Browsing Tag

Zomato Boy

ରାସ୍ତାରେ ଠିଆ ହୋଇ କାନ୍ଦିଲେ ଜମାଟୋ ଡେଲିଭରୀ ବଏ, ସୋସିଆଲ ମିଡିଆରେ ଭାଇରାଲ

ଜମାଟୋର ଜଣେ ଡେଲିଭରୀ ବଏ ରାସ୍ତାରେ ଠିଆ ହୋଇ କାନ୍ଦୁଥିବାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ସ୍ଥାନଟି ଉତ୍ତର ଦିଲ୍ଲୀର ଜିଟିବି ନଗର ବୋଲି ଜଣାପଡ଼ିଛି । ସୋହମ୍‌ ଭଟ୍ଟାଚାର୍ଯ୍ୟ ନାମକ ବ୍ୟକ୍ତି ଏହି ଡେଲିଭରୀ ବଏଙ୍କ ଫଟୋ ସହିତ ଏକ ଭାବପୂର୍ଣ୍ଣ ବାକ୍ୟ ସୋସିଆଲ ମିଡିଆରେ ସେୟାର…

ଦିନରେ ପାଠପଢା ରାତିରେ ଜମାଟୋ ବୟ, ନିଜ ପାଇଁ ନିଜେ ଲଢନ୍ତି ସରୋଜ

ଭୁବନେଶ୍ୱର(କେନ୍ୟୁଜ): ରାତିର ତୃତୀୟ ପହର ଅର୍ଥାତ ରାତି ଦୁଇଟା ବାଜିବାକୁ ବସିଲାଣି । ଆଉ ସେତେବେଳକୁ ରାଜଧାନୀର ଚାରିଆଡେ ନିସ୍ତବ୍ଦତା ରାଜ୍ କରୁଥାଏ । ସତେ ଯେମିତି ସାରା ସହର ଶୋଇ ଯାଇଥାଏ ନିଘୋଡ଼ ନିଦରେ । ରାସ୍ତା ଚାରିଆଡେ ଶୂନଶାନ୍ । କାଁ ଭାଁ ରାସ୍ତାରେ ବାଲି ବୋଝେଇ ଟ୍ରକ୍ ଗୁଡିକ…

ପେଟ୍ରୋଲ ପମ୍ପରେ ଲାଗିଥିଲା ଲମ୍ବା ଲାଇନ୍‌, ଘୋଡ଼ାରେ ବସି ଖାଦ୍ୟ ଡେଲିଭରି ଦେବାକୁ ଗଲେ Zomato ବୟ

ତେଲେଙ୍ଗାନାର ହାଇଦ୍ରାବାଦର ଚଞ୍ଚଲଗୁଡ଼ାରୁ ଜଣେ ଡେଲିଭରି ବୟଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏଥିରେ ଦେଖିବାକୁ ମିଳୁଛି, ଜମାଟୋର ଏହି ଡେଲିଭରି ବୟ ଘୋଡ଼ାରେ ବସି ଗ୍ରାହକଙ୍କୁ ଖାଦ୍ୟ ଦେବାକୁ ଯାଉଛନ୍ତି। ରାସ୍ତାରେ ଯାଉଥିବା ଲୋକେ ଯେତେବେଳେ ଏହାର କାରଣ ପଚାରୁଛନ୍ତି, ଯୁବକ…

ଡ୍ରୋନ କରିବ ଫୁଡ ଡେଲିଭରୀ

ଡ୍ରୋନ କରିବ ଫୁଡ଼ ଡେଲିଭରୀ। ଗାଡ଼ିରେ ଯାଇ ଘରକୁ ଘର ବୁଲି ଖାଦ୍ୟ ପହଞ୍ଚାଇବା ସମସ୍ୟାକୁ ଦୂର କରିବ ଏହି ସ୍ମାର୍ଟ ଡ୍ରୋନ। ଗୋଟିଏ କ୍ଳିକରେ ଯିବ ଠିକଣା ପାଖକୁ , ଆଉ ପହଞ୍ଚାଇଦେବ ଆପଣ ଅର୍ଡର କରିଥିବା ଖାଦ୍ୟ। ଏଭଳି ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି। ଜୋମାଟୋରେ ଖାଦ୍ୟ…

ହାଇଦ୍ରାବାଦ: ସୁପରଫାଷ୍ଟ ସ୍ପୀଡ୍‌ ପାଇଁ Zomato ବୟଙ୍କୁ ପୁରସ୍କାରରେ ମିଳିଲା ବାଇକ୍‌, ଏତେ କମ୍‌ ସମୟ ଭିତରେ…

ତେଲେଙ୍ଗାନାର ହାଇଦ୍ରାବାଦରୁ ଆଶ୍ଚର୍ଯ୍ୟ କଲା ଭଳି ଏକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ବ୍ୟକ୍ତି ଜମାଟୋ ଡେଲିଭରୀ ବୟଙ୍କୁ ବାଇକ୍‌ ଦେବା ପାଇଁ ୭୩ ହଜାର ଟଙ୍କାର ଫଣ୍ଡ ଏକାଠି କରିଥିଲେ ଏବଂ ଏହି ଫଣ୍ଡରେ ତାଙ୍କୁ ଏକ ବାଇକ୍‌ ଉପହାର ଦେଇଛନ୍ତି। ଏହି ମାମଲା ଏବେ ସୋସିଆଲ ମିଡିଆରେ…