Browsing Tag

two arrested

ବାଘ ଛାଲ ଜବତ କଲା STF, ଦୁଇ ଗିରଫ

ମୟୂରଭଞ୍ଜ (କେନ୍ୟୁଜ): ଡିଲ୍‌ ବେଳେ ମାଡ଼ିବସିଲା STF। ଏସ୍‌ଟିଏଫ୍‌ ପଞ୍ଝାରେ ବାଘ ଛାଲ ଚୋରା ଚାଲାଣକାରୀ । ଗୋଟିଏ କଲରା ପତରିଆ ବାଘ ଛାଲ ସହ ୨ ଜଣ ଗିରଫ ହୋଇଛନ୍ତି। ମୟୂରଭଞ୍ଜ ଚଟଣି ବସ୍‌ଷ୍ଟପ୍‌ ନିକଟରେ ଡିଲ୍‌ ବେଳେ ମାଡ଼ିବସିଥିଲା STF। ଦୁଇ ଅଭିଯୁକ୍ତ ହେଲେ ଚନ୍ଦ୍ରକାନ୍ତ କୁର୍ଜି, ଅଜିତ…

ଡ଼ିଲ୍ ବେଳେ ଚଢ଼ାଉ, ବାଘ ଛାଲ ସହ ୨ ଗିରଫ

ବାରିପଦା (କେନ୍ୟୁଜ) : ବାରିପଦା ହୋଟେଲରେ ବାଘ ଛାଲ ଜବତ ଘଟଣା । ମୁଖ୍ୟ ଅଭିଯୁକ୍ତକୁ ଗିରଫ କଲା ବନବିଭାଗ । ଗିରଫ ଅଭିଯୁକ୍ତ କେନ୍ଦୁଝରି ଗାଁର ଲକ୍ଷ୍ମଣ ମୁର୍ମୁ । ତା ନିକଟରୁ ୨ଟି ବନ୍ଧୁକ ଜବତ ହୋଇଛି। ଲକ୍ଷ୍ମଣ ମାସେ ପୂର୍ବରୁ ଶିମିଳିପାଳ ଜଙ୍ଗଲରୁ ଏକ କଲରା ପତରିଆ ବାଘ ଛୁଆକୁ ଶିକାର…

ଗଞ୍ଜାମ: ଯୁବତୀଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ କରି ବନ୍ଧା ହେଲେ ଦୁଇ ଭାଇ

ଗଞ୍ଜାମ: ଯୁବତୀଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ କରି ଦୁଇ ଯୁବକ ଗିରଫ । ଗଞ୍ଜାମ ତାରାସିଂ ଥାନାରେ ଯୁବତୀଙ୍କ ଅଭିଯୋଗ ପରେ ପୋଲିସ ଦୁଇ ଯୁବକଙ୍କୁ ଗିରଫ କରିଛି । ସେମାନେ ହେଲେ ବଦାଙ୍ଗି ଗାଁର ରଞ୍ଜିତ ସାହୁ ଓ ସାଗର ସାହୁ । ଦୁଇ ଅଭିଯୁକ୍ତ ସଂପର୍କୀୟ ଦୁଇ ଭାଇ ବୋଲି ଜଣାପଡ଼ିଛି । ସାଗର ସାହୁ…

ଆସିକା ମାଗୁରା ଗାଁରେ ବିସ୍ଫୋରଣ ଘଟଣା, ୨ ଗିରଫ

ଗଞ୍ଜାମ : ଆସିକା ମାଗୁରା ଗାଁରେ ବିସ୍ଫୋରଣ ଘଟଣାରେ ୨ ଗିରଫ। ଗିରଫମାନେ ହେଲେ ମାଗୁରା ଗାଁର ଟୁଟୁ ପଣ୍ଡା,ଏସ୍‌.ପ୍ରକାଶ ରେଡ୍ଡୀ। ଏହା ସହ ବିସ୍ଫୋରକ ସାମଗ୍ରୀଟି ଡିଟୋନେଟର ବୋଲି ଜଣା ପଡିଛି। ଯାହାକି ପାହଡ଼ରେ ବିସ୍ଫୋରଣରେ ବ୍ୟବହାର କରାଯାଏ। ସ୍କୁଲ ନିକଟରେ ଥିବା ପାହଡ଼ ନିକଟରୁ ଦୁଇ ସ୍କୁଲ…

ପୁଅ ପାଇଁ ପୂଜା କରିବାକୁ କହି ମହିଳାଙ୍କୁ ଗଣଦୁଷ୍କର୍ମ : ତାନ୍ତ୍ରିକ ସହ ଜଣେ ଗିରଫ

ହିମାଚଳ ପ୍ରଦେଶର ସୋଲନରେ ଏକ ଅଦ୍ଭୁତ ଘଟଣା ସାମ୍ନାକୁ ଆସିଛି। ପୁଅର ପୂଜା କରିବାକୁ କହି ତାନ୍ତ୍ରିକ ଜଣକ ମହିଳାଙ୍କୁ ମିଛ ଜାଲରେ ଫସାଇ ଗଣଦୁଷ୍କର୍ମ କରିଛନ୍ତି। ଏହି ଜଘନ୍ୟ କାର୍ଯ୍ୟକୁ ଉକ୍ତ ତାନ୍ତ୍ରିକ ଏବଂ ତାଙ୍କର ଜଣେ ସହଯୋଗୀ କରିଛନ୍ତି। ସୂଚନା ମୁତାବକ, ସୋଲନରେ ରହୁଥିବା ଜଣେ…

ସହିଦନଗର ଥାନାରେ ପଶି ପୋଲିସକୁ ଆକ୍ରମଣ ଘଟଣା : ୨ ଗିରଫ

ଭୁବନେଶ୍ୱର : ସହିଦନଗର ଥାନାରେ ପଶି ପୋଲିସକୁ ଆକ୍ରମଣ ଘଟଣାରେ ୨ଜଣ ଗିରଫ ହୋଇଛନ୍ତି। ଏହି ଘଟଣାରେ ଆଉ ୬ଜଣଙ୍କୁ ଅଟକ ରଖିଛି କମିଶନରେଟ ପୋଲିସ । ଗତ ରବିବାର ରାତିରେ ଭୁବନେଶ୍ୱର ସହିଦନଗର ଥାନା ଭିତରେ ଲଙ୍କାକାଣ୍ଡ ଘଟିଥିଲା। କିଛି ଦୁର୍ବୃତ୍ତ ପୋଲିସକୁ ପିଟିବା ସହ ବ୍ୟାପକ ଭଙ୍ଗାରୁଜା…