Whatsapp ୟୁଜର୍ସ ସାବଧାନ, ଆପଣଙ୍କ ଚାର୍ଟ ଉପରେ ଥାଇପାରେ ଏମାନଙ୍କ ନଜର, ଏହି ଟ୍ରିକରୁ ଜାଣି ପତ୍ତା ଲଗାନ୍ତୁ
ଯଦି ଆପଣ ହ୍ଵାଟସଆପ ବ୍ୟବହାର କରୁଛନ୍ତି ତେବେ ଏହି ଖବର କେବଳ ଆପଣଙ୍କ ପାଇଁ.. ଆପଣ ଏମିତିରେ ଖୁବ ସହଜରେ ପତ୍ତା ଲଗାଇପାରିବେ ଯେ ଅନ୍ୟ କେହି ହ୍ଵାଟସଆପ୍ ଜରିଆରେ ଆପଣଙ୍କ ଜାସୁସି କରୁନାହାଁନ୍ତି ତ? ସାଧାରଣ ଭାବେ ଏମିତି କିଛି ହେଲେ ଆମେ ଜାଣିବା ଅସମ୍ଭବ ହୋଇଥାଏ। ପ୍ରଥମେ ତ ଚିନ୍ତା ଆସେ…