Browsing Tag

winter in odisha

ଆସନ୍ତା ୨ ଦିନ ଯାଏ ରାଜ୍ଯରେ ଜାରି ରହିବ ଶୀତର ଲହରୀ, ୭ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି

ଭୁବନେଶ୍ବର: ରାଜ୍ୟରେ ପୁଣି ଶୀତ ଲହରୀ। ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ଶୀତ ଅନୁଭୂତ ହେବ। ଅନେକ ଜିଲ୍ଲାରେ ପାରଦ ୧୦ ଡିଗ୍ରୀ ତଳକୁ ଖସିଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଉତ୍ତର-ପଶ୍ଚିମ ଦିଗରୁ କ୍ରମାଗତ ଭାବେ ଶୁଷ୍କ ଓ ଥଣ୍ଡା ପବନ ପ୍ରବାହିତ ହେଉଥିବାରୁ ଗତ କିଛି ଦିନ…

ରାଜ୍ୟକୁ ପୁଣି ଲେଉଟିଲା ଶୀତ, ୧୨ଟି ସ୍ଥାନରେ ପାରଦ ୧୫ଡିଗ୍ରୀ ତଳେ

ଭୁବନେଶ୍ବର: ଖସୁଛି ପାରଦ, ବଢୁଛି ଶୀତ। ରାଜ୍ୟକୁ ପୁଣି ଲେଉଟିଛି ଶୀତ। ୧୨ଟି ସ୍ଥାନରେ ପାରଦ ୧୫ଡିଗ୍ରୀ ତଳେ ରେକର୍ଡ କରାଯାଇଛି। ତାପମାତ୍ରା ୩ରୁ ୪ ଡିଗ୍ରୀ ତଳକୁ ଖସିବ। ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାରେ ଅଧିକ ଶୀତ ହେବ। ଉତ୍ତର ପଶ୍ଚିମ ଦିଗରୁ ଆସୁଥିବା ଥଣ୍ଡା ପବନ ପ୍ରଭାବରେ ଶୀତର…

ଜାଡ଼ରେ ଥରୁଛି ସାରା ଓଡ଼ିଶା: ଆଗାମୀ ୨୪ ଘଣ୍ଟାରେ ତାପମାତ୍ରା ଆହୁରି ୧-୨ ଡିଗ୍ରୀ ସେଲସିୟସ ଯାଏ ହ୍ରାସ ପାଇବ

ଭୁବନେଶ୍ବର: ରାଜ୍ୟରେ ଖସୁଛି ପାରଦ । ବଢୁଛି ଶୀତ । ଜାଡ଼ରେ ଥରୁଛି ଓଡ଼ିଶା । ୧୦ଡିଗ୍ରୀ ତଳେ ୧୩ସହର। ଦକ୍ଷିଣରୁ ପଶ୍ଚିମ ପୁଣି ଆଭ୍ୟନ୍ତରୀଣ ଓଡ଼ିଶାରେ ଶୀତ ଲହରି । ପାଣିପାଗ ବିଭାଗ କହିଛି, ଆଗାମୀ ୨୪ ଘଣ୍ଟାରେ ତାପମାତ୍ରା ୩-୫ ଡିଗ୍ରୀ ସେଲସିୟସ ଯାଏ ହ୍ରାସ ପାଇବ । ବିଶେଷ କରି…

୧୮ରୁ ରାଜ୍ଯରେ ଆହୁରି ବଢିବ ଶୀତ ! ଆସନ୍ତାକାଲି କିଛି ଜିଲ୍ଲାରେ ସ୍ବଳ୍ପ ବର୍ଷା ହେବାର ସମ୍ଭାବନା

ଭୁବନେଶ୍ବର: ରାଜ୍ୟର ଏବେ କମିଛି ଶୀତ। ପ୍ରାୟ ସମସ୍ତ ଜିଲ୍ଲାର ସର୍ବନିମ୍ନ ତାପମାତ୍ରା ୨ରୁ ୩ ଡିଗ୍ରି ବଢିଛି। ଅନ୍ୟପଟେ ରାଜ୍ୟର ବିଭିନ୍ନ ସ୍ଥାନରେ ଏବେ ମଧ୍ୟମ ଧରଣର କୁହୁଡ଼ି ଦେଖିବାକୁ ମିଳୁଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା ୨ରୁ୩ ଦିନ ପର୍ଯ୍ୟନ୍ତ…

ଲୁଚକାଳି ଖେଳୁଛି ଶୀତ: କିଛି ଦିନର ଥଣ୍ଡା ପରେ କନ୍ଧମାଳରୁ ଶୀତ ଉଭାନ୍

କନ୍ଧମାଳ: କିଛି ଦିନର ଶୀତ ପରେ କନ୍ଧମାଳରୁ ଶୀତ ଉଭାନ। ନଭେମ୍ବରରୁ ଜାନୁଆରୀ ଶେଷ ପର୍ଯ୍ୟନ୍ତ ଜିଲ୍ଲାରେ ସାଧାରଣତଃ ଶୀତ ଅନୁଭୂତ ହୋଇଥାଏ। ପ୍ରତିବର୍ଷ ଏହି ଋତୁରେ ପର୍ଯ୍ୟଟକମାନେ କନ୍ଧମାଳରେ ପ୍ରକୃତିର ମଜା ନେବା ସହ ଶୀତ ଉପଭୋଗ କରିଥାନ୍ତି। କନ୍ଧମାଳ ଜିଲ୍ଲାକୁ ଏଥର ଡେରିରେ ଶୀତ…

ଆସନ୍ତା ୨୨ ତାରିଖରୁ ଆହୁରି ବଢିବ ଶୀତ, ରାଜ୍ୟର କିଛି ଅଞ୍ଚଳରେ ବର୍ଷା ସମ୍ଭାବନା

ଭୁବନେଶ୍ବର: ରାଜ୍ୟରେ ପୁଣି ବଢିବ ଶୀତ । ଆସନ୍ତା ୨୨ ତାରିଖରୁ ତାପମାତ୍ରା ଖସିବା ସହ ଶୀତ ବଢିପାରେ । ଆସନ୍ତା ୨୦ ଓ ୨୧ ତାରିଖରେ ରାଜ୍ୟର କିଛି ଅଞ୍ଚଳରେ କାଁ ଭାଁ ବର୍ଷା ହୋଇପାରେ । ଦକ୍ଷିଣ ଓ ଉତ୍ତର ଓଡ଼ିଶା ସମେତ ଉପକୂଳର କିଛି ଅଞ୍ଚଳରେ ହାଲୁକା ବର୍ଷା ସମ୍ଭାବନା ରହିଛି । ଏହା ପରେ…

୧୮ରୁ ରାଜ୍ୟରେ ବଢିବ ଶୀତର ପ୍ରକୋପ, ୨ରୁ ୩ ଡିଗ୍ରୀ ସେଲ୍‌ସିୟସ୍‌ ପର୍ଯ୍ୟନ୍ତ ହ୍ରାସ ପାଇବ ତାପମାତ୍ରା

ଭୁବନେଶ୍ବର: ରାଜ୍ୟରେ ଖସୁଛି ପାରଦ, ବଢୁଛି ଶୀତ। ୧୮ରୁ ବଢିବ ଶୀତର ପ୍ରକୋପ। ୨ରୁ ୩ ଡିଗ୍ରୀ ସେଲ୍‌ସିୟସ୍‌ ପର୍ଯ୍ୟନ୍ତ ତାପମାତ୍ରା ହ୍ରାସ ପାଇବ । ରାଜ୍ୟରେ ବିଭିନ୍ନ ସ୍ଥାନରେ ତାପମାତ୍ରା କମିବା ଯୋଗୁ ଥଣ୍ଡା ଅନୁଭୂତ ହେବ । ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।…

ରାଜ୍ୟରେ ବଢିଲା ଶୀତ, ୫ଟି ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୧୨ ଡିଗ୍ରୀ ତଳେ

ଭୁବନେଶ୍ବର:ରାଜ୍ୟରେ ବଢିଲା ଶୀତ । ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାରେ ତାପମାତ୍ରା ଅଧିକ ହ୍ରାସ ପାଉଛି । ଗତକାଲି ରାଜ୍ୟର ୫ଟି ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୧୨ ଡିଗ୍ରୀ ସେଲସିୟସ୍‌ ତଳେ ରହିଥିଲା । ସୋନପୁରରେ ତାପମାତ୍ରା ସବୁଠୁ କମ୍‌ ୯.୬ ଡିଗ୍ରୀ ସେଲସିୟସ୍‌ ରେକର୍ଡ କରାଯାଇଥିଲା ।…

ରାଜ୍ୟର ୫ଟି ସ୍ଥାନରେ ୧୫ ଡିଗ୍ରୀ ତଳେ ତାପମାତ୍ରା, ୨୪ ଘଣ୍ଟାରେ ସୋନପୁରରେ ସବୁଠୁ ଅଧିକ ଥଣ୍ଡା ଅନୁଭୂତ

ଭୁବନେଶ୍ବର: ଆସନ୍ତା ୨ରୁ ୩ ଦିନ ଭିତରେ ରାଜ୍ୟରେ କମିବ ତାପମାତ୍ରା । ଉତ୍ତରପଶ୍ଚିମ ଦିଗରୁ ଥଣ୍ଡା ଏବଂ ଶୁଷ୍କ ବାୟୁ ଓଡିଶା ମଧ୍ୟକୁ ପ୍ରବେଶ କରିବାର ସମ୍ଭାବନା ଥିବାରୁ ଉତ୍ତର ଓଡିଶାର ଜିଲ୍ଲା ଗୁଡିକରେ ତାପମାତ୍ରା କମିବ । ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ଦକ୍ଷିଣ ଓଡିଶାର ଜିଲ୍ଲା…

ଖସୁଛି ପାରଦ: ରାଜ୍ଯରେ ଆଗକୁ ଆହୁରି ବଢିବ ଶୀତ, ଝାରସୁଗୁଡ଼ାରେ ସର୍ବନିମ୍ନ ତାପମାତ୍ରା ୧୫.୨ ଡିଗ୍ରୀ ରେକର୍ଡ

ଭୁବନେଶ୍ବର: ଖସୁଛି ପାରଦ, ଆହୁରି ବଢିବ ଶୀତ। ଗତ ଦୁଇ ଦିନ ହେଲା ସର୍ବନିମ୍ନ ତାପମାତ୍ରା ପ୍ରାୟ ୨ ଡିଗ୍ରୀ ଖସିଆସିଛି। ଆଗକୁ ଆହୁରି ୩ରୁ ୪ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା କମିବ । ଏନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବ ସୂଚନା ଦିଆଯାଇଛି। ଯାହାଫଳରେ ସାରା ରାଜ୍ୟରେ ଶୀତ ଲହରୀ ଆରମ୍ଭ…

ଧୀରେ ଧୀରେ ରାଜ୍ୟରେ ବଢିବାରେ ଲାଗିଛି ଶୀତର ପ୍ରକୋପ, ସୋନପୁରରେ ସର୍ବନିମ୍ନ ତାପମାତ୍ରା ୧୫.୮ ଡିଗ୍ରୀ

ଭୁବନେଶ୍ବର: ଥଣ୍ଡାରେ ଥରିବ ସାରା ଓଡ଼ିଶା। ଧୀରେ ଧୀରେ ରାଜ୍ୟରେ ବଢିବାରେ ଲାଗିଛି ଶୀତର ପ୍ରକୋପ। ଗତ ଦୁଇ ଦିନ ହେଲା ସର୍ବନିମ୍ନ ତାପମାତ୍ରା ପ୍ରାୟ ୨ ଡିଗ୍ରୀ ଖସିଆସିଛି। ଆଗକୁ ଆହୁରି ୩ରୁ ୪ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା କମିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଫଳରେ…

ନଭେମ୍ବର ୫ ତାରିଖରୁ ରାଜ୍ୟରେ ବଢିବ ଶୀତ! ୪ ଡିଗ୍ରୀ ପର୍ଯ୍ୟନ୍ତ ଖସିବ ସର୍ବନିମ୍ନ ତାପମାତ୍ର

ଭୁବନେଶ୍ବର: ନଭେମ୍ବର ୫ରୁ ରାଜ୍ୟରେ ବଢିବ ଶୀତ! ସର୍ବନିମ୍ନ ତାପମାତ୍ର ୪ ଡିଗ୍ରୀ ପର୍ଯ୍ୟନ୍ତ ଖସିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । ଫଳରେ ସନ୍ଧ୍ୟା ପରଠୁ ଥଣ୍ଡା ଲାଗିବା ଆରମ୍ଭ ହେବ । ଉପକୂଳ ଓଡ଼ିଶାରେ ସର୍ବନିମନ୍ନ ତାପମାତ୍ର ସ୍ୱଭାବିକଠାରୁ ୨…