Browsing Tag

uttarakhand

ହୋଲି ଖେଳ ହେଲା କାଳ ; ଭାରସାମ୍ୟ ହରାଇ ୭୦ ମିଟର ତଳକୁ ଖସିଲା ଟ୍ୟାକ୍ସି ୪ ମୃତ, ୧୦ ଗୁରୁତର…

ନୂଆଦିଲ୍ଲୀ : ହୋଲି ଅବସରରେ ଉତ୍ତରାଖଣ୍ଡରୁ ଦୁଃଖଦାୟକ ଖବର ସାମ୍ନାକୁ ଆସିଛି। ଏଠାରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି ଯେଉଁଥିରେ ୪ ଜଣ ପ୍ରାଣ ହରାଇଛନ୍ତି। ଏହି ଦୁର୍ଘଟଣା ରାଜ୍ୟର ଚାମୋଲି ଜିଲ୍ଲାରେ ଘଟିଛି ବୋଲି କୁହାଯାଉଛି। ଯେ ଏକ ମ୍ୟାକ୍ସ ଗାଡି ଅନିୟନ୍ତ୍ରିତ ଭାବରେ ଖାଲରେ ଖସିପଡିବା…

ଉତ୍ତରାଖଣ୍ଡର ଏହି ଗାଁରେ ହୁଏ ନାହିଁ ପ୍ରଭୁ ହନୁମାନଙ୍କ ପୂଜା! ପୌରାଣିକ ଯୁଗରୁ ହିଁ ରହି ଆସିଛି ଅସନ୍ତୋଷ; ଜାଣନ୍ତୁ…

ହିନ୍ଦୁ ଧର୍ମରେ ସଙ୍କଟମୋଚନ ପ୍ରଭୁ ହନୁମାନଙ୍କୁ ବହୁତ ନିଷ୍ଠାର ସହିତ ଆରାଧନା କରାଯାଇଥାଏ। ହନୁମାନଙ୍କ ଭକ୍ତ ଦେଶର କୋଣ ଅନୁକୋଣରେ ରହିଛନ୍ତି। ଦେଶରେ ଥିବା ହଜାର ହଜାର ହନୁମାନ ମନ୍ଦିରରେ ମଙ୍ଗଳବାର ଦିନ ଭକ୍ତମାନଙ୍କର ଅସମ୍ଭବ ଭିଡ଼ ଲାଗି ରହିଥାଏ। କିଛି ଲୋକ ସ୍ୱତନ୍ତ୍ର ମଙ୍ଗଳବାର ବ୍ରତ…

ଭୂକମ୍ପ ଝଟକାରେ ଦୋହଲିଲା ଉତ୍ତରାଖଣ୍ଡ, ରିକ୍ଟର ସ୍କେଲରେ ତୀବ୍ରତା ୪.୧

ଉତ୍ତରାଖଣ୍ଡର ଉତ୍ତରକାଶୀରେ ଭୂକମ୍ପ ଝଟ୍‌କା । ରିକ୍ଟର ସ୍କେଲରେ ୪.୧ ତୀବ୍ରତା ରେକର୍ଡ ହୋଇଥିବା ସୂଚନା ମିଳିଛି । ଏବେ ଯାଏଁ କୌଣସି କ୍ଷୟକ୍ଷତିର ସୂଚନା ମିଳିନାହିଁ । ଶନିବାର ସକାଳେ ଭୂକମ୍ପ ଝଟ୍‌କ ଅନୁଭୂତ ହୋଇଥିଲା। ଖବର ମୁତାବକ, ଶନିବାର ସକାଳ ପ୍ରାୟ ୫ଟା ୩ ମିନିଟରେ…

ରିଷଭ ପନ୍ତ ହେଲେ ଉତ୍ତରାଖଣ୍ଡର ବ୍ରାଣ୍ଡ ଆମ୍ବାସାଡର; ଟ୍ଵିଟ୍‌ କରି କହିଲେ, ‘ବହୁତ ଖୁସି ଲାଗୁଛି, ଖେଳକୁ ଆଗକୁ…

ଭାରତୀୟ କ୍ରିକେଟ୍ ଦଳର ୱିକେଟକିପର ତଥା ବ୍ୟାଟ୍ସମ୍ୟାନ୍ ରିଷଭ ପନ୍ତଙ୍କୁ ଉତ୍ତରାଖଣ୍ଡର ବ୍ରାଣ୍ଡ ଆମ୍ବାସାଡର କରାଯାଇଛି। ରାଜ୍ୟ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ ରବିବାର ଏହା ଘୋଷଣା କରିଛନ୍ତି। ସିଏମ୍ ଧାମୀ ଟ୍ୱିଟ୍ କରି ଏ ବିଷୟରେ ସୂଚନା ଦେଇଛନ୍ତି। ସୂଚନାଥାଉ କି, ଗତ ଏକ ବର୍ଷ…

ଉତ୍ତରାଖଣ୍ଡରେ ରହିଛି ଏହି ରହସ୍ୟ ମନ୍ଦିର, ଯେଉଁଠି ଆପେ ଆପେ ହୁଏ ମାଆଙ୍କ ରୂପ ପରିବର୍ତ୍ତନ

ଏ ଦେଶ ହେଉଛି ପୁଣ୍ୟ ଭୂମିର ଦେଶ। ଏଠାରେ ଭଗବାନଙ୍କ ମନ୍ଦିର ଅସଂଖ୍ୟ ଭାବେ ରହିଛି। ଯାହାର ସଠିକ ଗଣନା କରିବା ଅସମ୍ଭବ। ତେବେ ଏଠାରେ ଥିବା ପ୍ରତ୍ୟେକ ମନ୍ଦିରରେ ଅନେକ ଚମତ୍କାର ଘଟଣା ଘଟିଥାଏ। ଏହାସହ ଲୋକମାନଙ୍କ ଆସ୍ଥା ଓ ବିଶ୍ୱାସ ପାଇଁ ଏହିସବୁ ସ୍ଥାନ ବେଶ ଖ୍ୟାତି ଅର୍ଜନ କରିଛି। ଆଜି…

ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା, ବନ୍ୟା, ଭୂସ୍ଖଳନ: ୫୦ ଟପିଛି ମୃତ୍ୟୁ ସଂଖ୍ୟା, ୫ ଏବେ ବି ନିଖୋଜ

ଉତ୍ତରାଖଣ୍ଡ: ଦେବଭୂମି ଉପରେ ପ୍ରକୃତିର କୋପ। ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା, ବନ୍ୟା, ଭୂସ୍ଖଳନ ଜନିତ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି। ୫୦ ଟପିଛି ମୃତ୍ୟୁ ସଂଖ୍ୟା। ୫ଜଣ ଏବେ ବି ନିଖୋଜ ଅଛନ୍ତି। ହିମାଳୟ ତଳଭାଗରେ ବର୍ଷା ବିପର୍ଯୟ କାରଣରୁ ଉତ୍ତରାଖଣ୍ଡ ସମେତ ଉତ୍ତର ବଙ୍ଗ ବୁଡିରହିଛି।…

ଆଜି ଅପରାହ୍‌ଣ ୫ଟାରେ ଶପଥ ନେବେ ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି

କେନ୍ୟୁଜ୍(ବ୍ୟୁରୋ):  ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ହେବେ ପୁଷ୍କର ସିଂ ଧାମି । ଅପରାହ୍‌ଣ ୫ଟାରେ ଶପଥ ଗ୍ରହଣ ଉତ୍ସବ । ବିଜେପି ବିଧାୟକ ଦଳ ବୈଠକରେ ସେ ନେତା ନିର୍ବାଚିତ ହୋଇଛନ୍ତି । ବିଜେପିର ୫୭ ବିଧାୟକଙ୍କୁ ନେଇ ଡେରାଡୁନ୍‌ରେ ବୈଠକ ହୋଇଥିଲା । ପର୍ଯ୍ୟବେକ୍ଷକ ଭାବେ ଯୋଗ ଦେଇଥିଲେ…

ଅଜବ! ଆପଣଙ୍କ ଘର ଆଖପାଖରେ ନାହିଁ ତ ଏହି ରହସ୍ୟମୟ ଗଛ, ଛୁଇଁଲେ ଲାଗିଥାଏ ମଣିଷ ଭଳି କୁତୁକୁତୁ

ପୃଥିବୀରେ ଏମିତି ବହୁତ ରହସ୍ୟମୟ ଜିନିଷ ଅଛି, ଯାହାର ରହସ୍ୟ ବିଷୟରେ ଆଜି ପର୍ଯ୍ୟନ୍ତ କେହି ଜାଣିପାରି ନାହାନ୍ତି। ଆପଣ ଏହା ଜାଣିଥିବେ ଯେ ମଣିଷକୁ କୁତୁକୁତୁ ଲାଗେ, କିନ୍ତୁ କ’ଣ ଆପଣ କୌଣସି ଗଛକୁ କୁତୁକୁତୁ ଲାଗିବା ବିଷୟରେ ଜାଣିଛନ୍ତି? ଆଜି ଆମେ ଆପଣଙ୍କୁ ଏମିତି ହିଁ ଏକ ଗଛ ବିଷୟରେ…

ଦୀର୍ଘ ୬ ମାସ ପରେ ବ୍ରହ୍ମ ମୁହୂର୍ତ୍ତରେ ଖୋଲିଲା ବଦ୍ରିନାଥଙ୍କ କପାଟ, କେଦାରନାଥଙ୍କ ଭଳି ଏଠାରେ ମଧ୍ୟ କରାଯାଇଛି…

ଦୀର୍ଘ ୬ ମାସ ପରେ ବ୍ରହ୍ମ ମୁହୂର୍ତ୍ତରେ ଖୋଲିଛି ବଦ୍ରିନାଥ ଧାମ । ଚାମୋଲିରେ ଅବସ୍ଥିତ ପ୍ରଭୁ ବଦ୍ରିନାଥଙ୍କ ଦ୍ୱାର ମଙ୍ଗଳବାର ସକାଳ ୪.୩୦ ଅର୍ଥାତ୍ ବ୍ରହ୍ମ ମୂହୂର୍ତ୍ତରେ ବିନା ଭକ୍ତରେ ଖୋଲିଛି । କୋଭିଡ ଗାଇଡଲାଇନ ମାନି ନିୟମ ଅନୁସରଣ କରି ମନ୍ଦିର କବାଟ ଖୋଲିଥିଲା । କେବଳ ସୀମିତ…

ମା’ ଭଗବତୀ ମନ୍ଦିରର ପବିତ୍ର ଜଳର ଚମତ୍କାରିତା ଦୂର କରେ ଭକ୍ତର ଏହିସବୁ ସମସ୍ୟା

ଦେବଭୂମି ଉତ୍ତରାଖଣ୍ଡରେ ଥିବା ଲୋକଙ୍କ ଆସ୍ଥା ବହୁ ପୁରାତନ । ଏଠାରେ ଥିବା ପ୍ରତିଟି ମନ୍ଦିର ଓ ମନ୍ଦିରରେ ଥିବା ଭକ୍ତଙ୍କ ଉପସ୍ଥିତି ଏହାର ପ୍ରମାଣ ଦିଏ । ଦେବୀ ଦେବତାଙ୍କ ଏହି ପବିତ୍ର ଭୂମିରେ ଥିବା ହଜାର ହଜାର ମନ୍ଦିରର ରହିଛି ନିଜର ସ୍ୱତନ୍ତ୍ର କାହାଣୀ । ଏହି ମନ୍ଦିର ମାନଙ୍କ ମଧ୍ୟରୁ…

ଉତ୍ତରାଖଣ୍ଡ ଜୋଶୀମଠରେ ଗ୍ଲେସିୟର ଭାଙ୍ଗି ୮ ମୃତ, ୨୯୧ ଉଦ୍ଧାର: ଭାରତୀୟ ସେନାର ଉଦ୍ଧାର କାର୍ଯ୍ୟ ଜାରି

ଉତ୍ତରାଖଣ୍ଡର ଜୋଶୀମଠରେ ଗ୍ଲେସିୟର ଭାଙ୍ଗିବା ଯୋଗୁଁ ୮ ଜଣ ପ୍ରାଣ ହରାଇଛନ୍ତି। ସୂଚନା ମୁତାବକ, ଭାରତ-ଚୀନ ସୀମାକୁ ଯୋଡ଼ୁଥିବା ରାସ୍ତାର ସୁମନା ୨ରେ ଗ୍ଲେସିୟର ଭାଙ୍ଗିଛି । ପ୍ରବଳ ବରଫପାତ ଯୋଗୁ ଗ୍ଲେସିୟର ଭାଙ୍ଗିଥିବା କୁହାଯାଉଛି। ଏପର୍ଯ୍ୟନ୍ତ ୨୯୧ ଲୋକଙ୍କୁ ଉଦ୍ଧାର କରାଯାଇଛି।…

CMO କହିଲେ, ପତଞ୍ଜଳି ଯୋଗପୀଠରେ ୮୩ ଲୋକ ପଜିଟିଭ, ବାବା ରାମଦେବଙ୍କ ପ୍ରବକ୍ତା କଲେ ଖଣ୍ଡନ

ପୂରା ଦେଶରେ କରୋନାର ପ୍ରକୋପ ବଢ଼ିଚାଲିଛି। ଉତ୍ତରାଖଣ୍ଡରେ ମଧ୍ୟ ଦୈନିକ ସଂକ୍ରମଣ ବୃଦ୍ଧି ପାଉଛି। ଏହାରି ଭିତରେ ଯୋଗଗୁରୁ ବାବା ରାମଦେବଙ୍କ ପତଞ୍ଜଳି ଯୋଗପୀଠରୁ ବଡ଼ ଖବର ସାମ୍ନାକୁ ଆସିଛି। ସିଏମ୍‌ଓ ଡା. ଏସ୍‌କେ ଝା କହିଛନ୍ତି କି, ପତଞ୍ଜଳି ଯୋଗପୀଠର ଅଲଗା ଅଲଗା ୩ ସଂସ୍ଥାରେ ୮୩ କରୋନା…