Browsing Tag

WEATHER FORECAST

ଆଜି ସଂଧ୍ୟାରେ ବାତ୍ୟାର ରୂପ ନେବ ଲଘୁଚାପ ! ଉପକୂଳ ଓଡ଼ିଶାରେ ୧୮ରୁ ବର୍ଷା ଆରମ୍ଭ

ଭୁବନେଶ୍ବର: କୁଆଡେ ମୁହାଁଇବ ଆମ୍ଫାନ ? ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଘନୀଭୂତ ହୋଇଛି ଲଘୁଚାପ । ଆଜି ସଂଧ୍ୟାରେ ବାତ୍ୟାର ରୂପ ନେଇପାରେ । ଏହା ପରେ ସାମୁଦ୍ରିକ ଝଡ ଗତିଶୀଳ ହେବ । ବାତ୍ୟାର ରୂପ ନେବା ପରେ ପଶ୍ଚିମ ଓ ଉତ୍ତର-ଉତ୍ତର ପୂର୍ବ ଦିଗକୁ ଗତି କରିିବା ଅନୁମାନ କରାଯାଉଛି । ରବିବାର…

ସାରା ରାଜ୍ୟରେ କାଳବୈଶାଖୀ ଜାରି: ୧୯ ଜିଲ୍ଲାକୁ ବର୍ଷା ଓ ବଜ୍ରପାତ ନେଇ ସତର୍କ କରାଇଲା ପାଣିପାଗ କେନ୍ଦ୍ର, ୨୯ରେ…

ଭୁବନେଶ୍ବର: ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି । ଗତକାଲି ପରି ଆଜି ମଧ୍ୟ ଏପରି ବର୍ଷା ଜାରି ରହିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ସମୂଦ୍ର ଅଶାନ୍ତ ରହିବ । ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଘଣ୍ଟା ପ୍ରତି ୪୫ରୁ ୫୫ କିଲୋମିଟର ବେଗରେ…

ସ୍କାଏମ୍ୟାଟ୍‌ର ଅନୁମାନ, ମେ ୧ରେ ଆଣ୍ଡାମାନ ସାଗରରେ ଘୂର୍ଣ୍ଣିଝଡ! ଅତି ଭୟଙ୍କର ବାତ୍ୟାରୂପ ନେଇ ମିଆଁମାର ଓ ବାଂଲାଦେଶ…

ନୂଆଦିଲ୍ଲୀ: ମେ ୧ରେ ଘୂର୍ଣ୍ଣି ଝଡ଼ର ଅନୁମାନ । ଦକ୍ଷିଣ ଆଣ୍ଡାମାନ ସାଗରରେ ଏହି ଘୂର୍ଣ୍ଣି ଝଡ଼ର ଅନୁମାନ କରିଛି ସ୍କାଏମ୍ୟାଟ୍‌ । ଘୂର୍ଣ୍ଣି ଝଡ଼ ସୃଷ୍ଟି ହେବାଠାରୁ ଆଣ୍ଡାମାନରେ ପ୍ରବଳ ବେଗରେ ପବନ ବହିବା ସହ ବର୍ଷା ଅନୁମାନ କରାଯାଉଛି । ଏହା ଅଧିକ ଘନୀଭୂତ ହୋଇ ଆଗକୁ ବଢିବ। କିନ୍ତୁ ଏହା…

ପାଣିପାଗ : ଆସନ୍ତାକାଲି ଅଧା ଜିଲ୍ଲାରେ କାଳବୈଶାଖୀ ଆଶଙ୍କା

ଭୁବନେଶ୍ୱର (କେ ନ୍ୟୁଜ୍‌) : ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ତାର ପ୍ରଚଣ୍ଡ ରୂପ ଦେଖାଛି । ବଜ୍ରପାତରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଜାଗାରେ ଘର ଛପର ଉଡ଼ି ଯାଇଛି । ଗଛ, ବିଦ୍ୟୁତ୍‌ ଖୁଣ୍ଟି ଏବଂ ଟେଲିଫୋନ୍‌ ଟାଓ୍ଵାର ମଧ୍ୟ ଭାଙ୍ଗିଛି । କେତେ ଜିଲ୍ଲାରେ ବିଦ୍ୟୁତ୍‌…

ପାଣିପାଗ : ଉତ୍ତର ଉପକୂଳ ସମେତ ପଶ୍ଚିମ ଓଡ଼ିଶାରେ କାଳବୈଶାଖୀ ସମ୍ଭାବନା

ଭୁବନେଶ୍ୱର (କେ ନ୍ୟୁଜ୍‌) : ରାଜ୍ୟର ଉତ୍ତର ଉପକୂଳ ଅଞ୍ଚଳ ସମେତ ପଶ୍ଚିମ ଓଡ଼ିଶାରେ ଆଜି କାଳବୈଶାଖୀର ସମ୍ଭାବନା ରହିଛି । ଢେଙ୍କାନାଳ, କେନ୍ଦୁଝର ଓ ମୟୁରଭଞ୍ଜ ସମେତ ପଶ୍ଚିମ ଓଡ଼ିଶାର ବଲାଙ୍ଗିର, ସୋନପୁର, ଅନୁଗୁଳ, ବୌଦ୍ଧ ଓ କନ୍ଧମାଳ ଆଦି ଜିଲ୍ଲାରେ ଏହାର ପ୍ରଭାବ ଦେଖିବାକୁ ମିଳିବ । ଏ…

ପାଣିପାଗ ସୂଚନା : ଆସନ୍ତାକାଲି ୮ଟି ଜିଲ୍ଲାକୁ ‘ଅରେଞ୍ଜ’ ଓ୍ଵାର୍ଣ୍ଣିଂ, ବଜ୍ରପାତ ପାଇଁ ଚାଷୀ ଭାଇଙ୍କୁ ସତର୍କ…

ଭୁବନେଶ୍ୱର (କେ ନ୍ୟୁଜ୍‌) : ଆଜି ପୂର୍ବଦିନ ଗୁଡ଼ିକ ତୁଳନାରେ ରାଜ୍ୟରେ ତାପମାତ୍ରା ଟିକେ କମ୍‌ ଥିଲା । ତେବେ ଆସନ୍ତାକାଲି ପୁଣି କାଳବୈଶାଖୀର ଆଶଙ୍କା ରହିଛି । ସେଥିପାଇଁ ପାଣିପାଗ ବିଭାଗ ‘ଅରେଞ୍ଜ’ ଓ୍ଵାର୍ଣ୍ଣିଂ ଦେଇଛି । କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ୱର, ଯାଜପୁର, ଭଦ୍ରକ, କଟକ,…

ପୁଣି ବର୍ଷିବ ମେଘ, ରାଜ୍ୟର ୬ ଜିଲ୍ଲାରେ ବର୍ଷା ସମ୍ଭାବନା

କେନ୍ୟୁଜ୍(ବ୍ୟୁରୋ):ରାଜ୍ୟରେ ୬ ଜିଲ୍ଲାରେ ବର୍ଷା ସମ୍ଭାବନା । ଗଞ୍ଜାମ ଓ ପୁରୀ ଜିଲ୍ଲାରେ ଘଡ଼ଘଡ଼ି ସହିତ ବର୍ଷା ହୋଇପାରେ । ଏହି ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ସେହିପରି କୋରାପୁଟ, ଖୋର୍ଦ୍ଧା, ଗଜପତି ଏବଂ ରାୟଗଡ଼ାରେ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ଘଣ୍ଟା ପ୍ରତି…

ରାଜ୍ୟରେ ଆଉ ୪ଦିନ ଯାଏ ପାଗ ରହିବ ମେଘୁଆ, ୨୪ଘଣ୍ଟା ମଧ୍ୟରେ ଦକ୍ଷିଣ ଉପକୂଳ ଓ ଆଭ୍ୟନ୍ତରୀଣ ଜିଲ୍ଲାରେ ବର୍ଷା ସହ ଘନ…

କେନ୍ୟୁଜ୍(ବ୍ୟୁରୋ):   ରାଜ୍ୟରେ ଆଉ ୪ଦିନ ଯାଏ ମେଘୁଆ ପାଗ ରହିବ । ୨୪ଘଣ୍ଟା ମଧ୍ୟରେ ଦକ୍ଷିଣ ଉପକୂଳ ଓ ଆଭ୍ୟନ୍ତରୀଣ ଜିଲ୍ଲାରେ ଘଡଘଡି ବର୍ଷା ସହ ଘନ କୁହୁଡି ଲାଗି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଗଜପତି, ରାୟଗଡ଼ା, ନୟାଗଡ଼, କନ୍ଧମାଳ ଓ ନୂଆପଡ଼ାରେ ବର୍ଷା ହେବ।…

ହିମାଳୟ ଅଞ୍ଚଳରେ ପ୍ରବଳ ବର୍ଷା ଓ ବରଫ ପାତ ହେବ, ଓଡ଼ିଶାରେ ହଇରାଣ କରିବ ଗରମ ଓ କୁହୁଡ଼ି

ଭୁବନେଶ୍ୱର (କେ ନ୍ୟୁଜ୍‌) : ଡିସେମ୍ବର ଅଧା ହେବାକୁ ବସିଲାଣି ହେଲେ ରାଜ୍ୟର ଉପକୂଳବର୍ତ୍ତୀ ଅଞ୍ଚଳରେ ଯେମିତି ଶୀତ ହେବା କଥା ହେଉନାହିଁ । ରାଜଧାନୀ ଭୁବନେଶ୍ୱର ସମେତ, କଟକ, ଖୋର୍ଦ୍ଧା ଆଦି ଜିଲ୍ଲାରେ ତ ତାପମାତ୍ର ଏତେ ଯେ ଏହା ଡିସେମ୍ବର ମାସ ବୋଲି ବିଶ୍ୱାସ କରି ହେଉନାହିଁ । ତେବେ ଏହାର…

ଲଘୁଚାପର ରୂପ ନେବ ଘୂର୍ଣ୍ଣିବଳୟ, ଆସନ୍ତାକାଲିଠାରୁ ଆରମ୍ଭ ହୋଇଯିବ ବର୍ଷା

ଦକ୍ଷିଣ ପଶ୍ଚିମ ଓ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଘୂର୍ଣ୍ଣିବଳୟ । ଏହା ଆସନ୍ତା ୨୪ ଘଣ୍ଟା ଭିତରେ ଲଘୁଚାପର ରୂପ ନେବ । ପ୍ରଭାବରେ ୨୪ ଘଣ୍ଟା ମଧ୍ୟରେ ଅଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ । ୪୮ ଘଣ୍ଟାରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି । ପାଣିପାଗ ବିଭାଗରୁ ଏହି ସୂଚନା…

ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି, କିଛି ଜିଲ୍ଲାରେ କାଳବୈଶାଖୀ ସତର୍କତା, ଯାଜପୁରରେ କୁଆପଥର ବର୍ଷା

ଭୁବନେଶ୍ବର (କେନ୍ୟୁଜ୍): ଆଜି ରାଜ୍ୟର ଗୋଟିଏ ଦୁଇଟି ସ୍ଥାନରେ କାଳବୈଶାଖୀ ଜନିତ ଝଡ଼ପବନ ସହ ବର୍ଷା ଓ ବଜ୍ରପାତର ଆଶଙ୍କା ରହିଛି। ଏନେଇ ସତର୍କ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ସୂଚନା ଅନୁଯାୟୀ, ଉପକୂଳବର୍ତ୍ତୀ ଅଞ୍ଚଳ ମାନଙ୍କରେ ହଠାତ୍‌ ପାଗରେ ପରିବର୍ତ୍ତନ ହେବା ସହ…

ବର୍ଷାରେ ଧୋଇବ ହୋଲିର ରଙ୍ଗ, ୪୮ ଘଣ୍ଟା ଯାଏ ରାଜ୍ୟରେ କାଳବୈଶାଖୀ ସତର୍କତା

ଭୁବନେଶ୍ୱର (କେ ନ୍ୟୁଜ୍‌) : ବର୍ତ୍ତମାନର ପାଣିପାଗ ସମସ୍ତଙ୍କୁ ଅଡୁଆରେ ପକାଉଛି । କେତେବେଳେ ଖୁବ୍‌ ଗରମ ତ ପୁଣି କେତେ ବେଳେ ଝଡ଼ ବର୍ଷା ଓ ଥଣ୍ଡା । ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ପଶ୍ଚିମଭାଗରୁ ଆସୁଥିବା ବାୟୁର ପ୍ରଭାବରେ ଦେଶର ଉତ୍ତର ଭାଗ ଓ ପୂର୍ବ ଭାଗରେ ବରଫପାତରୁ ଆରମ୍ଭ କରି…