Browsing Tag

ranjan gogoi

ରାଜ୍ୟସଭା ସାଂସଦ ଭାବେ ଶପଥ ନେଲେ ସୁପ୍ରିମକୋର୍ଟ ପୂର୍ବତନ ଚିଫ୍‌ ଜଷ୍ଟିସ୍‌ ରଞ୍ଜନ ଗୋଗୋଇ

ନୂଆଦିଲ୍ଲୀ: ରାଜ୍ୟସଭା ସାଂସଦ ଭାବେ ଶପଥ ନେଲେ ସୁପ୍ରିମକୋର୍ଟ ପୂର୍ବତନ ଚିଫ୍‌ ଜଷ୍ଟିସ୍‌ ରଞ୍ଜନ ଗୋଗୋଇ । ଶପଥ ନେବା ସମୟରେ କଂଗ୍ରେସ ସଦସ୍ୟମାନେ ହୋହାଲ୍ଲା କରିଥିଲେ । ଏହା ପରେ କଂଗ୍ରେସ ସଦସ୍ୟମାନେ କକ୍ଷତ୍ୟାଗ କରିଥିଲେ । ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ ଏହାର ଜବାବ ଦେଇଥିଲେ ।…

ଆଜି ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଂଜନ ଗୋଗୋଇଙ୍କ ଶେଷ କାର୍ଯ୍ୟ ଦିବସ, ଆସନ୍ତା ୧୭ରେ ମୁଖ୍ୟ ବିଚାରପତି ପଦରୁ ନେବେ…

ନୂଆଦିଲ୍ଲୀ: ଆଜି ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଂଜନ ଗୋଗୋଇଙ୍କ ଶେଷ କାର୍ଯ୍ୟ ଦିବସ । ଆସନ୍ତା ୧୭ ତାରିଖରେ ସେ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ପଦରୁ ଅବସର ନେବେ । ପରବର୍ତ୍ତୀ ପ୍ରଧାନ ବିଚାରପତି ହେବେ ଜଷ୍ଟିସ୍‌ ଏସ୍‌.ଏ ବୋବଡେ । ଏହାରି ଭିତରେ ଆଜି ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ…

୮ ଦିନରେ ୪ଟି ବଡ ଗୁରୁତ୍ବପୂର୍ଣ୍ଣ ମାମଲାର ଶୁଣାଣି କରିବେ ସୁପ୍ରିମକୋର୍ଟ, ଦେଶ ଉପରେ ପଡିବ ଗଭୀର ପ୍ରଭାବ

ଦୀପାବଳି ଛୁଟି ପରେ ଆସନ୍ତାକାଲିଠୁ ଖୋଲିବ ସୁପ୍ରିମକୋର୍ଟ। ଆସନ୍ତା ୧୭ ତାରିଖରେ ଅବସର ନେବେ ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ। ଆଉ ମାତ୍ର ୮ଟି କାର୍ଯ୍ୟ ଦିବସ ରହିଛି। ଏହି ସମୟ ଭିତରେ ବହୁ ଗୁରୁତ୍ୱପୂର୍ଣ୍ଣ ମାମଲାର ସେ ରାୟ ଶୁଣାଇପାରନ୍ତି। ଏମିତି ସବୁ ମାମଲାର ରାୟ ଆସିବ,…

କଶ୍ମୀର ଯିବେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଗୋଗୋଇ, ଜାଣନ୍ତୁ ଗସ୍ତର କାରଣ

ନୂଆଦିଲ୍ଲୀ : ଜମ୍ମୁ କଶ୍ମୀର ଗସ୍ତରେ ଯାଇପାରନ୍ତି ସୁପ୍ରିମ କୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ। ଅଗଷ୍ଟ ୫ରେ ଧାରା ୩୭୦ ଉଚ୍ଛେଦ ନେଇ ଜନସ୍ୱାର୍ଥ ମାମଲାର ଶୁଣାଣି କରି ଏହା କହିଛନ୍ତି ପ୍ରଧାନ ବିଚାରପତି। ଘାଟିରେ ୧୦ରୁ ୧୮ବର୍ଷ ବୟସର ପିଲାଙ୍କୁ ଗୃହବନ୍ଦୀ ଭାବେ ରଖାଯାଉଥିବା…

ଯୌନ ନିର୍ଯ୍ୟାତନା ମାମଲା, ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କୁ କ୍ଲିନ୍‌ଚିଟ୍‌

ନୂଆଦିଲ୍ଲୀ: ସୁପ୍ରିମ କୋର୍ଟ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ବିରୋଧରେ ହୋଇଥିବା ଯୌନ ନିର୍ଯ୍ୟାତନା ଅଭିଯୋଗ ଭିତ୍ତିହୀନ ବୋଲି ଏହି ମାମଲାର ତଦନ୍ତ କରୁଥିବା ତିନି ଜଣିଆ ଆଭ୍ୟନ୍ତରୀଣ କମିଟି ରାୟ ଦେଇଛନ୍ତି। ଏପ୍ରିଲ ୧୯ରେ ସୁପ୍ରିମ କୋର୍ଟର ମହିଳା କର୍ମଚାରୀଙ୍କ ଦ୍ୱାରା ଗୋଗୋଇଙ୍କ…

ସୁପ୍ରିମକୋର୍ଟ ପ୍ରଧାନ ବିଚାରପତିଙ୍କ ବିରୋଧରେ ଷଡଯନ୍ତ୍ର ଅଭିଯୋଗ ମାମଲା, ତଦନ୍ତ କରିବେ ପୂର୍ବତନ ବିଚାରପତି ଜଷ୍ଟିସ…

ସୁପ୍ରିମକୋର୍ଟଙ୍କ ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗେଇଙ୍କ ବିରୋଧରେ ଷଡ଼ଯନ୍ତ୍ର ଅଭିଯୋଗ ଉପରେ ତଦନ୍ତ ହେବ । ସର୍ବୋଚ୍ଚ ଅଦାଲତର ପୂର୍ବତନ ବିଚାରପତି ଜଷ୍ଟିସ ଅନଙ୍ଗ କୁମାର ପଟ୍ଟନାୟକ ଉତ୍ସବ ବୈଂଶ ଆଣିଥିବା ଷଡଯନ୍ତ୍ର ଅଭିଯୋଗର ତଦନ୍ତ କରିବେ। ସିବିଆଇ ନିର୍ଦ୍ଦେଶକ ଓ ଆଇବି ମୁଖ୍ୟ…

ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ବିରୋଧରେ ଯୌନ ନିର୍ଯାତନା ମାମଲାର ସୁପ୍ରିମକୋର୍ଟରେ ଶୁଣାଣି

ନୂଆଦିଲ୍ଲୀ(କେନ୍ଯୁଜ୍) : ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ମାମଲାର ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ। CBI ଓ IB ମୁଖ୍ୟଙ୍କୁ ହାଜର ପାଇଁ ସୁପ୍ରିମକୋର୍ଟ ସମନ କରିଛନ୍ତି। ଦିଲ୍ଲୀ ପୋଲିସ କମିଶନରଙ୍କୁ ହାଜର ପାଇଁ ମଧ୍ୟ ସମନ…

ସୁପ୍ରିମକୋର୍ଟର ପ୍ରଧାନ ବିଚରାପତି ଭାବେ ଦାୟିତ୍ୱ ଗ୍ରହଣ କଲେ ଜଷ୍ଟିସ ରଞ୍ଜନ ଗୋଗୋଇ

ନୂଆଦିଲ୍ଲୀ(କେନ୍ଯୁଜ୍) : ସୁପ୍ରିମକୋର୍ଟର ପ୍ରଧାନ ବିଚରାପତି ଭାବେ ଶପଥ ନେଇଛନ୍ତି ଜଷ୍ଟିସ ରଞ୍ଜନ ଗୋଗୋଇ । ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ଏଥିସହ ଜଷ୍ଟିସ ଗୋଗୋଇ ସୁପ୍ରମକୋର୍ଟର ୪୬ତମ ପ୍ରଧାନ ବିଚାରପତି ହୋଇଛନ୍ତି । ୨୦୧୯ ନଭେମ୍ବର ୧୭…