Browsing Tag

world news

ଆମେରିକାରେ ମାଷ୍ଟର ଡିଗ୍ରୀ ପୂରା ହେବାକୁ ଥିଲା ମାତ୍ର ୧୦ ଦିନ, ଡ୍ୟୁଟି ସମୟରେ ଗୁଳି ବାଜି ଭାରତୀୟ ଛାତ୍ରଙ୍କ ମୃତ୍ୟୁ

ପାଠପଢ଼ା ଶେଷ କରିବାକୁ ଆମେରିକା ଯାଇଥିବା ୨୪ ବର୍ଷୀୟ ଜଣେ ଭାରତୀୟ ଛାତ୍ର ବନ୍ଧୁକ ଗୁଳିରେ ପ୍ରାଣ ହରାଇଛନ୍ତି। ଏହି ଛାତ୍ର ଆନ୍ଧ୍ରପ୍ରଦେଶର ବାସିନ୍ଦା ଥିଲେ ଏବଂ ଆମେରିକାରେ ନିଜ ମାଷ୍ଟର ଡିଗ୍ରୀ ପୂରା କରୁଥିଲେ। ଅଧ୍ୟୟନ ପୂରା ହେବାକୁ ଆଉ ମାତ୍ର ୧୦ ଦିନ ବାକି ଥିଲା। ଆମେରିକାର ଓହିୟୋ…

ଭୁଲ୍‌ରେ ନିଜ ସହରରେ ଗୋଳାବାରୁଦ ଫିଙ୍ଗିଦେଲା ରୁଷ୍‌, ସୃଷ୍ଟି ହେଲା ୬୫ ଫୁଟ୍‌ ଗଭୀର ଗର୍ତ୍ତ; ଅନେକ କ୍ଷୟକ୍ଷତି

ରୁଷ୍‌ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧକୁ ୧ ବର୍ଷରୁ ଅଧିକ ସମୟ ବିତିଯାଇଛି, କିନ୍ତୁ ଏ ପର୍ଯ୍ୟନ୍ତ ଶାନ୍ତି ପ୍ରତିଷ୍ଠା ହୋଇପାରି ନାହିଁ। ରୁଷ୍‌ ୟୁକ୍ରେନର ଅନେକ ସହରକୁ ଧ୍ୱଂସ କରିଦେଇଛି। କିନ୍ତୁ ଏବେ ସାମ୍ନାକୁ ଆସିଛି ଯେ ରୁଷ୍‌ ଭୁଲ୍‌ବଶତଃ ନିଜ ସହରରେ ହିଁ ବୋମା ପକାଇ ଦେଇଛି। ରୁଷ୍‌…

୨ ଘଣ୍ଟା ମରି ଜୀବିତ ହୋଇଗଲା ବାଳକ! ଡାକ୍ତର କହିଲେ, ଏହା ଚମତ୍କାର…

ଜୀବନ ଓ ମୃତ୍ୟୁ ଭଗବାନଙ୍କ ହାତରେ। କିନ୍ତୁ ଅନେକ ବାର ମୃତ୍ୟୁ ପରେ ବି ଅତି ଚମତ୍କାର ଉପାୟରେ ମଣିଷ ଜୀବିତ ହେବାର ଦାବି କରାଯାଏ। ଏବେ ଠିକ୍‌ ଏମିତି ହିଁ ଏକ ଘଟଣା ଘଟିଛି ଜଣେ ୧୬ ବର୍ଷୀୟ ବାଳକଙ୍କ କ୍ଷେତ୍ରରେ। ଦାବି କରାଯାଉଛି, ଏହି ବାଳକଙ୍କର କିଛି ମିନିଟ୍‌ ପାଇଁ ନୁହେଁ, ବରଂ…

ଦୁନିଆର ସବୁଠାରୁ ଲମ୍ବା ଥିଲା ଏହି ବ୍ୟକ୍ତିଙ୍କର ନାକ; ୩୦୦ ବର୍ଷ ଭିତରେ ଭାଙ୍ଗିପାରି ନାହିଁ ରେକର୍ଡ!

ଦୁନିଆରେ ଏମିତି ଅନେକ ଜିନିଷ ଅଛି, ଯାହା ବିଷୟରେ ଆମେ ଶୁଣି ଆଶ୍ଚର୍ଯ୍ୟ ହୋଇଯାଇଥାଉ। ଆପଣ ଆଜି ପର୍ଯ୍ୟନ୍ତ ସବୁଠାରୁ ଲମ୍ବା ପୁରୁଷ, ସବୁଠାରୁ ଲମ୍ବା ମହିଳା ଏବଂ ସବୁଠାରୁ ଲମ୍ବା ପରିବାର ବିଷୟରେ ଶୁଣିଥିବେ। କିନ୍ତୁ ଆଜି ଆମେ ଆପଣଙ୍କୁ ଏପରି ଜଣେ ବ୍ୟକ୍ତିଙ୍କ ବିଷୟରେ କହିବାକୁ ଯାଉଛୁ,…

ନେପାଳର ଅନ୍ନପୂର୍ଣ୍ଣା ପର୍ବତରେ ଭାରତୀୟ ପର୍ବତାରୋହୀ ନିଖୋଜ, ସର୍ଚ୍ଚ ଅପରେସନ୍‌ ଜାରି

ନେପାଳର ଅନ୍ନପୂର୍ଣ୍ଣା ପର୍ବତରେ ନିଖୋଜ ହୋଇଛନ୍ତି ଜଣେ ଭାରତୀୟ ପର୍ବତାରୋହୀ। ମାଉଣ୍ଟ ଅନ୍ନପୂର୍ଣ୍ଣା ହେଉଛି ନେପାଳର ଦଶମ ସର୍ବୋଚ୍ଚ ପର୍ବତ। ଏହି ପର୍ବତ ଉପରେ ଚଢ଼ିବାକୁ ଚେଷ୍ଟା କରୁଥିବା ବେଳେ ପର୍ବତାରୋହୀ କେଉଁଆଡ଼େ ନିଖୋଜ ହୋଇଯାଇଛନ୍ତି। ଅଭିଯାନ ଆୟୋଜକଙ୍କ ଜଣେ ଅଧିକାରୀ କହିଛନ୍ତି…

ବୁର୍କା ପିନ୍ଧି ମହିଳା ଚେସ୍‌ରେ ଭାଗନେଲେ ଛାତ୍ର, ବଡ଼ ବଡ଼ ଖେଳାଳିଙ୍କୁ ଦେଲେ ମାତ୍‌; ଜଣାପଡ଼ିବା ପରେ ଜଣାଇଲେ କାରଣ

କେନିଆରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଏକ ବିଶ୍ୱବିଦ୍ୟାଳୟର ଛାତ୍ର ବୁର୍କା ପିନ୍ଧି ନିଜକୁ ଜଣେ ମହିଳା ଚେସ୍‌ ଖେଳାଳି ବୋଲି ଦାବି କରିଥିଲେ। ଛାତ୍ର ଜଣକ ଏପରି କହି ନାରୋବିରେ ଆୟୋଜିତ କେନିଆ ଓପନ୍ ଚେସ୍ ଚାମ୍ପିଅନସିପ୍‌ରେ ଭାଗ ନେଇଥିଲେ। ଏହି ପ୍ରତିଯୋଗିତାରେ…

ଲିବିୟା: ୪୦୦ ଲୋକଙ୍କ ଜୀବନ ଉପରେ ସଙ୍କଟ, ମଝି ସମୁଦ୍ରରେ ଅଟକି ରହିଛି କ୍ୟାପଟେନ ବିହୀନ ଜାହାଜ

ଆଫ୍ରିକୀୟ ଦେଶରୁ ୟୁରୋପକୁ ସମୁଦ୍ର ପଥ ଦେଇ ଯାଉଥିବା ଡଙ୍ଗା ଓ ଜାହାଜ ବୁଡ଼ିଯିବା ଘଟଣା କ୍ରମାଗତ ଭାବେ ସାମ୍ନାକୁ ଆସୁଛି। ଖବର ରହିଛି କି, ବର୍ତ୍ତମାନ ୪୦୦ ଲୋକଙ୍କୁ ନେଇ ଯାଉଥିବା ଏକ ଜାହାଜର ଇନ୍ଧନ ସରିଯିବାରୁ ତାହା ମଝି ସମୁଦ୍ରରେ ଅଟକି ରହିଛି। ଜାହାଜର କ୍ୟାପଟେନଙ୍କର କୌଣସି ଖୋଜ୍‌…

Playboyର କଭରରେ ଦେଖାଦେଲେ ଫ୍ରାନ୍ସର ମନ୍ତ୍ରୀ, ପୁରୁଷ ସମଲିଙ୍ଗୀଙ୍କ ଉପରେ ସାକ୍ଷାତକାର ଦେଇ ବିବାଦରେ ମାର୍ଲେନ୍…

ଫ୍ରାନ୍ସ ସରକାରରେ ସାମାଜିକ ଅର୍ଥନୀତି ସମ୍ଭାଳୁଥିବା ମନ୍ତ୍ରୀ ଏକ ବିବାଦୀୟ ମାଗାଜିନ୍‌ର କଭର ପେଜ୍‌ରେ ନଜର ଆସି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି। ବାସ୍ତବରେ, ୪୦ ବର୍ଷୀୟା ମନ୍ତ୍ରୀ ମାର୍ଲେନ୍ ଶିଆପ୍ପା ପ୍ଲେବଏ ମାଗାଜିନ୍‌ର କଭରରେ ନଜର ଆସିଛନ୍ତି। ଏହି ମାଗାଜିନ୍‌…

ଇଟାଲୀରେ ‘ଇଂରାଜୀ’ କହିବା ମନା, ଧରାପଡ଼ିଲେ ଗଣିବେ ୮୯ ଲକ୍ଷ ଜରିମାନା

ଇଟାଲୀ ସରକାର ବିଦେଶୀ ଭାଷାକୁ ନେଇ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ସେ ଦେଶରେ ଏକ ଅଲଗା ଆଇନ ପ୍ରଣୟନ କରିବାକୁ ଯାଉଛନ୍ତି, ଯାହା ଅଧୀନରେ ଇଟାଲୀର ଲୋକମାନେ ନିଜ ଦେଶରେ ଇଂରାଜୀ କିମ୍ବା ଅନ୍ୟ କୌଣସି ଭାଷା ବ୍ୟବହାର କରିପାରିବେ ନାହିଁ। ଏପରି କଲେ ସେମାନଙ୍କୁ ମୋଟା ଅଙ୍କର ଜରିମାନା…

ରମ୍‌ଜାନରେ ପାକିସ୍ତାନର ସ୍ଥିତି ଭୟଙ୍କର! କଦଳୀ ଦାମ୍‌ ୫୦୦, ଅଙ୍ଗୁର କିଲୋକୁ ୧୬୦୦

ଭୟଙ୍କର ଆର୍ଥିକ ସଙ୍କଟରେ ଫସିଛି ପାକିସ୍ତାନ, ଯାହାଫଳରେ ପାକିସ୍ତାନ ପାଇଁ ଏଥର ରମଜାନ ବହୁତ କଷ୍ଟସାଧ୍ୟ ହୋଇପଡିଛି। ଦେଶର ଦୈନନ୍ଦିକ ବ୍ୟବହୃତ ଜିନିଷ ବ୍ୟତୀତ ଅଟା ମଧ୍ୟ ସାଧାରଣ ଲୋକଙ୍କ ପାଖରେ ପହଞ୍ଚି ପାରୁନାହିଁ। ସେହିପରି କଦଳୀ, ଅଙ୍ଗୁର ଭଳି ଫଳ ଏବେ ସ୍ୱପ୍ନ ପରି ହୋଇଯାଇଛି।…

୫ ଗୁଣା ବଢ଼ିବ Moderna ଭ୍ୟାକ୍ସିନ୍‌ର ଦାମ୍‌! ଗୋଟିଏ ଡୋଜ୍‌କୁ ଲାଗିବ ୧୧ ହଜାର ଟଙ୍କା

କୋଭିଡ୍‌ ଟିକାର ମୂଲ୍ୟ ବୃଦ୍ଧି କରିବାକୁ ଯାଉଛି ‘ମୋଡର୍ନା’। ବର୍ତ୍ତମାନ ପର୍ଯ୍ୟନ୍ତ ମୋଡର୍ନା ନିଜ କୋଭିଡ୍ ଟିକାର ଗୋଟିଏ ଡୋଜ ପିଛା ପ୍ରାୟ ୧୫ରୁ ୨୬ ଡଲାର୍ ଚାର୍ଜ କରୁଛି। କିନ୍ତୁ ଆଗକୁ ଏହାର ମୂଲ୍ୟ ବୃଦ୍ଧି ଏବଂ ପ୍ରତି ଡୋଜ ପିଛା ୧୩୦ ଡଲାର (୧୦,୭୧୭.୫୯ ଭାରତୀୟ ମୁଦ୍ରା) ପର୍ଯ୍ୟନ୍ତ…

ବିଶ୍ୱ ଜଳ ଦିବସ: ଦୁନିଆର ୨୬% ଲୋକ ପିଇବା ପାଣି ବିନା ଛଟପଟ, ରିପୋର୍ଟ ପ୍ରକାଶ କଲା ମିଳିତ ଜାତିସଂଘ

ବିଶ୍ୱ ଜଳ ଦିବସ ଅବସରରେ ମିଳିତ ଜାତିସଂଘ ଏକ ରିପୋର୍ଟ ପ୍ରକାଶ କରିଛି। ମଙ୍ଗଳବାର ପ୍ରକାଶିତ ଏହି ରିପୋର୍ଟରେ କୁହାଯାଇଛି, ବିଶ୍ୱର ୨୬ ପ୍ରତିଶତ ଲୋକଙ୍କ ପାଖରେ ପିଇବା ପାଇଁ ବିଶୁଦ୍ଧ ପାଣି ନାହିଁ। ଏହିପରି ୪୬ ପ୍ରତିଶତ ଲୋକଙ୍କ ପାଖରେ ମୌଳିକ ପରିମଳ ବ୍ୟବସ୍ଥା ନାହିଁ। ମିଳିତ ଜାତିସଂଘ…