Below header
Browsing Tag

Zodiac sign

ଆଜି ମହାଶିବରାତ୍ରୀରେ ଏହି ୪ଟି ରାଶି ଉପରେ ରହିଛି ମହାଦେବଙ୍କ ବିଶେଷ କୃପା

ଭଗବାନ ଶିବଙ୍କ ପୂଜା ପାଇଁ ତ ପ୍ରତ୍ୟେକ ମାସରେ ଚତୁର୍ଦ୍ଦଶୀ ପଡିଥାଏ କିନ୍ତୁ ଫାଲଗୁନ କୃଷ୍ଣ ଚତୁର୍ଦ୍ଦଶୀ ଦିନ ଭଗବାନ ଶିଙ୍କରଙ୍କର ବିଶେଷ ପୂଜା-ଅର୍ଚ୍ଚନା କରାଯାଇଥାଏ। ମହାଶିବରାତ୍ରୀରେ ଶୈବ ଭକ୍ତ ଭଗବାନଙ୍କୁ ପ୍ରସନ୍ନ କରିବା ପାଇଁ ସମସ୍ତ ବିଧି-ବିଧାନର ସହ ପୂଜା କରିଥାନ୍ତି। ଏହିଦିନ…

ଆସନ୍ତା ନୂଆବର୍ଷରେ ଏହି ୫ଟି ରାଶିର ଭାଗ୍ୟ ହେବ ଉଜ୍ୱଳ, ବାସ୍‌ ରଖନ୍ତୁ ଏହି କଥା ଉପରେ ଧ୍ୟାନ

ଆଉ କିଛି ଦିନ ପରେ ଶେଷ ହେବ ୨୦୧୯। ପୂର୍ବ ବର୍ଷ ଯେପରି ରହିଥିଲେ ମଧ୍ୟ ଆସନ୍ତା ବର୍ଷ ଭଲ ରହୁ ବୋଲି ପ୍ରତ୍ୟେକ ବ୍ୟକ୍ତି ଇଛା କରିଥାନ୍ତି। ଜ୍ୟୋତିଷଶାସ୍ତ୍ର ଅନୁଯାୟୀ ୨୦୨୦ରେ ଏହି ୫ଟି ରାଶି ଯଦି ଏହିସବୁ କଥା ଉପରେ ଧ୍ୟାନ ରଖିବେ ତେବେ ଆସନ୍ତା ବର୍ଷ ନିଶ୍ଚୟ ଭାଗ୍ୟ ଉଜ୍ୱଳ ହୋଇଯିବ। ତେବେ…

ନିଜ ଭଲପାଇବାକୁ ଅନ୍ୟ କାହା ସହ ବାଣ୍ଟନ୍ତିନି ଏହି ରାଶିର ଝିଅ, ୨୦୨୦ ରେ ମିଳିବ ଖାସ୍‌ ଉପହାର

ମେଷ ରାଶିର ମହିଳାମାନେ ସର୍ବଦା ସତ୍ୟ ଭଲପାଇବା ଉପରେ ବିଶ୍ୱାସ କରିଥାନ୍ତି। ଏହି କାରଣରୁ ମେଷ ରାଶିର ଝିଅମାନେ ସତ୍ୟ ଭଲପାଇବା ପ୍ରତି ଅଧିକ ଆକର୍ଷିତ ହୋଇଥାନ୍ତି। ତେବେ ଜାଣନ୍ତୁ ମେଷ ରାଶିର ଝିଅମାନଙ୍କ ସ୍ୱଭାବ କିଭଳି ହୋଇଥାଏ। ମେଷ ରାଶିର ଝିଅମାନଙ୍କୁ ଯଦି ପ୍ରକୃତ ଭଲପାଇବା ମିଳିଯାଏ…

କର୍କଟ ରାଶିରେ ହେଉଛି ଚନ୍ଦ୍ରମାଙ୍କ ସଞ୍ଚାର, ଖୋଲିଯିବ ଏହି ତିନି ରାଶିଙ୍କର ବନ୍ଦ ଥିବା ଭାଗ୍ୟର ତାଲା

୧୫ ଡିସେମ୍ବର ରବିବାର କିଛି ରାଶିର ଲୋକଙ୍କ ପାଇଁ ଶୁଭ ଦିନ ନେଇ ଆସିଛି । ଆଜି ଚନ୍ଦ୍ରମାଙ୍କର ସଞ୍ଚାର ଦିନ-ରାତି କର୍କଟ ରାଶିରେ ରହିବ । ଏହାସହିତ ଆଜି କିଛି ଖାସ୍ ସଂଯୋଗ ମଧ୍ଯ ଉପସ୍ଥିତ ରହିଛି । ଏହା ଭିତରେ କିଛି ରାଶିର ଲୋକଙ୍କ ପାଇଁ ଆଜିର ଦିନ ବହୁତ ଶୁଭ ହେବା ସହିତ ଖୁବ୍ ନେଇ ଆସିଛି।…

ନୂଆ ବର୍ଷରେ ନିଜ ରାଶି ଅନୁସାରେ କରନ୍ତୁ ଏହି ପରି ଉପାୟ, ନିଶ୍ଚିତ ରୂପେ ହୋଇବ ଧନ ବର୍ଷା

ଆଉ ଅଳ୍ପ ଦିନ ଭିତରେ ୨୦୧୯ ବର୍ଷ ଆମ ନିକଟରୁ ଖୁବ ଶୀଘ୍ର ବିଦାୟ ନେବାକୁ ଯାଉଛି ଓ ୨୦୨୦ ଆଗମନ ହେବାକୁ ଯାଉଛି । ଆସୁଥିବା ଏହି ନୂଆ ବର୍ଷରେ ଆପଣ କିଛି ଖାସ ଉପାୟ ଅବଲମ୍ବନ କରି ନିଜ ମନସ୍କାମନାକୁ ନିଶ୍ଚିତ ରୂପେ ପୂରଣ କରିପାରିବେ । ନିଜ ନିଜ ରାଶି ଅନୁଯାୟୀ ଯଦି ଏହି ଉପାୟ ମାନ ଅବଲମ୍ବନ…

ଏହି ରାଶିର ଝିଅମାନେ ନିଜ ବୟଫ୍ରେଣ୍ଡଙ୍କ ଉପରେ ରଖିଥାନ୍ତି କଡ଼ା ନଜର, ଆଉ କାହାକୁ ଅନାଇବାକୁ ବି ଦିଅନ୍ତିନି ସୁଯୋଗ

ଆଜିକାଲି ଝିଅମାନେ ଆଉ ଘରକୋଣରେ ରହିବାକୁ ପସନ୍ଦ କରୁନାହାନ୍ତି। ବର୍ତ୍ତମାନର ମହିଳା ଆତ୍ମନିର୍ଭରଶୀଳ ହେବା ସହ ବୁଦ୍ଧିମତୀ ମଧ୍ୟ ହୋଇଗଲେଣି। ସେମାନେ ଏବେ ନିଜ ପାଇଁ କ’ଣ ଠିକ୍‌ କ’ଣ ଭୁଲ ତାହା ମଧ୍ୟ ନିଷ୍ପତ୍ତି ନେଇପାରୁଛନ୍ତି। ଏସବୁ ସାବଧାନତା ଅବଲମ୍ବନ କରିବା ପରେ ମଧ୍ୟ ବର୍ତ୍ତମାନ…

ତୁଳା ରାଶିରେ ଆଜି ପ୍ରବେଶ କରୁଛନ୍ତି ମଙ୍ଗଳ, ଜାଣନ୍ତୁ କେଉଁ ରାଶି ଉପରେ ପଡ଼ିବ କି ପ୍ରଭାବ

ଗ୍ରହମାନଙ୍କ ସେନାପତି କୁହାଯାଉଥିବା ମଙ୍ଗଳ ୨୦୧୯ ନଭେମ୍ବର ୧୦ ତାରିଖ ଅର୍ଥାତ୍‌ ଆଜିର ଦିନରେ ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଅପରାହ୍ନ ୨.୪୯ରେ ମଙ୍ଗଳ ତୁଳା ରାଶିରେ ପ୍ରବେଶ କରିବେ। ଡିସେମ୍ବର ୨୫ ତାରିଖ ପର୍ଯ୍ୟନ୍ତ ସେ ତୁଳା ରାଶିରେ ବିରାଜମାନ ରହିବେ। ପୂର୍ବରୁ ସେପ୍ଟେମ୍ବର…

ଆଜି ଧନୁ ରାଶିରେ ପ୍ରବେଶ କରିବେ ବୃହସ୍ପତି, ଜାଣନ୍ତୁ କେଉଁ ରାଶି ଉପରେ ପଡ଼ିବ କି ପ୍ରଭାବ

ଦେବଗୁରୁ ବୃହସ୍ପତି ପାଖାପାଖି ୧୨ବର୍ଷ ପରେ ପୁଣି ଥରେ ଆଜି ନିଜ ରାଶି ଧନୁରେ ପ୍ରବେଶ କରୁଛନ୍ତି। ବୃହସ୍ପତି ଗୋଟିଏ ଶତାବ୍ଦୀରେ ପାଖାପାଖି ୮ଥର ଧନୁ ରାଶିରେ ଅବସ୍ଥାନ କରନ୍ତି। ଗୁରୁ ଧନୁ ରାଶିରେ ଗୋଚର କରିବା ଯୋଗୁଁ ‘ହଂସ’ ଯୋଗ ହୋଇଥାଏ। ଧନୁ ଏବଂ ମୀନ ରାଶିର ଅଧିପତି ବୃହସ୍ପତି…

ସୋସିଆଲ ମିଡିଆରେ ଅଧିକ ଆକ୍ଟିଭ୍‌ ଥାଆନ୍ତି ଏହି ରାଶିର ବ୍ୟକ୍ତି, ମିଳାନ୍ତୁ ଆପଣଙ୍କ ରାଶି

ଏବେ ସମସ୍ତଙ୍କ ହାତରେ ରହିଛି ସ୍ମାର୍ଟଫୋନ୍‌। ଆମେ ମାତ୍ର କିଛି ମୁହୂର୍ତ୍ତରେ ଫୋନ୍‌ ମାଧ୍ୟମରେ ଦୂରଦୂରାନ୍ତରେ ଥିବା ବନ୍ଧୁବାନ୍ଧବ ଓ ସାଙ୍ଗସାଥୀଙ୍କ ସହ ଯୋଗାଯୋଗ କରିପାରୁଛେ। ସ୍ମାର୍ଟଫୋନ୍‌ରେ ଏବେ ମାତ୍ର କେବଳ ଗୋଟିଏ ଟଚ୍‌ରେ ସମସ୍ତ କାର୍ଯ୍ୟ ହୋଇପାରୁଛି। ଫୋନ୍‌ରେ ଥିବା ସୋସିଆଲ…

ରାଶି ଅନୁସାରେ କରନ୍ତୁ ଭଗବାନ ବିଶ୍ୱକର୍ମାଙ୍କ ପୂଜା, ବ୍ୟବସାୟରେ ମିଳିବ ସଫଳତା

ଆସନ୍ତାକାଲି ପୁରା ଦେଶରେ ବିଶ୍ୱକର୍ମା ଜୟନ୍ତୀ ପାଳନ କରାଯିବ।। ଏହି ଦିନ ଶିଳ୍ପକାରମାନେ ଭଗବାନ ବିଶ୍ୱକର୍ମାଙ୍କ ପୂଜା କରିଥାନ୍ତି। ଭଗବାନ ବିଶ୍ୱକର୍ମାଙ୍କୁ ଶିଳ୍ପକାରମାନଙ୍କ ଦେବତା କୁହାଯାଇଥାଏ। ପ୍ରତ୍ୟେକ ବର୍ଷ ଏହି ଜୟନ୍ତି କନ୍ୟା ସଂକ୍ରାନ୍ତି ଦିନ ପାଳନ କରାଯାଇଥାଏ। ଏହି ଦିନ…

ଏହି ରାଶିର ପୁଅମାନେ ନିଜ ସାଥୀଙ୍କୁ ତାଙ୍କ ଅକ୍ତିଆରରେ ରଖିବାକୁ ପସନ୍ଦ କରନ୍ତି, ଆପଣଙ୍କ ରାଶି ନାହିଁ ତ ସାମିଲ

କୌଣସି ପ୍ରକାରର ସମ୍ପର୍କକୁ ସଫଳ କରିବାକୁ ହେଲେ ପରସ୍ପର ମଧ୍ୟରେ ଉତ୍ତମ ବୁଝାମଣା ରହିବା ନିତାନ୍ତ ଆବଶ୍ୟକ। ଯଦି ଆପଣ ନିଜର ସାଥୀଙ୍କୁ ଉଚିତ ସମ୍ମାନ ଏବଂ ବିଶ୍ୱାସ କରନ୍ତି ତେବେ ଆପଣଙ୍କ ସମ୍ପର୍କ ବେଶ ନିବିଡ ହେବ। କିନ୍ତୁ ଅନେକ ରାଶିର ବ୍ୟକ୍ତି ରହିଛନ୍ତି, ଯେଉଁମାନେ ନିଜର ସାଥୀ…

ଏହି ୪ ଟି ରାଶିର ଯୁବକଙ୍କୁ ବୁଝିପାରନ୍ତି ନାହିଁ ଯୁବତୀ, ଆପଣ ଅଛନ୍ତି କି ସାମିଲ ?

ଆପଣଙ୍କ ରାଶି ଆପଣଙ୍କ ବ୍ୟକ୍ତିତ୍ୱକୁ ପରିପ୍ରକାଶ କରିଥାଏ। ଏଥିପାଇଁ ଲୋକମାନେ ଜ୍ୟୋତିଷ ଉପରେ ବିଶ୍ୱାସ କରନ୍ତି। ରାଶି ଜରିଆରେ ମଣିଷର ସ୍ୱଭାବ ଏବଂ ସମ୍ପର୍କକୁ ଜାଣିହୁଏ। ଆପଣ କିମ୍ବା ଆପଣଙ୍କ ବନ୍ଧୁଙ୍କ ସହିତ ସମ୍ପର୍କ କିଭଳି ରହିବ ତାହା ମଧ୍ୟ ରାଶିରୁ ଜଣାପଡିଯାଏ। ଆସନ୍ତୁ ଜାଣିବା,…