ଓଡ଼ିଶାର ୭ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ପ୍ରକାଶ କଲା କଂଗ୍ରେସ

ଭୁବନେଶ୍ବର : ଓଡ଼ିଶାର ୭ଟି ଲୋକସଭା ଆସନ ଲାଗି ପ୍ରାର୍ଥୀ ତାଲିକା ପ୍ରକାଶ କଲା କଂଗ୍ରେସ । ପୁରୀରୁ ସତ୍ୟପ୍ରକାଶ ନାୟକ,କେନ୍ଦ୍ରାପଡ଼ାରୁ ଧରଣୀଧର ନାୟକ, କେଉଁଝରରୁ ଫକିର ମୋହନ ନାୟକ, ପୁରୀରୁ ସତ୍ୟପ୍ରକାଶ ନାୟକ, ଢେଙ୍କାନାଳରୁ କାମାକ୍ଷାପ୍ରସାଦ ସିଂହଦେଓ, ବାଲେଶ୍ୱରରୁ ନବଜ୍ୟୋତି ପଟ୍ଟନାୟକ, ଭଦ୍ରକରୁ ମଧୁମିତା ସେଠୀ ଏବଂ ଜଗତ୍ସିଂହପୁରରୁ ପ୍ରତିମା ମଲ୍ଲିକ କଂଗ୍ରେସ ତରଫରୁ ଟିକେଟ୍ ପାଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.