ପଦକ ହାତେଇବା ପାଇଁ ଭାରତ ପାଖରେ ବଡ଼ ସୁଯୋଗ: ଜାଭ୍‌ଲିନ୍‌ ଥ୍ରୋ ଫାଇନାଲରେ ନୀରଜ ଚୋପ୍ରା

ଟୋକିଓ : ଟୋକିଓ ଅଲିମ୍ପିକ୍ସରେ ଆଜି ଭାରତ ପାଇଁ ଗୁରୁତ୍ୱପୂର୍ଣ୍ଣ ଦିନ । ପଦକ ହାତେଇବା ପାଇଁ ଭାରତ ପାଖରେ ବଡ଼ ସୁଯୋଗ ରହିଛି । ଆଜି ସକାଳୁ ଖୁସି ଖବର ଦେଇଛନ୍ତି ନୀରଜ ଚୋପ୍ରା । ଜାଭ୍‌ଲିନ୍‌ ଥ୍ରୋ ଫାଇନାଲରେ ନୀରଜ ଚୋପ୍ରା ।

୮୬.୬୫ ମିଟର ଥ୍ରୋ କରି ଗ୍ରୁପ୍‌-A ଶୀର୍ଷରେ ନୀରଜ । ୮୬.୬୫ ମିଟର ଫିଙ୍ଗି ଗ୍ରୁପ୍‌-A ଶୀର୍ଷରେ ନୀରଜ । ଭାରତକୁ ପଦକ ଆଶା ଦେଲେ ନୀରଜ ଚୋପ୍ରା । ସେହିଭଳି କିଟ୍‌ ଛାତ୍ର ଶିବପାଲ ସିଂ ଜାଭଲିନର ପ୍ରଥମ ପ୍ରୟାସରେ ଭଲ ପ୍ରଦର୍ଶନ କରିଛନ୍ତି । ତାଙ୍କଠାରୁ ମଧ୍ୟ ପଦକ ଆଶା ରଖାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.