Browsing Tag

whats app new feature

ଖୁବ ଶୀଘ୍ର ହ୍ୱାଟ୍ସଆପ୍ ଡ୍ରାଇଭ୍ ବ୍ୟାକଅପ୍ ବିନା ନୂଆ ଫୋନକୁ ଚାଟ୍ ଟ୍ରାନ୍ସଫର କରିବ, ଜାଣନ୍ତୁ କେମିତି

ନୂଆ ଫୋନରେ ହ୍ୱାଟ୍ସଆପ୍ ଚାଟ୍ ଟ୍ରାନ୍ସଫର କରିବା ପ୍ରୋସେସ ଖୁବ ସହଜ କିନ୍ତୁ ଏଥିପାଇଁ ଆପଣଙ୍କୁ ପ୍ରଥମେ କ୍ଲାଉଡ୍ ରେ ବ୍ୟାକଅପ୍ କରିବା ଏବଂ ପରେ ନୂଆ ଡିଭାଇସରେ ରିଷ୍ଟୋର କରିବାକୁ ପଡିଥାଏ । ବର୍ତ୍ତମାନ ମେସେଜିଂ ଆପ୍ ହ୍ୱାଟ୍ସଆପ୍ ସେହି ସିଷ୍ଟମକୁ ପରିବର୍ତ୍ତନ କରିବାକୁ ଯାଉଛି ଏବଂ…

iphone ୟୁଜର୍ସଙ୍କ ପାଇଁ ହ୍ଵାଟ୍ସଆପ୍‌ ଆଣିଲା ଖାସ୍‌ ଫିଚର, ଜରୁରୀ ଚାଟ ହେବ ଆହୁରି ସୁରକ୍ଷିତ

ଆଇଫୋନ୍ ୟୁଜର୍ସଙ୍କ ପାଇଁ ହ୍ଵାଟ୍ସଆପରେ ଏକ ନୂଆ ଫିଚର ଆସିଛି । ୟୁଜରମାନଙ୍କ ଜରୁରୀ ଚାଟ୍‌ ଏବେ ଆହୁରି ସୁରକ୍ଷିତ ରହିବ । ସେମାନେ ଯେତେବେଳେ ଚାହିଁବେ, ସେତେବେଳେ ଚାଟକୁ ସହଜରେ ଖୋଜି ପାରିବେ । ଏହି ଫିଚର ଉପରେ ପରୀକ୍ଷା କରାଯାଉଥିଲା, ଯାହା ବର୍ତ୍ତମାନ ରୋଲଆଉଟ୍‌ ହୋଇଯାଇଛି । ଆଇଫୋନ୍…

ଏବେ AIରେ ପ୍ରୋଫାଇଲ୍‌ ଫଟୋ ପ୍ରସ୍ତୁତ କରିବେ ହ୍ଵାଟ୍ସଆପ୍‌ ୟୁଜର୍ସ, ଆସିଲା ଦମଦାର ଫିଚର

ଯଦି ଆପଣ ନିଜ ସ୍ମାର୍ଟଫୋନରେ ଇନଷ୍ଟାଣ୍ଟ ମେସେଜିଂ ଆପ୍ ହ୍ଵାଟ୍ସ ଆପ୍ ବ୍ୟବହାର କରୁଛନ୍ତି, ତେବେ ଆପଣଙ୍କ ପାଇଁ ଆସିଛି ଏକ ଖୁସି ଖବର । ହ୍ଵାଟ୍ସ ଆପ୍ କୁ ବିଶ୍ୱର କୋଟି କୋଟି ଲୋକ ବ୍ୟବହାର କରୁଛନ୍ତି । ତେବେ ହ୍ଵାଟ୍ସଆପ୍‌ ନିଜ ୟୁଜରଙ୍କ ପାଇଁ ସବୁବେଳେ ନୂଆ ନୂଆ ଫିଚର ଆଣିଥାଏ । କମ୍ପାନୀ…

ଏବେ ହ୍ଵାଟସ୍‌ ଆପରେ ବି ଲୋକଙ୍କୁ କରିପାରିବେ ଟ୍ୟାଗ୍‌, ଖୁବଶୀଘ୍ର ଆସୁଛି ନୂଆ ଫିଚର

ଇନଷ୍ଟାଣ୍ଟ ମେସେଜିଂ ଆପ୍ ହ୍ଵାଟସ୍ ଆପ୍ ବର୍ତ୍ତମାନ ଏକ ଫିଚର ଉପରେ କାମ କରୁଛି, ଯାହାକୁ ଆପଣ ଦୀର୍ଘଦିନ ଧରି ଅପେକ୍ଷା କରିଥିଲେ । ଷ୍ଟାଟସ୍ ଫିଚର ପାଇଁ ହ୍ଵାଟସ୍ ଆପ୍ ଏକ ବଡ ଅପଡେଟ୍ ରିଲିଜ୍ କରିବାକୁ ଯାଉଛି, ଯାହା ପରେ କିଛି ଲୋକଙ୍କ ପାଇଁ ଏହି ଫିଚର ଏକ ସମସ୍ୟା ହୋଇଯିବ କିନ୍ତୁ…

WhatsApp ଆଣିଲା ନୂଆ ସିକ୍ୟୁରିଟି ଫିଚର, ଏବେ ଅନ୍ୟ କେହି ପଢି ପାରିବେନି ଆପଣଙ୍କ ପର୍ସନାଲ ମେସେଜ

ଟେକ୍ନୋଲୋଜି ଯୁଗରେ ହ୍ୱାଟ୍ସଆପ୍ ଯୋଗାଯୋଗର ସବୁଠାରୁ ବଡ ମାଧ୍ୟମ ପାଲଟିଛି । କାହାକୁ ମେସେଜ୍ କରିବା ହେଉ ବା ଭଏସ୍ କଲ୍, ଭିଡିଓ କଲ୍ କରିବାକୁ କିମ୍ବା ଡକ୍ୟୁମେଣ୍ଟ୍ ପଠାଇବାକୁ ଚାହୁଁଛନ୍ତି, ଅଧିକାଂଶ ଲୋକ କେବଳ ହ୍ୱାଟ୍ସଆପ୍ ବ୍ୟବହାର କରନ୍ତି । ଏହାର ସହଜ ଇଣ୍ଟରଫେସ୍ ୟୁଜରମାନଙ୍କୁ ଅନେକ…

ହ୍ବାଟ୍ସଆପରେ ଏବେ କେବେବି ସେଣ୍ଡ କରିପାରିବେ ବ୍ଲର ଫଟୋ, ଗୋଟିଏ ବଟନ୍ ଉପରେ କ୍ଲିକ କଲେ ହିଁ ହୋଇଯିବ HD Photo

ହ୍ବାଟ୍ସଆପ୍ ବହୁତ ପପୁଲାର ଆପ୍ । ଆଉ ଖାସ୍ ଏଥିପାଇଁ ୟୁଜରଙ୍କ ଏକ୍ସପେରିୟନ୍ସକୁ ବଢ଼ାଇବା ପାଇଁ କମ୍ପାନୀ ନୂଆ ନୂଆ ଫିଚର୍ସ ନେଇ ଆସିଛି । ହ୍ବାଟ୍ସଆପରେ ଅନେକ ବର୍ଷ ଧରି ବ୍ଲର ଫଟୋ ସେୟାରିଙ୍ଗ ପ୍ରୋବଲେମ ଆସୁଥିଲା । କମ୍ପାନୀ ଏବେ ଏହାକୁ ନେଇ ସମାଧାନ ବାହାର କରିଛି । ଗୋଟିଏ ବଟନ୍ କ୍ଲିକ…

ଖୁବ ଶୀଘ୍ର Whats app ଆଣୁଛି ନୂଆ ଫିଚର, ଏଣିକି ଭିଡିଓକୁ ବି କରାଯାଇ ପାରିବ ଏଡିଟ୍‌

ଲକ ଡାଉନ ଆରମ୍ଭ ହେବା ପରଠାରୁ ହିଁ Whats App କ୍ରମାଗତ ଭାବେ ନୂଆ ନୂଆ ଫିଚର ମାନ ଲଂଚ କରିବାରେ ଲାଗିଛି । ଏହି ନିକଟରେ ହିଁ କମ୍ପାନୀ ନିଜ ବହୁ ପ୍ରତିକ୍ଷିତ ଫିଚର whatsapp pay ଭାରତୀୟ ବଜାରରେ ଲଞ୍ଚ କରିଥିଲା । ଏହା ବାଦ ନିକଟରେ ହିଁ କମ୍ପାନୀ ତରଫରୁ Disappearing Messages ଫିଚର…

ଜବରଦସ୍ତ ଅପଡ଼େଟ ନେଇ ଆସିଲା Whats App, ଫାଲତୁ ମେସେଜ ଗୁଡିକୁ କରାଯାଇପାରିବ ମ୍ୟୁଟ

ମେସେଜିଙ୍ଗ ଆପ Whats App ଜରିଆରେ ସାଙ୍ଗସାଥି, ବନ୍ଧୁବାନ୍ଧବ ତଥା ପରିବାରର ଅନ୍ୟ ସଦସ୍ୟ ମାନଙ୍କୁ ମେସେଜ ପଠାଯାଇଥାଏ । ବ୍ୟକ୍ତିଗତ ସ୍ତରରେ ହେଉ ଅବା ଗ୍ରୁପ ମାଧ୍ୟମରେ ହେଉ ସମସ୍ତଙ୍କ ସହ ଯୋଗାଯୋଗ କରାଯାଇଥାଏ । ଏହାସହ କିଛି ଅନାବଶ୍ୟକ ମେସେଜ ବି ଅନେକ ସମୟରେ ହଇରାଣ କରିଥାଏ । ଦିନକୁ…

WhatsAppରେ ଆସିଲା ଆଉ ଏକ ନୂଆ ଟ୍ରିକ୍‌, ଏବେ ଫୋନ୍‌ରେ ଥିବା ଭିଡିଓରୁ ବି ତିଆରି କରିପାରିବେ GIF; ଜାଣନ୍ତୁ କେମିତି

ବର୍ତ୍ତମାନ ଲୋକମାନେ ଅଧିକ ସମୟ ମୋବାଇଲରେ ବିତାଉଥିବା ଦେଖିବାକୁ ମିଳୁଛି। ଖାସ୍‌ କରି ହ୍ଵାଟ୍ସ ଆପ୍‌ରେ ଲୋକମାନେ ଅଧିକ ଆକ୍ଟିଭ୍‌ ରହୁଛନ୍ତି। ଏଣୁ ଲୋକଙ୍କ ସୁବିଧାକୁ ଦୃଷ୍ଟିରେ ଏହି ଆପ୍‌ ମଧ୍ୟ ନୂଆ ନୂଆ ଫିଚର ଆଣୁଛି। ପୂର୍ବରୁ ହ୍ଵାଟ୍ସ ଆପ୍‌ରେ ଷ୍ଟିକର, ଜିଆଇଏଫ୍‌ ଏବଂ ଇମୋଜି ପଠାଇବା…

ହ୍ଵାଟ୍ସଆପ୍‌ ଯୋଗୁ ଆଉ ସରିବନି ସ୍ମାର୍ଟଫୋନ୍‌ର ବ୍ୟାଟେରୀ, ଆସିଲା ପାଓ୍ଵାର ସେଭିଂ ସମେତ ଏହି ନୂଆ ଫିଚର

ଦୁନିଆର ସର୍ବବୃହତ୍‌ ଇନ୍‌ଷ୍ଟାଣ୍ଟ ମେସେଜିଂ ଆପ୍‌ ହ୍ଵାଟ୍ସଆପ୍‌ ଏବେ ଆଉ ଫୋନ୍‌ର ବ୍ୟାଟେରୀ ଖର୍ଚ୍ଚ କରିବ ନାହିଁ। ହ୍ଵାଟ୍ସଆପ୍‌ ଏବେ ଏକ ନୂଆ ଫିଚର ଯୋଗ କରିଛି। କମ୍ପାନୀ ତରଫରୁ ଆପ୍‌ରେ ଡାର୍କ ମୋଡ୍‌ ଫିଚର ଦିଆଯାଇଛି। ଏହା ଦ୍ୱାରା ୟୁଜର ନିଜ ବ୍ୟାଟେରୀକୁ ଅଧିକ ସମୟ ପର୍ଯ୍ୟନ୍ତ…

ଆଉ କରିପାରିବେନି ବ୍ଳାକମେଲ, ଏବେ ହ୍ବାଟ୍ସଆପ ଚାଟିଂର ଉଠାଇ ପାରିବେନି ସ୍କ୍ରିନସଟ୍

ନୂଆଦିଲ୍ଲୀ : ଇଷ୍ଟାଣ୍ଟ ମେସେଜିଂ ପ୍ଲାଟଫର୍ମ ହ୍ବାଟ୍ସଆପ ଏବେ ଏକ ନୂଆ ଫିଚର ଆଣିବାକୁ ଯାଉଛି। ଯାହା ଗ୍ରାହକଙ୍କ ବ୍ୟକ୍ତିଗତ ତଥ୍ୟକୁ ଆଉ ଟିକେ ସୁରକ୍ଷା ପ୍ରଦାନ କରିବ। ମିଡିଆ ସୂଚନା ଅନୁଯାୟୀ, ହ୍ବାଟ୍ସଆପର ଆନଡ୍ରୋଏଡ ଅପଡେଟେଡ ଭର୍ସନ ୨.୧୯.୧୦୬ରେ କମ୍ପାନୀ ଆପର ସିକ୍ୟୁରୀଟି ଫିଚରକୁ…