Viର ଏହି ପ୍ଳାନରେ ମିଳିବ Extra Data, କମ ଖର୍ଚ୍ଚରେ ପାଇପାରିବେ 4G ଇଣ୍ଟରନେଟ୍

ଭୋଡାଫୋନ୍-ଆଇଡିଆ ନିଜ ୟୁଜର୍ସଙ୍କ ପାଇଁ ଅନେକ 4G ଡାଟା ପ୍ଲାନ ପ୍ରଦାନ କରୁଛି । କମ୍ପାନୀ ଡାଟା ପ୍ୟାକ୍ ରେ ଏକ୍ସଟ୍ରା ଡାଟା ପ୍ରଦାନ କରିଛି ଯାହା ବିଷୟରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ । ଏହି ଡାଟା ପ୍ୟାକ୍ ବିଶେଷ ଭାବରେ ୱାର୍କ ଫର୍ମ ହୋମ କରୁଥିବା ଲୋକ ଏବଂ ଅଧିକ ଇଣ୍ଟରନେଟ୍ ବ୍ୟବହାର କରୁଥିବା ୟୁଜରମାନଙ୍କ ପାଇଁ ।

ଭୋଡାଫୋନ୍-ଆଇଡିଆ ନିଜ ୟୁଜର୍ସଙ୍କ ପାଇଁ ଅନେକ 4G ଡାଟା ପ୍ଲାନ ପ୍ରଦାନ କରୁଛି । ୟୁଜରମାନେ ଏହି ପ୍ରିପେଡ୍ ରିଚାର୍ଜ ପ୍ଲାନ ଗୁଡିକରେ ଏକ୍ସଟ୍ରା ଡାଟା ମଧ୍ୟ ପାଇପାରିବେ । ଭୋଡାଫୋନ୍-ଆଇଡିଆ (Vi) ର ଏହି ଡାଟା ରିଚାର୍ଜ ପ୍ଲାନଗୁଡିକ ୧୭ ଟଙ୍କା ମୂଲ୍ୟରୁ ଆରମ୍ଭ ହେଉଛି । କମ୍ପାନୀ ଡାଟା ପ୍ୟାକ୍ ରେ ଏକ୍ସଟ୍ରା ଡାଟା ପ୍ରଦାନ କରିଛି ଯାହା ବିଷୟରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ । ଏହି ଡାଟା ପ୍ୟାକ୍ ବିଶେଷ ଭାବରେ ୱାର୍କ ଫର୍ମ ହୋମ କରୁଥିବା ଲୋକ ଏବଂ ଅଧିକ ଇଣ୍ଟରନେଟ୍ ବ୍ୟବହାର କରୁଥିବା ୟୁଜରମାନଙ୍କ ପାଇଁ ।

Vi ର ଏହି ରିଚାର୍ଜ ପ୍ଲାନ ୭୫ ଟଙ୍କାରେ ଆସିଥାଏ । ଏହି ଡାଟା ପ୍ୟାକ୍ ନୋ ସର୍ଭିସ ଭାଲିଡିଟି ସହିତ ଆସେ । ଏହି ପ୍ଲାନର ଭାଲିଡିଟି ୭ ଦିନ ଏବଂ ଏହା ମୋଟ ୬ ଜିବି ଡାଟାର ଲାଭ ପ୍ରଦାନ କରେ । ଏହି ଡାଟା ପ୍ୟାକ୍ ସହିତ ଅନ୍ୟ କୌଣସି ବେନିଫିଟସ ମିଳେ ନାହିଁ । ଏହାର ଅର୍ଥ ୟୁଜରମାନେ କଲ୍ କିମ୍ବା ଫ୍ରି SMS ର ଲାଭ ପାଇପାରିବେ ନାହିଁ । ଯଦି ୟୁଜରମାନେ Vi ଆପ୍ ମାଧ୍ୟମରେ ଭୋଡାଫୋନ୍-ଆଇଡିଆର ଏହି ରିଚାର୍ଜ ପ୍ଲାନ କିଣନ୍ତି, ତେବେ ସେମାନେ ଏକ୍ସଟ୍ରା ଡାଟାର ଲାଭ ପାଇପାରିବେ ।

ଭୋଡାଫୋନ୍-ଆଇଡିଆର ୱେବସାଇଟ୍ ଅନୁଯାୟୀ, ଯଦି ଜଣେ ୟୁଜର ଏହି ପ୍ଲାନ ସହିତ Vi ଆପ୍ ମାଧ୍ୟମରେ ତାଙ୍କ ନମ୍ବର ରିଚାର୍ଜ କରନ୍ତି, ତେବେ ସେ ୬ ଜିବି ବ୍ୟତୀତ ୧.୫ ଜିବି ଏକ୍ସଟ୍ରା ଡାଟାର ଲାଭ ପାଇବେ । ଏହିପରି, ୟୁଜରମାନେ ୭୫ ଟଙ୍କାରେ ମୋଟ ୭.୫ ଜିବି ଡାଟା ପାଇପାରିବେ । ଏହା ବ୍ୟତୀତ ଭୋଡାଫୋନ୍-ଆଇଡିଆର ୧୮୧ ଟଙ୍କା ଡାଟା ପ୍ୟାକରେ ୟୁଜରମାନେ ପ୍ରତିଦିନ ୦.୫ ଜିବି ଏକ୍ସଟ୍ରା ଡାଟା ସୁବିଧା ମଧ୍ୟ ପାଇବେ ।

Vi ର ଏହି ରିଚାର୍ଜ ପ୍ଲାନ ୧୮୧ ଟଙ୍କା ପାଇଁ ଆସିଥାଏ । ଏଥିରେ, ୟୁଜର ୩୦ ଦିନର ଭାଲିଡିଟି ପାଆନ୍ତି । ଏହି ପ୍ଲାନ ପ୍ରତିଦିନ ୧ଜିବି ଡାଟା ସହିତ ଆସିଥାଏ । Vi ଆପ୍ ମାଧ୍ୟମରେ ଏହି ପ୍ଲାନ ସହିତ ଫୋନ୍ ରିଚାର୍ଜ କରିବା ସମୟରେ, ୟୁଜର ପ୍ରତିଦିନ ୧.୫ ଜିବି ଡାଟାର ଲାଭ ମଧ୍ୟ ପାଇବେ । ୟୁଜରମାନେ ସମୁଦାୟ ୧୫ ଜିବି ଫ୍ରି ଡାଟା ପାଇବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.