Browsing Tag

whats app

ଖୁବ ଶୀଘ୍ର ବଦଳିବାକୁ ଯାଉଛି Whats App ବିଜିନେସ ଆପ, ହଟାଇ ଦିଆଯିବ ଏହି ଫିଚର

ବିଶ୍ୱର ସବୁଠୁ ବଡ ଇନ୍ଷ୍ଟଣ୍ଟ ଏଣ୍ଡ ଟୁ ଏଣ୍ଡ ଏନଷ୍କ୍ରିପସନ ମେସେଜିଙ୍ଗ ପ୍ଲାଟଫର୍ମ ଲଗାତାର ନୂଆ ନୂଆ ଫିଚର ଜାରି କରିବାରେ ଲାଗିଛି । ପ୍ରଥମେ Whats App ନିଜର କେତେକ ଫିଚରକୁ ପ୍ରଥମେ ବିଟା ଭର୍ଜନରେ ରିଲିଜ କରିଥାଏ । ଏହା ପରେ ଏହାକୁ ସମସ୍ତଙ୍କ ପାଇଁ ଜାରି କରିଥାଏ । Whats App ବିଟା…

ଆସନ୍ତା ମେ ୧୫ ତାରିଖରୁ ବନ୍ଦ ହୋଇଯିବ ଆପଣଙ୍କ Whats App ଆକାଉଣ୍ଟ !

ପ୍ରାଇଭେଟ ପଲିସୀ ଆରମ୍ଭ ହେବାକୁ ଯାଉଛି । ଏନେଇ ୟୁଜର୍ସ ମାନଙ୍କୁ ନୋଟିଫିକେସନ ଦିଆଯାଇଛି । କିଛି ଦିନ ହେବ ଲାଗି ରହିଥିବା ବିବାଦ କାରଣରୁ ଏହି ପଲିସିକୁ ୩ ମାସ ପାଇଁ ଘୁଞ୍ଚାଇ ଦିଆଯାଇଥିଲା । କିନ୍ତୁ ଏହି ଅବଧି ଆଉ ବଢ଼ାଇବ ନାହିଁ ବୋଲି କମ୍ପାନୀ ପକ୍ଷରୁ ସ୍ପଷ୍ଟ କରାଯାଇଅଛି । ଯଦି ଜଣେ…

୨୮ ପ୍ରତିଶତ ୟୁଜର୍ସ ଛାଡି ପାରନ୍ତି WhatsApp !

WhatsAppର ନୂଆ ପଲିସୀ ଏହାର ୟୁଜର୍ସ ମାନଙ୍କୁ ଯେମିତି ଅଡୁଆରେ ପକେଇ ଦେଇଛି । ତେଣୁ କମ୍ପାନୀ ଚାହୁଁଛିକି ଏହାର ୟୁଜର ମାନେ ଏହାର ସମସ୍ତ ପଲିସି ଗୁଡିକୁ ଥରେ ଭଲ ଭାବେ ପଢିନିଅନ୍ତୁ ଓ ବୁଝିନିଅନ୍ତୁ । ନୂଆ ପଲିସିକୁ ଲାଗୁ କରିବା ତାରିଖକୁ ଘୁଞ୍ଚାଇବା ମାମଲାର ଶୁଣାଣି ଅନେକ ଥର କମ୍ପାନୀ…

ଖୁବ ଶୀଘ୍ର Whats App ଲଞ୍ଚ କରିବ ଏକ ନୂଆ ଫିଚର, ସବୁଦିନ ପାଇଁ ମ୍ୟୁଟ ହୋଇଯାଇପାରିବ କୌଣସି ନମ୍ବର

ଖୁବଶୀଘ୍ର ସୋସିଆଲ ମିଡ଼ିଆ କମ୍ପାନୀ  Whats App ଏକ ବଡ ଧରଣର ଫିଚର ଲଞ୍ଚ କରିବାକୁ ଯାଉଛି । Whats appର ନୂଆ ଅପଡେଟରେ ଆପଣଙ୍କୁ ଅଲବେଜ, ନୂଆ ଷ୍ଟୋରେଜ ୟୁଆଇ, ଟୁଲ୍ସ ସମେତ ମିଡ଼ିଆ ଗାଇଡଲାଇନ୍ସ ପରି ଫିଚର୍ସ ଉପଲବ୍ଧ ହୋଇପାରିବ । Whats appର ଏହି ନୂଆ ଫିଚର୍ସ ଟେଷ୍ଟିଙ୍ଗ ପ୍ରଥମେ ବିଟା…

WhatsApp ଲଞ୍ଚ କଲା ନୂଆ ମେସେଞ୍ଜର ଆପ, ଏକା ସାଥିରେ ୫୦ ଜଣଙ୍କ ସହ ହୋଇପାରିବେ କଥା

ଦେଶରେ ବ୍ୟାପୁଥିବା କରୋନା ମହାମାରୀ କାରଣରୁ ଅଧିକାଂଶ କମ୍ପାନୀ ନିଜ ନିଜ କର୍ମଚାରୀ ମାନଙ୍କୁ ଘରୁ କାମ କରିବାର ସୁବିଧା ବା "work from home" ସୁବିଧା ଆରମ୍ଭ କରିଛନ୍ତି । ଯାହା ଜରିଆରେ ନିଜ ନିଜ ଭିତରେ ସୋସିଆଲ ଡିଷ୍ଟାନସିଂ ବା ସାମାଜିକ ଦୂରତା ବଜାୟ ରହିବା ସହିତ ଆରାମରେ ଘରେ ରହି…

ଲ୍ୟାଣ୍ଡଲାଇନ୍‌ ନମ୍ବର ବ୍ୟବହାର କରି ମଧ୍ୟ ଖୋଲିପାରିବେ WhatsApp, ଜାଣନ୍ତୁ ସହଜ ଉପାୟ

ମେସେଜିଂ ଆପ୍‌ କହିଲେ ହ୍ଵାଟ୍ସ ଆପ୍‌କୁ ବୁଝାଏ। କାରଣ ବର୍ତ୍ତମାନ ପୃଥିବୀର ୭୦ ପ୍ରତିଶତ ଲୋକ ହ୍ଵାଟ୍ସ ଆପ୍‌ ବ୍ୟବହାର କରୁଛନ୍ତି। ଏହି ଆପ୍‌ ଖୁବ୍‌ ସହଜରେ ତଥା ମାଗଣାରେ ଅପରେଟ୍‌ ହୋଇପାରୁଥିବାରୁ ଲୋକମାନେ ଏହାକୁ ବ୍ୟବହାର କରିବାକୁ ଇଚ୍ଛା ପ୍ରକାଶ କରୁଛନ୍ତି। ତେବେ ଏହି ଆପ୍‌କୁ…

ଆସନ୍ତା ଫେବୃଆରୀ ୧ ତାରିଖରୁ ୭୫ ଲକ୍ଷ ସ୍ମାର୍ଟ ଫୋନରେ କାମ କରିବନି Whats App

ଅନ୍ୟ ସୋସିଆଲ ମିଡ଼ିଆ ଆପ୍ସ ଗୁଡିକ ନିୟମିତ ଭାବେ ଅପଡ଼େଟ କରିଥାନ୍ତି । ଖୁବ ଶୀଘ୍ର ସୋସିଆଲ ମିଡ଼ିଆ ଆପ୍ସ Whats Appରେ କିଛି ନୂଆ ଫିଚର୍ସ ଆସିବାକୁ ଥିବା ବେଳେ କିଛି ପୁରୁଣା ଫିଚର୍ସକୁ ସବୁ ଦିନ ପାଇଁ ବନ୍ଦ କରିଦିଆଯିବ । ଫଳରେ ବିଶ୍ୱ ବ୍ୟାପି ୭୫ ଲକ୍ଷ ଲୋକ ସ୍ମାର୍ଟ ଫୋନ ୟୁଜର୍ସ ଆଉ…

ହ୍ଵାଟ୍ସଆପ ବ୍ୟବହାରକାରୀ ସାବଧାନ, ବ୍ୟାଙ୍କ ଖାତାରୁ ଟଙ୍କା ଗାଏବ କରିପାରନ୍ତି ହ୍ୟାକର୍ସ

ନୂଆଦିଲ୍ଲୀ: ହ୍ଵାଟ୍ସଆପ ବ୍ୟବହାରକାରୀ ସାବଧାନ । ଆପଣଙ୍କ ଫାଇଦା ଉଠାଇପାରନ୍ତି ହ୍ୟାକ୍‌ର୍ସ । ଲୋକଙ୍କୁ ସହଜ ଓ ସରଳ ନିଶାନ କରୁଛନ୍ତି ଏମାନେ । ବ୍ୟାଙ୍କ ଖାତାରୁ ହ୍ୟାକର୍ସମାନେ ଟଙ୍କା ଗାଏବ କରୁଥିବା ଜଣାପଡିଛି । ଏଥିପାଇଁ ଏମାନେ QR କୋର୍ଡର ବ୍ୟବହାର କରୁଛନ୍ତି । ଏହା ମାଧ୍ୟମରେ…

ସେନା କର୍ମଚାରୀଙ୍କ WhatsApp ଆକାଉଣ୍ଟ ବଦଳାଇବା ପାଇଁ ଜାରି ହେଲା ନିର୍ଦ୍ଦେଶନାମା

ଭାରତୀୟ ସେନା ନିଜର ସମସ୍ତ ଯବାନଙ୍କୁ ଏକ ଜରୁରୀ ଆଡ଼ଭାଇଜାରୀ ଜାରି କରିଛନ୍ତି । ଏଥିରେ କୁହାଯାଇଛିକି ସବୁ ଭାରତୀୟ ଯବାନ ଅତିଶୀଘ୍ର ନିଜ ହ୍ୱାଟ୍ସ ଆପ ଆକାଉଣ୍ଟସର ସେଟିଙ୍ଗ ଶୀଘ୍ର ବଦଳାଇ ନିଅନ୍ତୁ । ଯାହା ଦ୍ୱାରା ତାଙ୍କୁ କୌଣସି ପାକିସ୍ତାନି ଜ୍ୱାସୁସ ନିଜ ନିଜ ଗ୍ରୁପରେ ସାମିଲ କରି…

ଆପଣଙ୍କ WhatsApp ରେ ଆସିଛି କି ଏହି ମ୍ୟାସେଜ, ତେବେ ଭୁଲରେ ବି କରନ୍ତୁନାହିଁ କ୍ଳିକ୍‌

ଆପଣ ମଧ୍ୟ ହ୍ଵାର୍ଟସଆପ୍ ର ବ୍ୟବହାର କରୁଥିବେ । ତେବେ ହୋଇଯାଆନ୍ତୁ ସାବଧାନ । କାରଣ କିଛି ଦିନ ହେବ ହ୍ଵାଟସଆପ୍ ରେ ଏକ ମ୍ୟାସେଜ୍ ଖୁବ୍ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ୟୁଜର୍ସଙ୍କୁ ମାଗଣାରେ ଜୋତା ଦିଆଯାଉଥିବା କୁହାଯାଉଛି । ଏହା ସହିତ ମ୍ୟାସେଜରେ ଏକ ଲିଙ୍କ ମଧ୍ୟ ଦିଆଯାଉଛି ।…

ଭୁଲ୍‌ରେ ବି କରନ୍ତୁନି ଏମିତି, ବନ୍ଦ ହୋଇପାରେ WhatsApp ଆକାଉଣ୍ଟ

କେତେକ ନିର୍ଦ୍ଦିଷ୍ଟ ସର୍ତ୍ତ ନମାନିବାରୁ WhatsApp ବନ୍ଦ କରୁଛି ଆକାଉଣ୍ଟ। ଫଳରେ ବ୍ୟବହାରକାରୀଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି। ତୃତୀୟ ପକ୍ଷ ଆପ୍‌ ବ୍ୟବହାର କରୁଥିବା ୟୁଜର୍ସଙ୍କ ପାଇଁ WhatsApp ଏଭଳି କଠୋର ନିୟମ ଲାଗୁ କରିଛି। କିଛି ୟୁଜର ଥାର୍ଡ ପାର୍ଟି ଆପ୍‌ ଭାବେ…

ଫେସବୁକ୍ ଓ ହ୍ୱାଟସଆପ ସର୍ଭର ଡାଉନ, ଫଟୋ କିମ୍ବା ଭିଡ଼ିଓ ହେଉନାହିଁ ଡାଉନଲୋଡ୍

ବିଶ୍ୱର ଅଧିକାଂଶ ସ୍ଥାନରେ ସୋସିଆଲ ମିଡିଆ ଆପ୍ ଫେସବୁକ୍, ହ୍ୱାଟସଆପ ଓ ଇନଷ୍ଟାଗ୍ରାମ ଆଦି ଡାଉନ ରହିଛି । ଏନେଇ ଟ୍ୱିଟରରେ ଫେସବୁକ ଓ ହ୍ୱାଟସଆପ ଡାଉନ ଥିବା ଫଟୋ ସେୟାର କରୁଛନ୍ତି ୟୁଜର୍ସ । ଗତକାଲି ସନ୍ଧ୍ୟାରୁ ପ୍ରାୟ ୯ ରୁ ୧୦ ଘଣ୍ଟା ପର୍ଯ୍ଯନ୍ତ ଭାରତ ସମେତ ଅନେକ ସ୍ଥାନରେ ଫେସବୁକ ଓ…