Below header
Browsing Tag

vaccination

୫ଟି ମହାନଗର ନିଗମରେ ହେବ ତୃତୀୟ ପର୍ଯ୍ୟାୟ ଟିକାକରଣ, ୧୮-୪୪ ବର୍ଷ ବର୍ଗଙ୍କୁ ଟିକାଦାନ ପାଇଁ ବଢିଲା ଅଞ୍ଚଳ

କେନ୍ୟୁଜ୍(ବ୍ୟୁରୋ):ରାଜ୍ୟର ୫ଟି ମହାନଗର ନିଗମରେ କେବଳ ୧୮-୪୪ ବର୍ଷ ବର୍ଗଙ୍କୁ ଟିକା ଦିଆଯିବ । ଭୁବନେଶ୍ୱର, କଟକ, ବ୍ରହ୍ମପୁର, ରାଉରକେଲା ଓ ସମ୍ବଲପୁର ମହାନଗର ନିଗମରେ ଏବେ ତୃତୀୟ ପର୍ଯ୍ୟାୟ ଟିକାକରଣ କରାଯିବ । ଏହାସହ ଯେଉଁ ଜିଲ୍ଲାରେ ପଜିଟିଭ୍‌ ହାର ଅଧିକ ରହିଛି ସେଠାରେ ବି ୧୮-୪୪…

ରାଜ୍ୟରେ ୧୫ ଜିଲ୍ଲାରେ ଟିକାକାଦନ ବନ୍ଦ, ଦ୍ୱିତୀୟ ଡୋଜ୍‌ ନେବାକୁ ଅନାଇ ବସିଛନ୍ତି ୯ଲକ୍ଷ ଲୋକ

ଭୁବନେଶ୍ବର: ରାଜ୍ୟରେ ୧୫ ଜିଲ୍ଲାରେ ଟିକାକାଦନ ବନ୍ଦ। ଟିକା ଅଭାବକୁ ନେଇ ଉପକୂଳରୁ ଉପାନ୍ତ ଯାଏଁ ବଢିବାରେ ଲାଗିଛି ଅସନ୍ତୋଷ। ଦ୍ୱିତୀୟ ଡୋଜ୍‌କୁ ନେଇ ୯ଲକ୍ଷ ଲୋକ ଅନାଇ ବସିଛନ୍ତି। ରାଜ୍ୟ ସରକାର ବାରମ୍ବାର ଚିଠି ଲେଖିବା ପରେ ମଧ୍ୟ ଠିକ୍‌ ସମୟରେ ପହଞ୍ଚୁ ନଥିବାରୁ ରାଜ୍ୟରେ ଟିକାକରଣ…

କେନ୍ଦୁଝର ଜିଲ୍ଲାରେ ଚିନ୍ତାରେ ଦ୍ୱିତୀୟ ପର୍ଯ୍ୟାୟରେ ଟୀକା ନେବାକୁ ଥିବା ବ୍ୟକ୍ତି

କେନ୍ଦୁଝର: କେନ୍ଦୁଝର ଜିଲ୍ଲାରେ ଚିନ୍ତାରେ ଦ୍ୱିତୀୟ ପର୍ଯ୍ୟାୟରେ ଟୀକା ନେବାକୁ ଥିବା ବ୍ୟକ୍ତି । ଏଥିପାଇଁ ଡାକ୍ତରଖାନାରେ ଲାଗୁଛି ପ୍ରବଳ ଭିଡ । ଲାଗୁଛି ସତେ ଯେପରି କୋଭିଡ ନିୟମ ଫୁ ହୋଇ ଯାଇଛି ଟୀକା କାରଣ କେନ୍ଦ୍ରରେ । କେନ୍ଦୁଝର ଜିଲ୍ଲାରେ ଗତ ମାର୍ଚ୍ଚ ୧ ତାରିଖରେ ଆରମ୍ଭ…

ରାଜ୍ୟରେ ଆରମ୍ଭ ହୋଇଛି ତୃତୀୟ ପର୍ଯ୍ୟାୟ ଟିକାକରଣ, ଭୁବନେଶ୍ୱରର ୩୦ଟି କେନ୍ଦ୍ରରେ ଚାଲିଛି ପ୍ରକ୍ରିୟା

ଭୁବନେଶ୍ୱର: ରାଜ୍ୟରେ ଚାଲିଛି ତୃତୀୟ ପର୍ଯ୍ୟାୟ ଟିକାକରଣ। ୧୮ରୁ ୪୪ ବର୍ଷ ବର୍ଗର ଲୋକଙ୍କୁ ଟିକା ଦିଆଯାଉଥିବା ବେଳେ ଗତକାଲି କେବଳ ଭୁବନେଶ୍ୱରରେ ଟିକାକରଣ ହୋଇଛି। ୩୦ଟି କେନ୍ଦ୍ରରେ ଦିଆଯାଇଛି ଟିକା। ଅନ୍‌ଲାଇନ୍‌ ପଞ୍ଜିକରଣ ସହ ସ୍ଲଟ୍‌ ବୁକିଂ କରିଥିବା ବ୍ୟକ୍ତି ନିର୍ଦ୍ଧାରିତ କେନ୍ଦ୍ରରେ…

୧୮-୪୪ ବର୍ଷ ବର୍ଗର ଲୋକଙ୍କ ଟିକାକରଣ ପାଇଁ ସ୍ଲଟ ବୁକିଂ ଆରମ୍ଭ, ବିଏମ୍‌ସି ଅଞ୍ଚଳରେ ଆଜି ହୋଇଛି ଡ୍ରାଏ ରନ୍‌

କେନ୍ୟୁଜ୍(ବ୍ୟୁରୋ):  ଭୁବନେଶ୍ୱରରେ ତୃତୀୟ ପର୍ଯ୍ୟାୟ ଟିକାକରଣ ପାଇଁ ସ୍ଲଟ ବୁକିଂ ଆରମ୍ଭ। ୧୮ରୁ ୪୪ ବର୍ଷ ବୟସ ବର୍ଗର ଲୋକ କୋ ୱିନ୍‌ ପୋର୍ଟାଲ, ଉମଙ୍ଗ ଓ ଆରୋଗ୍ୟ ସେତୁରେ ରେଜିଷ୍ଟ୍ରେସନ ପରେ ସ୍ଲଟ ବୁକିଂ କରୁଛନ୍ତି । ବିଏମ୍‌ସି ଅଞ୍ଚଳରେ ଆଜି ହୋଇଛି ଡ୍ରାଏ ରନ୍‌ । ସୋମବାରରୁ ତୃତୀୟ…

ମେ ୧ରୁ ୧୮ରୁ ୪୪ ବର୍ଗ ବୟସ୍କଙ୍କ ପାଇଁ ଆରମ୍ଭ ହେବ ନାହିଁ ତୃତୀୟ ପର୍ଯ୍ୟାୟ ଟିକାକରଣ, ମେ ୩ ତାରିଖରୁ ଆରମ୍ଭ ହେବ

କେନ୍ୟୁଜ୍(ବ୍ୟୁରୋ):  ରାଜ୍ୟରେ ମେ ୧ରୁ ଆରମ୍ଭ ହେବ ନାହିଁ ତୃତୀୟ ପର୍ଯ୍ୟାୟ ଟିକାକରଣ। ସଟ୍‌ଡାଉନ ପାଇଁ ଶନିବାର-ରବିବାର ବନ୍ଦ ରହିବ ଟିକାକରଣ। ଏ ସମୟ ଭିତରେ ଯଦି କଂପାନୀଗୁଡିକରୁ ଟିକା ଆସିବ ପହଞ୍ଚିବ ତେବେ ମେ ୩ ତାରିଖରୁ ଆରମ୍ଭ ହେବ ତୃତୀୟ ପର୍ଯ୍ୟାୟ ଟିକାକରଣ। ଯେଉଁଥିରେ ୧୮ରୁ ୪୪…

ଟିକାକରଣ ପାଇଁ କାଲିଠୁ ପଞ୍ଜୀକରଣ ଆରମ୍ଭ ହେବ, ଟିକା ଆସିବାରେ ହୋଇପାରେ ବିଳମ୍ବ : ସ୍ବାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ

କେନ୍ୟୁଜ୍(ବ୍ୟୁରୋ):  ତୃତୀୟ ପର୍ଯ୍ୟାୟ ଟିକାକରଣ ପାଇଁ କାଲିଠୁ ପଞ୍ଜୀକରଣ ଆରମ୍ଭ ହେବ । ଏଥିପାଇଁ ୧୮ବର୍ଷରୁ ୪୪ ବର୍ଷ ବୟସ ବର୍ଗର ବ୍ୟକ୍ତି ଆସନ୍ତାକଲିଠୁ କୋ-ଓ୍ଵିନ୍‌ ପୋର୍ଟାଲରେ ପଞ୍ଜିକରଣ କରିବେ । ହେଲେ ଏଯାଏ ଟିକା ମିଳିିନି, ଟିକା ଆସିବା ପରେ ସ୍ଲଟ ବୁକିଂ ବାବଦରେ ଜଣାଇ ଦିଆଯିବ…

ଆସନ୍ତାକାଲିଠୁ ୪୫ବର୍ଷରୁ ଅଧିକ ବୟସର ବ୍ୟକ୍ତିଙ୍କ ହେବ କୋଭିଡ୍ ଟିକାକରଣ

ଭୁବନେଶ୍ବର: ଆସନ୍ତାକାଲିଠୁ ୪୫ବର୍ଷରୁ ଅଧିକ ବୟସର ବ୍ୟକ୍ତିଙ୍କ ହେବ କୋଭିଡ ଟିକାକରଣ। ଏହା ପୂର୍ବରୁ ସର୍ବାଧିକ ସଂକ୍ରମଣ ବ୍ୟାପିବା ଆଶଙ୍କା ଥିବା ବ୍ୟକ୍ତିଙ୍କୁ ଅଗ୍ରାଧିକାର ଭିତ୍ତିରେ ଟିକାଦାନ ପାଇଁ ରାଜ୍ୟ ସରକାର ଗୁରୁତ୍ୱ ଦେଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ…

ଯାଜପୁରରେ ଚାଲିଛି ଦ୍ବିତୀୟ ପର୍ଯ୍ୟାୟ ଟୀକାକରଣ, ପ୍ରଥମେ ଟିକା ନେଇ ଏହାର ଉଦଘାଟନ କଲେ ଜିଲ୍ଲାପାଳ

ଯାଜପୁର: ଆଜି ଠାରୁ ରାଜ୍ୟରେ ଆରମ୍ଭ ହୋଇଛି ସମ୍ମୁଖ ଯୋଧ୍ୟା ମାନଙ୍କ ପାଇଁ କୋରୋନା ଟୀକାକରଣ। ଏହି ପରିପେକ୍ଷୀରେ ଯାଜପୁରରେ ମଧ୍ଯ ଆରମ୍ଭ ହୋଇଛି ଦ୍ବିତୀୟ ପର୍ଯ୍ୟାୟ ଟୀକାକରଣ। ଯାଜପୁର ଜିଲ୍ଲାପାଳଙ୍କ ଅଫିସ ପରିସରରେ ଯାଜପୁର ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର ନିଜେ ପ୍ରଥମେ ଟିକା ନେଇ…

କୋଭିଡ୍‌ ଟିକାଦାନ ଦ୍ୱିତୀୟ ଦିନରେ ୩୭୫ଟି କେନ୍ଦ୍ରରେ ୩୦,୧୫୦ ଜଣ ନେଲେ ଟିକା, କାଲି ଓଡ଼ିଶାକୁ ଆସିବ ଦ୍ୱିତୀୟ…

କେନ୍ୟୁଜ୍(ବ୍ୟୁରୋ): ଗୋଟିଏ ଦିନର ବ୍ୟବଧାନ ଆଜିଠାରୁ ବ୍ୟାପକ ହୋଇଛି କୋଭିଡ୍‌ ଟିକାଦାନ ଅଭିଯାନ । ଦ୍ୱିତୀୟ ଦିନରେ ୩୭୫ଟି କେନ୍ଦ୍ରରେ ୩୦,୧୫୦ ଜଣଙ୍କୁ ଟିକାକରଣ କରାଯାଇଛି । ଦ୍ୱିତୀୟ ଦିନର ୯୪.୫ ପ୍ରତିଶତ ଟିକାକରଣ ହୋଇଛି। ୩୯ଟି କେନ୍ଦ୍ରରେ ଦିଆଗଲା କୋଭାକ୍ସିନ୍‌ ଟିକା ଦିଆଯାଇଥିବା…

ଦୀର୍ଘ ୧୦ ମାସ ଅପେକ୍ଷାର ହେଲା ଅନ୍ତ, ଦେଶରେ ଆରମ୍ଭ ହେଲା କୋଭିଡ ଟିକାକରଣ

 ନୂଆଦିଲ୍ଲୀ(କେ ନ୍ୟୁଜ): ଦେଶରେ ଆରମ୍ଭ ହେଲା କୋଭିଡ ଟିକାକରଣ । ଟିକାକରଣ ଅଭିଯାନର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ କହିଛନ୍ତି, ବିଶ୍ୱର ସବୁଠୁ ବଡ଼ ଟିକାକରଣ ଅଭିଯାନ ଆରମ୍ଭ ହୋଇଛି । ଖୁବ୍‌ କମ୍‌ ସମୟରେ ଆସିଛି ଟିକା। ମୋଦିଙ୍କ ଅନୁଯାୟୀ ଆଜିର…