ଦ୍ୱିତୀୟ ଦିନିକିଆ : ବ୍ୟାଟ୍ସମ୍ୟାନଙ୍କ କମାଲ ପରେ ବୋଲର ଦେଖାଇଲେ କରୀସ୍ମା, ୯୯ ରନରେ ଜିତିଲା ଭାରତ

ଇନ୍ଦୋର: ଭାରତୀୟ ବ୍ୟାଟ୍ସମ୍ୟାନଙ୍କ କମାଲ ପରେ ବୋଲର ଦେଖାଇଲେ କମାଲ୍‌ । ବ୍ୟାଟ୍ସମ୍ୟାନଙ୍କ ବିସ୍ଫୋରକ ବ୍ୟାଟିଂ ଯୋଗୁ ଭାରତ ଏକ ବିରାଟ ସ୍କୋର ୩୯୯ ରନ୍‌ କରିବାକୁ ସକ୍ଷମ ହୋଇଥିଲା । ପରେ ବୋଲରଙ୍କ ଚମତ୍କାର ପ୍ରଦର୍ଶନ ବଳରେ ଅଷ୍ଟ୍ରେଲିଆକୁ ଦ୍ୱିତୀୟ ଦିନିକିଆରେ ଭାରତ ରବିବାର ଅତି…

ରାହୁଲଙ୍କ ଭବିଷ୍ୟବାଣୀ, ଛତିଶଗଡ଼, ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ଜିତିବ କଂଗ୍ରେସ

ଛତିଶଗଡ଼ ଓ ମଧ୍ୟ ପ୍ରଦେଶରେ ଜିତିବ କଂଗ୍ରେସ । ରାଜସ୍ଥାନରେ ବି ଜିତିବ, କିନ୍ତୁ ଏଠି କଡ଼ା ମୁକାବିଲ ହେବ। ଦୃଢୋକ୍ତି କରିଛନ୍ତି ରାହୁଲ ଗାନ୍ଧି । ୨୦୨୪ ନିର୍ବାଚନକୁ ନେଇ ମଧ୍ୟ ଭବିଷ୍ୟବାଣୀ ଶୁଣାଇଛନ୍ତି। କହିଛନ୍ତି, ୨୦୨୪ରେ ବିଜେପିକୁ ସରପ୍ରାଇଜ ମିଳିବ । ବିରୋଧୀ ଦଳ ଦେଶର ୬୦ ପ୍ରତିଶତ…

କରୋନା ଠାରୁ ଆହୁରି ଭୟଙ୍କର ମହାମାରୀ ଆସୁଛି, ପୁଣି ଥରେ ସାରା ବିଶ୍ବକୁ ଗ୍ରାସିବ !

କରୋନା ପରେ କରୋନା ଠାରୁ ଆହୁରି ଭୟଙ୍କର ମହାମାରୀ ଆସୁଛି । ପୁଣି ଥରେ ସାରା ବିଶ୍ବକୁ ଗ୍ରାସିବ ! ଗୋଟିଏ ନୁହେଁ ୨୦ଟି ଭାଇରସର ଭୟ ରହିଛି ବିଶ୍ବକୁ । ଚୀନର ଜଣେ ବରିଷ୍ଠ ବୈଜ୍ଞାନିକ ଏଭଳି ଦାବି ଉଠାଇବା ସହ ଚେତାବନୀ ଦେଇଛନ୍ତି । ଚାଇନାର ଉହାନ ଲ୍ୟାବ ସହ ଜଡିତ ଭାଇରୋଲୋଜିଷ୍ଟ ଶି…

ରେଳ ଧାରଣା ଉପରେ ପଥର ଖସି ରେଳ ଚଳାଚଳ ବନ୍ଦ, ୮ ଟି ଟ୍ରେନକୁ ବାତିଲ କଲା ରେଳ କର୍ତ୍ତୃପକ୍ଷ, ଉଦ୍ଧାର କାର୍ଯ୍ୟ ଜାରି

କୋରାପୁଟ : ଜୟପୁର ରେଳ ପଥର ଜରଟି ଓ ମାନବର ମଧ୍ୟରେ ରେଳ ଧାରଣା ଉପରେ ପଥର ଖସି ରେଳ ଚଳା ଚଳ ବନ୍ଦ ରହିଛି । 8 ଟି ଟ୍ରେନକୁ ବାତିଲ କରିଛି ରେଳ ବିଭାଗ । ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଆଜି ସକାଳୁ ପଥର ଖସିଥିବା ଦେଖିବାକୁ ମିଳିଥିଲା । ରେଳ ପଥ ଦୋହରି କରଣ କାମ ଚାଲୁ ରହିଥିବା ବେଳେ…

ଭାରସାମ୍ୟ ହରାଇ ୧୦ ଫୁଟ ତଳକୁ ଖସିଲା କାର୍, ୨ ଆହତ

ନୂଆଗଡ : ଗଜପତି ଜିଲ୍ଲା ସେରଙ୍ଗ ଥାନା ଅନ୍ତର୍ଗତ ଦୋଘରିଆ ନିକଟବର୍ତ୍ତି ଘାଟିରେ ଭାରସାମ୍ୟ ହରାଇ ୧୦ ଫୁଟ ତଳକୁ ଖସିଲା କାର୍ । ଏଥିରେ ୨ ଜଣ ଆହତ ହୋଇଥିବା ବେଳେ ଜଣେ ଗୁରୁତର ହୋଇଥିବା ଜଣାଯାଇଛି । ଗୁରୁତରଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଗୁରୁତର ଜଣକ ହେଲେ…

ଦିନ ଦିପ୍ରହରରେ ଲୁଟ, ବନ୍ଧୁକ ମୁନରେ ଲୁଟିନେଲେ ୨୦ ଲକ୍ଷ ଟଙ୍କାର ସୁନା

ସମ୍ବଲପୁର : ଦିନ ଦିପ୍ରହରରେ ସୁନା ଦୋକାନରୁ ବନ୍ଧୁକ ମୁନରେ ଲୁଟ । ସମ୍ବଲପୁର ସଦର ଥାନା ଅଂଚଳର ମାନେଶ୍ବର ମାନଧାତା ବାବା ଜୈଲେରୀରୁ ହୋଇଛି ଲୁଟ । ୫ ଜଣ ସଶସ୍ତ୍ର ଡକାୟତ ମୁଖା ପିନ୍ଧି ଦୋକାନ ମାଲିକଙ୍କୁ ବନ୍ଧୁକ ଦେଖାଇ ଲୁଟ କରିଥିଲେ। ଡକାୟତମାନେ ଗୋଟିଏ ପଲସର ଓ ସାଇନ ବାଇକରେ…

୧୨୦ ଯାତ୍ରୀଙ୍କୁ କୋଚିରେ ଛାଡି ଉଡିଗଲା ସାଉଦୀଆରବ ଏୟାରଲାଇନ୍ସର ବିମାନ, ରାତିସାରା ବସି ରହିଲେ ଯାତ୍ରୀ

କୋଚି ବିମାନ ବନ୍ଦରରୁ ଏମିତି ଏକ ଖବର ଆସିଛି, ଯାହାକୁ ଶୁଣିଲେ ଆପଣଙ୍କ ହୋସ ଉଡିଯିବ । ସାଉଦୀଆରବ ଏୟାରଲାଇନ୍ସର ଏକ ବିମାନ ଶହେରୁ ଉର୍ଦ୍ଧ୍ୱ ଯାତ୍ରୀଙ୍କୁ କୋଚି ବିମାନବନ୍ଦରରେ ଛାଡି ଊଢିଯାଇଛି । ଯାହାଫଳରେ ଯାତ୍ରୀମାନେ ରାତିସାରା ବିମାନ ବନ୍ଦରରେ ଏପଟ ସେପଟ ହେଉଥିବା ଦେଖିବାକୁ ମଳିଥିଲା…

ଦିଲ୍ଲୀ ୟୁନିଭର୍ସିଟି ନିର୍ବାଚନରେ ଏବିଭିପିର ବାଜିମାତ, ୪ଟି ପଦବୀରୁ ୩ଟିରେ ଏବିଭିପି ପ୍ରାର୍ଥୀ ବିଜୟୀ

ଦିଲ୍ଲୀ ୟୁନିଭର୍ସିଟି ନିର୍ବାଚନରେ ଏବିଭିପିର ବାଜିମାତ। ୩ଟିରେ ଏବିଭିପି ପ୍ରାର୍ଥୀ ବିଜୟୀ ହୋଇଥିବା ବେଳେ ଗୋଟିକରେ NSUI ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ଏବିଭିପିର ତୁଷାର ଦେଢ଼ା ସଭାପତି ପଦରେ ବିଜୟୀ ହୋଇଛନ୍ତି। NSUIର ହିତେଶ ଗୁଲିଆଙ୍କୁ ପରାସ୍ତ କରି ବିଜୟୀ ହୋଇଛନ୍ତି। ସେହିଭଳି…

ୱାନ ନେସନ ୱାନ ଇଲେକ୍ସନ କମିଟିର ପ୍ରଥମ ବୈଠକ, ମତଦେବେ ସବୁ ରାଜନୈତିକ ଦଳ

ୱାନ ନେସନ ୱାନ ଇଲେକ୍ସନ କମିଟିର ପ୍ରଥମ ବୈଠକ। ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଛି। ୮ ଜଣିଆ ସଦସ୍ୟ ବିଶିଷ୍ଟ ଏହି ପ୍ୟାନେଲ ବିଭିନ୍ନ ରାଜନୈତିକ ଦଳ ଓ ଲ କମିଶନର ମେତାମତ ଲୋଡ଼ିବେ। ଏ ନେଇ ଆଜିର ବୈଠକରେ ନିଷ୍ପତ୍ତି ହୋଇଛି। ଦେଶରେ…

ସବୁଠୁ କମ ବୟସର ରାଷ୍ଟ୍ରପତି ପ୍ରାର୍ଥୀଙ୍କ ପାଇଁ ୪୧ ଲକ୍ଷ ଟଙ୍କାର ଡିନର, ଚର୍ଚ୍ଚାରେ ବିବେକ ରାମସ୍ବାମୀ

ଡିନରର ମୁଲ୍ୟ ୪୧ ଲକ୍ଷ ଟଙ୍କା । କଥାଟା ଶୁଣିବାକୁ ଅଡୁଆ ଲାଗୁଥିଲେ ବି ସତ । ଭାରତୀୟ ବଂଶୋଭବ ବିବେକ ରାମସ୍ବାମୀଙ୍କ ପାଇଁ ଏଭଳି ଡିନରର ଆୟୋଜନ କରୁଛନ୍ତି ଆମେରିକା ସିଲିକନ ଭାଲିର ବିଜିନେସ ଟାଇକୁନ । ଆସନ୍ତା ୨୯ରେ ଏଭଳି ଭବ୍ୟ ଡିନର ଆୟୋଜିତ ହେଉଛି । ଆମେରିକା ରାଷ୍ଟ୍ରପତି ନିର୍ବାଚନ…

କାନାଡ଼ା ହେଲାଣି ନୂଆ ପାକିସ୍ତାନ, ଆତଙ୍କବାଦୀଙ୍କ ଚରାଭୂଇଁ ପାଲଟିଛି କାନାଡ଼ା

ଭାରତ ବିରୋଧରେ ଆତଙ୍କବାଦକୁ ପାଳୁଛି କାନାଡ଼ା। ଗତ ଜୁନରେ ନିହତ ହୋଇଥିବା ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜ୍ଜର ପାକିସ୍ତାନରୁ ତାଲିମ ନେଇ ଭାରତ ବିରୋଧରେ କାନାଡ଼ା ମାଟିରୁ ଆତଙ୍କବାଦ ଚଳାଉଥିଲା। ଡଜନ ଡଜନ ମାମଲା ସହ ଭାରତର ମୋଷ୍ଟ ୱାଣ୍ଟେଡ ଥିଲେ ମଧ୍ୟ କାନାଡ଼ା କାର୍ଯ୍ୟାନୁଷ୍ଠାନ ନେଉ…

ସିଂଘମ ଭଳି ଫିଲ୍ମ ବହୁତ ହାନିକାରକ ବାର୍ତ୍ତା ଦେଇଥାଏ : ବମ୍ବେ ହାଇକୋର୍ଟ

ମୁମ୍ବଇ : ବମ୍ବେ ହାଇକୋର୍ଟ ଜଜ ଜଷ୍ଟିସ ଗୌତମ ପଟେଲ ଶୁକ୍ରବାର କହିଛନ୍ତି ଯେ ଆଇନ ପ୍ରକ୍ରିୟାକୁ ଅଣଦେଖା କରି ତୁରନ୍ତ ନ୍ୟାୟ ଦେଉଥିବା ’ହିରୋ ପୋଲିସ କର୍ମୀ’ ଙ୍କ ଫିଲ୍ମ ଷ୍ଟାଇଲ ପ୍ରତିଛବି ବହୁତ ମାରାତ୍ମକ ବାର୍ତ୍ତା ଦେଇଥାଏ । ଯାହାକି ‘ସିଂଘମ’ ଭଳି ଫିଲ୍ମରେ ଦେଖାଯାଇଛି ।…