ଜୟପୁରରେ ଘନ କୁହୁଡି: ଦେଖାଯାଉନି ରାସ୍ତାଘାଟ, ଯାନବାହାନ ଚଳାଚଳ ବାଧାପ୍ରାପ୍ତ

ଜୟପୁର: ଜୟପୁରରେ ଘନ କୁହୁଡି । ଗତକାଲି ରାତିରେ ସାମାନ୍ୟ ବର୍ଷା ହୋଇଥିବାବେଳେ ଆଜି ସକାଳେ ପ୍ରବଳ କୁହୁଡି ଦେଖିବାକୁ ମିଳିଛି । ପ୍ରବଳ କୁହୁଡି ଯୋଗୁ ରାସ୍ତାଘାଟ ଦେଖାଯାଉନି ।

ଗାଡି ଚଳାଚଳରେ ବାଧାପ୍ରାପ୍ତ ସୃଷ୍ଟି ହୋଇଛି। କୁହୁଡି ଯୋଗୁ ଦୋକାନ ବଜାର ମଧ୍ୟ ବିଳମ୍ବରେ ଖୋଲୁଛି। ସେପଟେ ହାଲୁକା ଶୀତ ସାଙ୍ଗକୁ ପ୍ରକୃତି ଉପରେ କୁହୁଡିର ଧଳା ଚାଦର ଆସ୍ତରଣର ଦୃଶ୍ୟ ବେଶ ମନୋରମ ହୋଇଛି। କୁହୁଡ଼ି ସାଙ୍ଗକୁ ଶୀତର ମଜା ଉଠାଇବାକୁ ଲୋକେ ବ୍ୟାୟାମ ଓ ମର୍ଣ୍ଣିଂ ୱାକ କରୁଥିବା ଦେଖାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.