ସଂଘବଦ୍ଧ ଆକ୍ରମଣରେ ଯୁବକ ମୃତ, ହତ୍ୟାକାରୀଙ୍କୁ ଖୋଜୁଛି ପୋଲିସ
ଗଜପତି (କେନ୍ୟୁଜ): ସଂଘବଦ୍ଧ ଆକ୍ରମଣରେ ଯୁବକ ମୃତ । ଗଜପତି ଜିଲ୍ଲା ଗୁରୁଣ୍ଡି ଥାନା ଅନ୍ତର୍ଗତ ସରଧାପୁର ନିକଟରେ ହତ୍ୟାକାଣ୍ଡ ହୋଇଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ଠେଙ୍ଗା ଓ କାତି ସାହାଯ୍ୟରେ ହତ୍ୟା କରାଯାଇଥିବା ସୂଚନା ମିଳିଛି । ମୃତକ ହେଲେ ଭିନଳା ଗାଁର ପ୍ରଶାନ୍ତ…