Below header
Browsing Tag

UFO

ମଣିପୁର ଆକାଶରେ ଦେଖାଗଲା ଅଜ୍ଞାତ ବସ୍ତୁ, ୩ ଘଣ୍ଟା ପର୍ଯ୍ୟନ୍ତ ଉଡ଼ିପାରିଲାନି କୌଣସି ବିମାନ

ଆକାଶରେ ଦେଖାଗଲା ଅଜ୍ଞାତ ବସ୍ତୁ… ବିମାନ ବନ୍ଦରରେ ଉଡିଲା ୟୁଏଫଓ… ଫଳରେ ତିନି ଘଣ୍ଟା ବାଧାପ୍ରାପ୍ତ ହେଲା ବିମାନ ସେବା… ମଣିପୁରର ରାଜଧାନୀ ଇମ୍ଫାଲର ବିଟିଆଇ ଏୟାରପୋର୍ଟରେ ଅଚାନକ ଖେଳିଗଲା ଭୟର ବାତାବରଣ । ରବିବାର ମଧ୍ୟାହ୍ନରେ ଏକ ଅଜ୍ଞାତ ବସ୍ତୁ ଉଡୁଥିବାର ଦେଖିବାକୁ ମିଳିଥିଲା ।…

କଣ ସତରେ ଏଲିଅନ୍ସ ଅଛନ୍ତି ? UFOକୁ ନେଇ ଆଶ୍ଚର୍ଯ୍ୟ ରିପୋର୍ଟ ଜାରି କଲା ନାସା

ପୃଥିବୀର ସବୁଠୁ ବଡ଼ ରହସ୍ୟ ହେଉଛି UFO ବା ଅନଆଇଡେଣ୍ଟିଫାଏଡ ଫ୍ଲାଇଙ୍ଗ ଅବଜେକ୍ଟ। ଏଲିଅନ୍ସର ପ୍ରମାଣ ନାହିଁ, କିନ୍ତୁ ସେମାନେ ଥାଇପାରନ୍ତି । ଏହି UFOକୁ ନେଇ ପ୍ରକାଶ ପାଇଛି ନାସାର ଏକ ଆଶ୍ଚର୍ଯ୍ୟ ରିପୋର୍ଟ । UFO ଅନ୍ୟ କୌଣସି ଗ୍ରହର ଯାନ ବୋଲି କୌଣସି ପ୍ରମାଣ ପାଇଲାନି ନାସା ।…

ଏଲିଅନ ଉପସ୍ଥିତି ନେଇ ଆସିଲା ନାସା ରିପୋର୍ଟ: ପୃଥିବୀ ବାହାରେ ଥାଇପାରେ ଜୀବଜଗତ

କେନ୍ୟୁଜ୍(ବ୍ୟୁରୋ): ପୃଥିବୀର ସବୁଠୁ ବଡ଼ ରହସ୍ୟ ହେଉଛି ୟୁଏଫଓ ବା ଅନଆଇଡେଣ୍ଟିଫାଏଡ ଫ୍ଲାଇଙ୍ଗ ଅବଜେକ୍ଟ। ୟୁଏଫଓକୁ ନେଇ ପ୍ରକାଶ ପାଇଥିବା ନାସାର ରିପୋର୍ଟରେ ଏହା କୁହାଯାଇଛି। ୟୁଏଫଓ ଅନ୍ୟ କୌଣସି ଗ୍ରହର ଯାନ ବୋଲି କୌଣସି ପ୍ରମାଣ ପାଇଲାନି ନାସା। ୟୁଏଫଓ କଣ ତାହା ସ୍ପଷ୍ଟ ହେଲାନି।…

ଆମେରିକା ଏଲିଏନ୍ସକୁ ପଠାଉଛି ସମସ୍ତ ଗୁପ୍ତ ତଥ୍ୟ!

ଧରାପଡ଼ିଲା ଆମେରିକା। ଏତେ ଦିନରୁ ଲୁଚାଇ ରଖିଥିବା ଏଲିଏନ୍ସ ସମ୍ପର୍କରେ ଏବେ ଜଣାପଡ଼ିଲା। ଲୁଚି ରହିଥିବା ଏଲିଏନ୍ସ ନଜରକୁ ଆସିଲା। ଏହାକୁ ନେଇ ଆମେରିକା ସଂସଦରେ ହଇଚଇ ସୃଷ୍ଟି ହେଲ ।। ଶୁଣିବାକୁ ମିଳୁଛି ଯେ ଆମେରିକା ଏଲିଏନ୍ସକୁ ସମସ୍ତ ତଥ୍ୟ ଗୁପ୍ତ ଆକାରରେ ପଠାଉଛି। ଏବେ ପ୍ରଶ୍ନ ଉଠୁଛି…

ମଣିଷ ପୂର୍ବରୁ କେଉଁ ଜିନିଷ ସଂପର୍କରେ ଆସିବେ ଏଲିଅନ୍ସ, ଜାଣନ୍ତୁ କଣ କହିଛନ୍ତି ହାଓ୍ଵର୍ଡ଼ ୟୁନିଭର୍ସିଟି ପ୍ରଫେସର

ମହାକାଶ ଅନେକ ରହସ୍ୟରେ ଭରି ରହିଛି । ମଣିଷ ପାଇଁ ଏଲିଅନ୍ସ ଏବଂ ସେମାନଙ୍କ ଦୁନିଆ ସର୍ବଦା ରହସ୍ୟମୟ ହୋଇରହିଛି । ଅନେକ ସମୟରେ ଏଲିଅନ୍ସକୁ ନେଇ ଭିନ୍ନ ଭିନ୍ନ ଦାବି କରାଯାଇଛି । ସେହିପରି ବୈଜ୍ଞାନିକମାନେ ମହାକାଶରେ ଜୀବନ ରହିଛି କି ନାହିଁ ତାର ସନ୍ଧାନ କରୁଛନ୍ତି । କିନ୍ତୁ ଆଜି ମଧ୍ୟ…

ଆଗକୁ ବିମାନ ଦୁର୍ଘଟଣା ବଢିବ, ଏଲିଏନ୍‌ସଙ୍କୁ ନେଇ ଆସିଲା ଆଉ ଏକ ଚାଞ୍ଚଲ୍ୟକର ତଥ୍ୟ

ପୁଣି ଅନ୍ୟ ଗ୍ରହର ଜୀବ ବା ଏଲିଏନ୍ସକୁ ନେଇ ଚର୍ଚ୍ଚା ଉଠିଲାଣି । ଅନେକଙ୍କର କହିବା କଥା କି ଏଲିଅନ୍ସଙ୍କ ଅସ୍ତିତ୍ୱ ଅଛି । ସେମାନଙ୍କ ଭିତରୁ କିଛି ଲୋକ ଏଲିଏନ୍‌ଙ୍କୁ ଦେଖିଥିବା ମଧ୍ୟ ଦାବି କରନ୍ତି । ଯେତେବେଳେ କି ଅନେକ ଏହାକୁ କାଳ୍ପନିକ ବୋଲି ବାରମ୍ବାର କହି ଚାଲିଛନ୍ତି । ଏମିତିରେ…

ନୂଆ ବର୍ଷ ସେଲିବ୍ରେଟ କରିବା ପାଇଁ ପୃଥିବୀ ପୃଷ୍ଠକୁ ଆସିଲେ ଏଲିଏନ ! ଆକାଶରେ ଦେଖାଗଲା ତିନିକୋଣିଆ ୟୁଏଫଓ

ଆପଣ ଜାଣିଛନ୍ତି ବର୍ତ୍ତମାନ ଅନ୍ୟ ଗ୍ରହର ପ୍ରାଣୀ ଏଲିଏନମାନଙ୍କୁ ନେଇ ଅନେକ ଚର୍ଚ୍ଚା ହେଉଛି । ଏମିତିକି ଏଲିଏନଙ୍କୁ ନେଇ ଅନେକ ପ୍ରକାର ରିସର୍ଚ୍ଚ ମଧ୍ୟ ଚାଲିଛି । ସବୁଦିନେ ଆପଣ ମେଡିଆ ମାଧ୍ୟମରୁ ଏହି ଖବର ଜାଣୁଥିବେ ଯେ ଏଲିଏନମାନଙ୍କ ୟୁଏଫଓ ବା ଉଡନ୍ତା ଥାଳିଆ ଅନେକ ଥର ଦେଖିବାକୁ…

କଣ ସତରେ ଅଛନ୍ତି ଏଲିୟନ୍ ? ଆୟର୍ଲ୍ୟାଣ୍ଡ ଆକାଶରେ ଦେଖିବାକୁ ମିଳିଲା ଉଡନ୍ତା ଥାଳିଆ

ଆୟର୍ଲ୍ୟାଣ୍ଡ ଆକାଶରେ ଉଡନ୍ତା ଥାଳିଆ । ଏଭଳି ଏକ ଅଦଭୂତ ଦୃଶ୍ୟ ଦେଖିବାକୁ ମିଳିଥିଲା ଗତ ଶୁକ୍ରବାର ସନ୍ଧ୍ୟାରେ । ଯାହା ପରେ ତଦନ୍ତ ଆରମ୍ଭ କରିଛନ୍ତି ଆୟର୍ଲ୍ୟାଣ୍ଡ ବିମାନ କର୍ତ୍ତୃପକ୍ଷ । ଆୟର୍ଲ୍ୟାଣ୍ଡର ଆକାଶରେ କିଛି ଉଜ୍ଜଳ ଆଲୋକ ପ୍ରଥମେ ଦେଖିଥିଲେ ବ୍ରିଟିଶ୍ ବିମାନର ପାଇଲଟ୍ । ଏହା…