Zoom ରେ ଆସିଲା ଇମରସିଭ ଭ୍ୟୁ ଫିଚର, ମିଟିଂରେ ଗୋଟିଏ ସ୍ଥାନରେ ବସିଥିବା ଭଳି ଦିଶିବେ ଲୋକମାନେ
ଯେବେଠୁ କରୋନା ଆସିଛି ସେବେଠୁ ଭିଡିଓ କଲିଂ ପ୍ଲାଟଫର୍ମ ଲଗାତାର ଉନ୍ନତି କରୁଛି। Zoom ହେଉଛି ଏହାର ସବୁଠୁ ବଡ଼ ଉଦାହରଣ। Zoom ଭିଡିଓ କଲିଂ ପ୍ଲାଟଫର୍ମରେ ଲଗାତାର ନୂଆ ନୂଆ ଫିଚର ଆସୁଛି। ନିକଟରେ କମ୍ପାନୀ ଇମରସିଭ ଭ୍ୟୁ ଫିଚର ଲଞ୍ଚ କରିଛି, ଯାହା ଭିଡିଓ କଲିଂର ଅନୁଭବକୁ ଆହୁରି…