ହ୍ବାଟସଆପରେ ଏବେ ମେସେଜ ପଠାଇ କରିପାରିବେ ରିଚାର୍ଜ ଏବଂ ବିଲ୍ ପେମେଣ୍ଟ, ଏହି କମ୍ପାନୀ ଆଣିଲା ସୁବିଧା
ଭାରତର ୩ୟ ସବୁଠାରୁ ବଡ ଟେଲିକମ୍ କମ୍ପାନୀ ଭୋଡାଫୋନ-ଆଇଡିଆ(VI) ୟୁଜର୍ସଙ୍କ ପାଇଁ ଖୁସି ଖବର। କମ୍ପାନୀ ନିକଟରେ ନୂଆ ଡିଜିଟାଲ ପେମେଣ୍ଟ ସର୍ଭିସ ଆରମ୍ଭ କରିଛି। ଏହା ଦ୍ବାରା ପ୍ରିପେଡ ଏବଂ ପୋଷ୍ଟପେଡ ୟୁଜର୍ସ ହ୍ବାଟସଆପରେ ଫୋନ ରିଚାର୍ଜ ଏବଂ ବିଲ ପେମେଣ୍ଟ ଭଳି କାମ କରିପାରିବେ।…