତୁନିଷା! ଓକିଲ କଲେ…

ଟିଭି ଅଭିନେତ୍ରୀ ତୁନିଷା ଶର୍ମାଙ୍କ ମୃତ୍ୟୁ ଘଟଣାର ମୁଖ୍ୟ ଅଭିଯୁକ୍ତ ଶିଜାନ ଖାନଙ୍କ ମା’ ଓ ଭଉଣୀ ଆଜି ମିଡିଆ ସାମ୍ନାରେ ନିଜର ପକ୍ଷ ରଖିଛନ୍ତି। ସେମାନଙ୍କ ସହିତ ସେମାନଙ୍କ ଓକିଲ ଶୈଳେନ୍ଦ୍ର ମିଶ୍ରା ଓ ଶରଦ ରାୟ ଉପସ୍ଥିତ ଥିଲେ। ପ୍ରେସ୍‌ ମିଟ୍‌ରେ ଶିଜାନଙ୍କ ପରିବାର ଲୋକେ ଏକ ବଡ଼ ଖୁଲାସା…

ତୁନିଷାଙ୍କ ଫାଶି ଦଉଡିରେ ଲାଗିଥିଲା ରକ୍ତ, କାନର ଝୁମୁକା ଓ ଗୋଲ୍ଡ ଚେନ ଖୋଲିବ ମୃତ୍ୟୁର ରହସ୍ୟ, ଫୋରେନ୍ସିକ ଲ୍ୟାବକୁ…

ତୁନିଷା ଶର୍ମା ସୁଇସାଇଡ କେସ୍‌ ରେ ପ୍ରତିଦିନ ନୂଆ ନୂଆ ଘଟଣା ସାମ୍ନାକୁ ଆସିବାରେ ଲାଗିଛି । ପୋଲିସ ଗମ୍ଭୀରତାର ସହ ମାମଲାର ଯାଞ୍ଚ କରୁଛି । ଅଭିଯୁକ୍ତ ଶୀଜାନ ଖାନ୍‌ ମଧ୍ୟ ଏବେ ପୁଲିସ କଷ୍ଟୋଡିରେ ରହିଛି । ମଙ୍ଗଳବାର (୨୭ ତାରିଖ) ରେ ପୋଲିସ ତୁନିଷାଙ୍କ ବ୍ଲଡ ସାମ୍ପଲ, କପଡା ଓ ଗହଣାର…

 ତୁନିଶା ସୁଇସାଇଡ୍‌ ଘଟଣାରେ ନୂଆ ମୋଡ଼, ଶ୍ରଦ୍ଧାଙ୍କ ପାଇଁ ତୁନିଶାଙ୍କ ସହ ବ୍ରେକଅପ୍‌

ଅଭିନେତ୍ରୀ ତୁନିଶା ସୁଇସାଇଡ୍‌ ଘଟଣାରେ ନୂଆ ମୋଡ଼ । ଶ୍ରଦ୍ଧାଙ୍କ ପାଇଁ ତୁନିଶାଙ୍କ ସହ ବ୍ରେକଅପ୍‌ କରିଥିଲେ ସିଜାନ । ବୟସ ଓ ଧର୍ମ ପାଇଁ ହୋଇଥିଲା ବ୍ରେକଅପ୍‌ । ପୋଲିସ ଆଗରେ ବୟଫ୍ରେଣ୍ଡ ସିଜାନଙ୍କ ଆଶ୍ଚର୍ଯ୍ୟ କଲା ଭଳି ବୟାନ । ଦିଲ୍ଲୀର ଶ୍ରଦ୍ଧା ମର୍ଡର କେସ୍‌ ଚର୍ଚ୍ଚାକୁ ଆସିବା ପରଠୁ…

ବନ୍ଧୁ ସାଜିଥିଲା ବଇରୀ: ତୁନିଶା ଶର୍ମାଙ୍କୁ ଆତ୍ମହତ୍ୟା ପାଇଁ ଉସୁକାଇଥିବାରୁ କୋଷ୍ଟାର ଶିଜାନ୍‌ଙ୍କୁ ଗିରଫ କଲା…

କେନ୍ୟୁଜ୍(ବ୍ୟୁରୋ): ଲୋକପ୍ରିୟ ଟିଭି ଅଭିନେତ୍ରୀ ତୁନିଶା ଶର୍ମା ଆତ୍ମହତ୍ୟା ଘଟଣାରେ କୋଷ୍ଟାରକୁ ବାନ୍ଧିଲା ପୋଲିସ । ମୁମ୍ବାଇ ୱାଲିଭ୍‌ ପୋଲିସ ଅଭିନେତ୍ରୀ ତୁନିଶାଙ୍କ କୋଷ୍ଟାର ଶିଜାନ୍‌ ଖାନ୍‌ଙ୍କୁ ଗିରଫ କରିଛି । ଆତ୍ମହତ୍ୟା ପାଇଁ ଉକ୍‌ସାଇବା ମାମଲାରେ ଶିଜାନ୍‌ଙ୍କୁ ଗିରଫ କରାଯାଇଛି…