Below header

ପ୍ରିଗୋଝିନଙ୍କ ମୃତ୍ୟୁ ପରେ ୱାଗନର ଫାଇଟରଙ୍କ ପାଇଁ ଶପଥପାଠ ବାଧ୍ୟତାମୂଳକ କରାଛନ୍ତି ପୁଟିନ

ମୁଖିଆଙ୍କ ମୃତ୍ୟୁ ପରେ ଋଷ ମୁଖ୍ୟଙ୍କ ସହ ହୋଇଛି ନୂଆ ଡିଲ୍। ୱାଗନର ମୁଖ୍ୟ ୟେଭଜେନି ପ୍ରିଗୋଝିନଙ୍କ ମୃତ୍ୟୁ ପରେ ୱାଗନର ଫାଇଟରଙ୍କ ପାଇଁ ଶପଥପାଠ ବାଧ୍ୟତାମୂଳକ କରାଛନ୍ତି ପୁଟିନ। ପୁଟିନଙ୍କ ପକ୍ଷରୁ ଜାରି ହୋଇଥିବା ଏହି ନିର୍ଦ୍ଦେଶନାମା କ୍ରେମଲିନ ୱେବସାଇଟରେ ଉପଲବ୍ଧ। ଏଥିରେ…

ଅଗଷ୍ଟ ୨୩ ତାରିଖକୁ ‘ଜାତୀୟ ମହାକାଶ ଦିବସ’ ଭାବେ ପାଳନ କରାଯିବ-ପ୍ରଧାନମନ୍ତ୍ରୀ ମୋଦି

ଅଗଷ୍ଟ ୨୩ ତାରିଖକୁ 'ଜାତୀୟ ମହାକାଶ ଦିବସ' ଭାବେ ପାଳନ କରାଯିବ । ଇସ୍ରୋ ବୈଜ୍ଞାନିକଙ୍କୁ ସମ୍ବୋଧନ କରିବା ବେଳେ ଏହି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଆଜି ବିଦେଶରୁ ଫେରି ସିଧା ଇସ୍ରୋ ହିରୋଙ୍କୁ ଭେଟିଥିଲେ ପ୍ରଧାନମନ୍ତ୍ରୀ । ବେଙ୍ଗାଳୁରୁ ସ୍ଥିତ ଇସ୍ରୋ ମୁଖ୍ୟାଳୟରେ…

୨୦ ଟି ବିଶ୍ୱ ପ୍ରସିଦ୍ଧ ବ୍ୟଞ୍ଜନ ତାଲିକାରେ ସ୍ଥାନ ପାଇଲା ଭାରତର ‘ବଟର ଚିକେନ

ନିକଟରେ କ୍ରୋସିଆ ଫୁଡ ଗାଇଡ ଟେଷ୍ଟ ଆଟଲାସ ବିଶ୍ୱ ପ୍ରସିଦ୍ଧ ୨୦ ଟି ବ୍ୟଞ୍ଜନ ତାଲିକା ପ୍ରକାଶ କରିଛି । ଯେଉଁଥିରେ ଆଶ୍ଚର୍ଯ୍ୟଜନକ ଭାବେ ଭାରତର ବଟର ଚିକେନ ସ୍ଥାନ ପାଇଛି । ୧୯୪୦ ପରେ ଏହି ବ୍ୟଞ୍ଜନର ଉତ୍ପତ୍ତି ବୋଲି ଏହି ତାଲିକାରେ କୁହାଯାଇଛି । ଏହି ବିଶ୍ୱ ପ୍ରସିଦ୍ଧ ଖାଦ୍ୟ ତାଲିକାରେ…

କ୍ରିକେଟର ଯୁବରାଜ ସିଂହଙ୍କ ଘରକୁ ଆସିଲେ ନୂଆ ଅତିଥି, ଦ୍ୱିତୀୟ କନ୍ୟାସନ୍ତାନର ସୌଭାଗ୍ୟ ଲାଭ କଲେ

ପୂର୍ବତନ ଭାରତୀୟ କ୍ରିକେଟର ଯୁବରାଜ ସିଂହ ଓ ପତ୍ନୀ ହେଜଲ କିଚ୍‌ କନ୍ୟା ସନ୍ତାନ ପାଇବାର ସୌଭାଗ୍ୟ ଲାଭ କରିଛନ୍ତି । ଅର୍ଥାତ ପୁଣି ଥରେ ଯୁବରାଜ ସିଂହ ଶିଶୁ କନ୍ୟା ଓରାର ବାପା ହେବାକୁ ଯାଉଛନ୍ତି । ଯୁବରାଜ ପତ୍ନୀ ଓ କନ୍ୟା ସହ ହସପିଟାଲର ଫଟୋ ମଧ୍ୟ ତାଙ୍କ ଇନଷ୍ଟାଗ୍ରାମରେ ସେୟାର…

ହିମାଚଳ ପ୍ରଦେଶରେ ବର୍ଷା ଓ ଭୂସ୍ଖଳନ ବିପତ୍ତି ଜାରି, ୧୨୦ ଜଣଙ୍କ ମୃତ୍ୟୁ, ୪୦ ନିଖୋଜ

ହିମାଚଳ ପ୍ରଦେଶରେ କୋପ କରିଛି ପ୍ରକୃତି । ସରା ରାଜ୍ୟରେ ଭୂସ୍ଖଳନର ବିପର୍ଯ୍ୟୟ । ମଣ୍ଡି ଜିଲ୍ଲା ଖୋଲାନଲା ଓ ସେହେନୁ ଗୋଉନି ଗାଁରେ ବାଦଲ ଫଟା ବର୍ଷା । ୫୧ ଲୋକଙ୍କୁ ଉଦ୍ଧାର କରିଛି NDR ଟିମ୍ । କୁଲୁ-ମଣ୍ଡି ରାସ୍ତା ଧୋଇ ଯାଇଛି । ହିମାଚଳ ପ୍ରଦେଶରେ ବର୍ଷା ଓ ଭୂସ୍ଖଳନ ବିପତ୍ତି ଜାରି…

ଜି-୨୦ ସମ୍ମିଳନୀ ପାଇଁ ଦିଲ୍ଲୀର ଫାଇଭ ଷ୍ଟାର ହୋଟେଲରେ ଭଡା ଆକାଶ ଛୁଆଁ, ରାତି ପିଛା ଭଡ଼ା ୨୦ ଲକ୍ଷ ଟଙ୍କା

ଜି-୨୦ ସମ୍ମିଳନୀର ଆୟୋଜନ ପାଇଁ ପ୍ରସ୍ତୁତ ଭାରତ । ଆସନ୍ତା ସେପ୍ଟେମ୍ବର ୯ରୁ ୧୦ ଦିଲ୍ଲୀରେ ଆୟୋଜିତ ହେବ ଜି-୨୦ ସମ୍ମିଳନୀ । ଏହି ବିଶ୍ବସ୍ତରୀୟ ସମ୍ମିଳନୀରେ ସାମିଲ ହେବେ ବିଶ୍ବର ବହୁ ବିଶିଷ୍ଟ ନେତା । ତେଣୁ ଦିଲ୍ଲୀର ଫାଇଭ ଷ୍ଟାର ହୋଟେଲରେ ଭଡା ଏବେ ଆକାଶ ଛୁଆଁ । ଏପରିକି କିଛି ବଡ଼…

ଚନ୍ଦ୍ର ପୃଷ୍ଟରେ ୮ ମିଟର ଚାଲିଲା ପ୍ରଜ୍ଞାନ ରୋଭର, ଏବେ ପଠାଇବ ସମସ୍ତ ରିପୋର୍ଟ

ବେଙ୍ଗାଲୁର : ଚନ୍ଦ୍ରାୟନ-୩ ରୋଭର ପ୍ରଜ୍ଞାନ ଚନ୍ଦ୍ର ପୃଷ୍ଟରେ ସଫଳତାର ସହ ୮ ମିଟର ଚାଲିଛି । ଏହା ସହ ଏହାର ପେଲୋଡସ ଖୋଲିଛି ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି । ରୋଭର ପେଲୋଡସ ‘LIBS’ ଓ ‘APXS’ ଖୋଲିଛି ବୋଲି ଇସ୍ରୋ ପକ୍ଷରୁ ଟ୍ଵିଟ କରାଯାଇଛି । Chandrayaan-3 Mission: All…

ଲାଲୁ ବ୍ୟାଡମିଣ୍ଟନ ଖେଳୁଛନ୍ତି ଯଦି କାହିଁକି ଜେଲ ଯିବେ ନାହିଁ, ଲାଲୁଙ୍କ ଜାମିନ ନେଇ ସୁପ୍ରିମ କୋର୍ଟରେ ଚ୍ୟାଲେଞ୍ଜ…

C ଲାଲୁଙ୍କ ଜାମିନ ରଦ୍ଦ ସହ ତାଙ୍କୁ ଜେଲ ପଠାଯିବା ନେଇ ସୁପ୍ରିମକୋର୍ଟରେ ସିବିଆଇ ମାମଲା ଦାଏର କରିଛି । ଲାଲୁଙ୍କ ଓକିଲ କପିଲ ଶିବାଲ ଯୁକ୍ତି ବାଢ଼ିଥିଲେ ଯେ ଲାଲୁଙ୍କ ନିକଟରେ କିଡନୀ ପ୍ରତ୍ୟାରୋପଣ କରାଯାଇଛି । ସେ ସମ୍ପୁର୍ଣ୍ଣ ଅସୁସ୍ଥ ଅଛନ୍ତି,ହେଲେ ସିବିଆଇ ତାଙ୍କୁ ପୁଣି ଜେଲ…

ଭାରତରେ ହେବାକୁ ଥିବା ଜି-୨୦ ସମ୍ମିଳନୀରେ ଯୋଗ ଦେବେନି ରୁଷ ରାଷ୍ଟ୍ରପତି ଭ୍ଲାଦମିର ପୁଟିନ

ନୂଆଦିଲ୍ଲୀ : ଆଗାମୀ ସେପ୍ଟେମ୍ବର ମାସରେ ଭାରତରେ ହେବାକୁ ଥିବା ଜି-୨୦ ସମ୍ମିଳନୀରେ ଯୋଗ ଦେବେନି ରୁଷ ରାଷ୍ଟ୍ରପତି ଭ୍ଳାଦମିର ପୁଟିନ । ଏ ସମ୍ପର୍କରେ କ୍ରେମଲିନରୁ ମୁଖପାତ୍ର ଦିମିତ୍ରି ପେସକଭ ଆଜି ପ୍ରକାଶ କରିଛନ୍ତି । ୟୂକ୍ରେନରେ ସ୍ୱତନ୍ତ୍ର ମିଲିଟାରୀ ଅପରେସନ ଯୋଗୁ ପୁଟିନ ଏହି…

୨୦୨୪ ରାଷ୍ଟ୍ରପତି ନିର୍ବାଚନରେ ଟ୍ରମ୍ପ ପ୍ରଥମ ପସନ୍ଦ

କମୁନି ପୂର୍ବତନ ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କ କ୍ରେଜ । ବିଭିନ୍ନ ମାମଲାରେ ଛନ୍ଦି ହୋଇଥିଲେ ମଧ୍ୟ ରାଷ୍ଟପତି ପାଇଁ ପ୍ରଥମ ପସନ୍ଦ ହୋଇଛନ୍ତି ଟ୍ରମ୍ପ । ୨୦୨୪ ରାଷ୍ଟ୍ରପତି ନିର୍ବାଚନରେ ଟ୍ରମ୍ପ ପ୍ରଥମ ପସନ୍ଦ । ଦୋଷୀ ହେବା ପରେ ମଧ୍ୟ ମିଳିଲା ୭ ସମର୍ଥକଙ୍କ ସମର୍ଥନ। ନିର୍ବାଚନ ପୂର୍ବରୁ…

 ନେପାଳରେ ମର୍ମନ୍ତୁଦ ଦୁର୍ଘଟଣା, ୭ ମୃତ

ନେପାଳରେ ମର୍ମନ୍ତୁଦ ଦୁର୍ଘଟଣା, ୭ ମୃତ । ନେପାଳର ବାରାର ଜିତପୁର ସିମାରା ଉପ-ମହାନଗର ଚୁରିୟାମାଇ ମନ୍ଦିର ନିକଟରେ ଦୁର୍ଘଟଣାେ । ଦୁର୍ଘଟଣାରେ ୭ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ସେମାନଙ୍କ ମଧ୍ୟରେ ଅଛନ୍ତି ୬ ଭାରତୀୟ ତୀର୍ଥଯାତ୍ରୀ । ବସ୍ ଟି ତୀର୍ଥଯାତ୍ରୀମାନଂକୁ ନେଇଯାଉଥିବାବେଳେ…

ବୃଦ୍ଧି ପାଇବ ଭାରତୀୟ ସଶସ୍ତ୍ର ବାହିନୀର କାର୍ଯ୍ୟକ୍ଷମତା, ୭,୮୦୦ କୋଟିର ପ୍ରସ୍ତାବକୁ ମଂଜୁରୀ

ଭାରତୀୟ ସଶସ୍ତ୍ର ବାହିନୀର କାର୍ଯ୍ୟକ୍ଷମତା ବୃଦ୍ଧି ପାଇଁ ୭,୮୦୦ କୋଟିର ପ୍ରସ୍ତାବକୁ ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ-DAC ମଂଜୁରୀ ପ୍ରଦାନ କରିଛି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ପରିଷଦ ବୈଠକରେ ପ୍ରତିରକ୍ଷା କ୍ରୟ ସହ ଜଡିତ ପ୍ରସ୍ତାବଗୁଡିକର…