ଆଜି ନାମାଙ୍କନ ଦାଖଲ କରିବେ ଡ.ଅଚ୍ୟୁତ ସାମନ୍ତ

କନ୍ଧମାଳ ଲୋକସଭା ଆସନ ପାଇଁ ଆଜି ପ୍ରାର୍ଥିପତ୍ର ଦାଖଲ କରିବେ ଡକ୍ଟର ଅଚ୍ୟୁତ ସାମନ୍ତ । ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ନିକଟରେ ଡକ୍ଟର ସାମନ୍ତ ପ୍ରାର୍ଥିପତ୍ର ଦାଖଲ କରିବେ । ବିଜେଡି ପ୍ରାର୍ଥୀ ଭାବେ ସେ ନାମାଙ୍କନ ଦାଖଲ କରିବେ । ଡକ୍ଟର ସାମନ୍ତ ନିରାଡମ୍ବର ଭାବେ ତାଙ୍କ ନାମାଙ୍କନ ଦାଖଲ କରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.