‘ରାହୁଳଙ୍କ ପାଇଁ ଜଣେ ଭଲ ଝିଅ ଖୋଜିଦିଅ’, ହରିୟାନା ମହିଳାଙ୍କୁ କହିଲେ ସୋନିଆ ଗାନ୍ଧି

ନୂଆଦିଲ୍ଲୀ : ପୁଅ ପାଇଁ ଗୋଟେ ଭଲ ଝିଅ ଦେଖ । ଏମିତି କହିଛନ୍ତି ର୍ପୂବତନ କଂଗ୍ରେସ ଅଧ୍ୟକ୍ଷା ତଥା ସାଂସଦ ସୋନିଆ ଗାନ୍ଧି। ନିକଟରେ ହରିୟାନାର କିଛି ମହିଳାଙ୍କୁ ଏପରି କହିଛନ୍ତି ସୋନିଆ ଗାନ୍ଧି । ନିକଟରେ ହରିୟାନାର କିଛି ମହିଳା ସୋନିଆ ଗାନ୍ଧି ଓ ତାଙ୍କ ପରିବାର ସହ ସାକ୍ଷାତ ପାଇଁ…

କେଉଁ ରାଶି ପାଇଁ ଆଜିର ଦିନଟି ଶୁଭ, ଜାଣନ୍ତୁ ଭାଗ୍ୟଫଳ

ମେଷ: ଆଜିର ଦିନ ଆପଣଙ୍କ ପାଇଁ ଭଲ ରହିବ। କ୍ୟାରିୟରରେ ଉନ୍ନତି କରିବେ। ଲୋକମାନେ ଆପଣଙ୍କୁ ପ୍ରଶଂସା କରିବେ। ଧନ ବୃଦ୍ଧି ହେବ। ବୃଷ: ଭାଗ୍ୟ ଆପଣଙ୍କୁ ସମର୍ଥନ କରିବ। କୌଣସି ବଡ଼ କମ୍ପାନୀ ସହ ପାର୍ଟନରସିପ୍‌ କରିବାକୁ ମଉକା ମିଳିବ। ଜୀବନସାଥୀ ଖୁସି ରହିବେ। ମିଥୁନ: କେହି ନିଜ ଲୋକ…

୧୨ ଘଣ୍ଟାରେ ହେବ ଇନକମ୍‌ ଟ୍ୟାକ୍ସ ରିଫଣ୍ଡ, ରେକର୍ଡ ନମ୍ବର ଟ୍ୟାକ୍ସ ପଇଠ ହେବା ପରେ ନିଷ୍ପତ୍ତି

ନୂଆଦିଲ୍ଳୀ : ଇନକମ ଟ୍ୟାକ୍ସ ରିଫଣ୍ଡ ଟାଇମ ବହୁତ କମିଯାଇଛି । ଯେଉଁମାନେ ୨୦୨୩-୨୪ ବର୍ଷ ପାଇଁ ଟ୍ୟାକ୍ସ ପଇଠ କରିଛନ୍ତି ସେମାନଙ୍କୁ ରିଫଣ୍ଡ ପାଇବାକୁ କିଛି ସପ୍ତାହ ଅପେକ୍ଷା କରିବାକୁ ପଡୁଥିଲା । ତେବେ ଜୁଲାଇ ମାସରେ ଟ୍ୟାକ୍ସ ରିଟର୍ଣ୍ଣ କରିଥିବା ବହୁ କରଦାତା ରିଫଣ୍ଡ କିଛି ଦିନ…

ଦିଲ୍ଲୀରେ ଶତାଧିକ କୁକି ସଂପ୍ରଦାୟ ଶତାଧିକ ଲୋକଙ୍କ ପ୍ରତିବାଦ

କୁକି ସଂପ୍ରଦାୟର ପ୍ରତିବାଦ । ରାଜଧାନୀ ଦିଲ୍ଲୀରେ ଶତାଧିକ କୁକି ସଂପ୍ରଦାୟ ଶତାଧିକ ଲୋକଙ୍କ ପ୍ରତିବାଦ । ଯନ୍ତରମନ୍ତରରେ ନିରବ ପ୍ରତିବାଦ କରିଛନ୍ତି। ପ୍ରତିବାଦକାରୀଙ୍କ ଭିତରେ ଅଧିକାଂଶ ଛାତ୍ରଛାତ୍ରୀ ଅଛନ୍ତି। ୩ ମାସ ଧରି ଅଶାନ୍ତ ରହିଛି ମଣିପୁର। ଗତ ମେ ୩ ତାରିଖରେ ସଂରକ୍ଷଣକୁ…

ଦାଦାବଟି ମାଗି ଗିରଫ ହେଲେ ଦୁଇ ଅଭିଯୁକ୍ତ, ପିସ୍ତଲ ଓ ଜୀବନ୍ତ ଗୁଳି ଜବତ

ଗଞ୍ଜାମ : ଦାଦା ବଟି ମାଗିବା ଅଭିଯୋଗରେ ଦୁଇ ଅଭିଯୁକ୍ତକୁ ଆଜି ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତଙ୍କ ଠାରୁ ଗୋଟିଏ ପିସ୍ତଲ, ୬ଟି ଜୀବନ୍ତ ଗୁଳି, ଗୋଟିଏ ମାଗାଜିନ, ଗୋଟିଏ ଏମସି ଓ ୨ଟି ମୋବାଇଲ ଫୋନ ଜବତ କରିଛି ପୋଲିସ । ପ୍ରାପ୍ତ ସୂଚନା ଅନୁଯାୟୀ, ଗତ ଏପ୍ରିଲ ମାସ ୧୯ ତାରିଖରେ…

ଚୀନର ଦୋମୁହାଁ ନୀତି : ଶାନ୍ତିର କଥା କହୁଛି, ପୁଣି ରୁଷକୁ ମତାଉଛି

ସାମନାକୁ ଆସିଲା ଚୀନର ଦୋମୁହାଁ ନୀତି । ରୁଷ୍‌-ୟୁକ୍ରେନ ମଧ୍ୟରେ ଚୀନ ଶାନ୍ତିର କଥା କହୁଛି । ଶାନ୍ତିର ପ୍ରସ୍ତାବ ବି ରଖୁଛି । କିନ୍ତୁ ଚୀନର ରୁଷକୁ ପରୋକ୍ଷ ସମର୍ଥନ ଜାରି ରଖିଛି ଏହା ବି ସ୍ପଷ୍ଟ ହୋଇଛି । ଚୀନର ପୋଲ ଖୋଲିଛନ୍ତି ଅନ୍ତର୍ଜାତୀୟ ଗଣମାଧ୍ୟମ । ଚର୍ଚ୍ଚାକୁ ଖୋରାକ୍‌ ଯୋଗାଉଛି…

ପୁଣି ଦିଲ୍ଲୀରେ ବର୍ବର କାଣ୍ଡ : ବିବାହ ପାଇଁ ମନା କରିବାକୁ ଛାତ୍ରୀଙ୍କ ମୁଣ୍ଡକୁ ରଡ୍‌ରେ ପିଟି ହତ୍ୟା

ନୂଆଦିଲ୍ଲୀ : ପୁଣି ମହିଳାଙ୍କ ପାଇଁ ଅସୁରକ୍ଷିତ ଦିଲ୍ଲୀ। ବିବାହ ପାଇଁ ମନା କରିବାକୁ ଛାତ୍ରୀଙ୍କ ମୁଣ୍ଡକୁ ରଡ୍‌ରେ ପିଟି ହତ୍ୟା। ଦିଲ୍ଲୀ ମାଲବୀୟ ନଗରର ଏକ ପାର୍କରେ ଏଭଳି ବର୍ବର କାଣ୍ଡ ଦେଖିବାକୁ ମିଳିଛି। କମଳା ନେହେରୁ କଲେଜର ଛାତ୍ରୀ ଜଣକ ତାଙ୍କ ପୁରୁଷ ବନ୍ଧୁଙ୍କ ସହ ପାର୍କକୁ…

ଅଭିଯୋଗ ନ ଶୁଣିବାରୁ ଅଭିନବ ଉପାୟ ଆପଣେଇଲେ ଅଭିଯୋଗକାରୀ, ଅଫିସରଙ୍କ ଟେବୁଲରେ ଛାଡିଦେଲେ ସାପ

ହାଇଦ୍ରାବାଦ : ଅଭିଯୋଗର ତୁରନ୍ତ ଫୈସଲା କେଉଁଠି ହୋଇଥାଏ ତ କେଉଁଠି ବାବୁମାନେ ଶୁଣି ନଥାନ୍ତି । ଅଭିଯୋଗ ନଶୁଣିବାରୁ ଅଫିସର ବାବୁଙ୍କୁ ଏମିତି ପାନେ ଦେଇଛନ୍ତି ଅଭିଯୋଗକାରୀ । ଅଫିସ ଟେବୁଲ ଉପରେ ସାପଟିକୁ ଛାଡି ଦେଇଥିଲେ ଅଭିଯୋଗକାରୀ । ଘଟଣାଟି ଘଟିଛି ହାଇଦ୍ରାବାଦ ମ୍ୟୁନିସପାଲଟି…

ପାକିସ୍ତାନ ବିଶ୍ୱବିଦ୍ୟାଳୟରେ ସେକ୍ସ ସ୍କାଣ୍ଡାଲର ପର୍ଦ୍ଦା ଫାଶ, ଧରାପଡିଲା ଛାତ୍ରୀଙ୍କ ୫୫୦୦ ଅଶ୍ଳୀଳ ଭିଡିଓ

ନୂଆଦିଲ୍ଲୀ : ପାକିସ୍ତାନ ବିଶ୍ୱବିଦ୍ୟାଳୟରେ ବହୁତ ବଡ଼ ସେକ୍ସ ସ୍କାଣ୍ଡାଲ ସାମନାକୁ ଆସିଛି । ଯେଉଁଠି କଲେଜ ଛାତ୍ରୀଙ୍କର ୫୫୦୦ ଅଶ୍ଳୀଳ ଭିଡିଓ ମୋବାଇଲରୁ ମୋବାଇଲ ଘୁରି ବୁଲୁଥିବା ଦେଖିବାକୁ ମିଳିଛି । ପାକିସ୍ତାନରେ ଏହି ସ୍କାଣ୍ଡାଲ ସାରା ବିଶ୍ୱରେ ଚର୍ଚ୍ଚାର ବିଷୟ ହୋଇଛି । ଏହି…

ଆଜିର ରାଶିଫଳ: ଭାଗ୍ୟବାନ୍‌ ରହିବେ, ମଉଜ, ମସ୍ତିରେ ଦିନ କଟିବ

ମେଷ : ଶିକ୍ଷା, ପ୍ରତିଯୋଗିତା କ୍ଷେତ୍ରରେ ସଫଳତା ମିଳିବ। ପାରିବାରିକ ଜୀବନ ସୁଖମୟ ହେବ। ଆର୍ଥିକ ସ୍ଥିତି ଦୃଢ଼ ହେବ। ଶିକ୍ଷା, ପ୍ରତିଯୋଗିତା କ୍ଷେତ୍ରରେ ସଫଳତା ମିଳିବ। ବୃଷ: ଆର୍ଥିକ ସ୍ଥିତି ମଜଭୁତ ହେବ। ଭାଇ-ଭଉଣୀ କିମ୍ବା ଅଧୀନସ୍ଥ କର୍ମଚାରୀଙ୍କଠାରୁ ଚାପ ମିଳିପାରେ। ବ୍ୟକ୍ତି…

ଜଳବନ୍ଦୀ ମାୟାନଗରୀ ମୁମ୍ବାଇ, ପ୍ରବଳ ବର୍ଷାରେ ଅଧିକାଂଶ ଅଞ୍ଚଳ ଉବୁଟୁବୁ

ମାୟାନଗରୀ ମୁମ୍ବାଇ ଜଳବନ୍ଦୀ। ପ୍ରବଳ ବର୍ଷାରେ ମୁମ୍ବାଇର ଅଧିକାଂଶ ଅଞ୍ଚଳ ଉବୁଟୁବୁ। ଟ୍ରେନ୍‌ ଲାଇନ ମଧ୍ୟ ବୁଡ଼ି ଯାଇଛି। ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଛି। ୨୪ ଘଣ୍ଟାରେ କୋଲାବାରେ ୨୨୩ ମିଲିମିଟର ବର୍ଷା ହୋଇଥିବା ବେଳେ ଶାନ୍ତାକ୍ରୁଜରେ ୧୪୫ ମିଲିମିଟର ବର୍ଷା ହୋଇଛି। ବାନ୍ଦ୍ରା ଅଞ୍ଚଳରେ…

ମଣିପୁର ଭାଇରାଲ ଭିଡିଓ ମାମଲାର ତଦନ୍ତ କରିବ ସିବିଆଇ

ମଣିପୁର ଭାଇରାଲ ଭିଡିଓ ମାମଲାର ତଦନ୍ତ କରିବ ସିବିଆଇ। ଗୃହ ମନ୍ତ୍ରାଳୟ ସିବିଆଇକୁ ମାମଲା ହସ୍ତାନ୍ତ କରିଛି। ଜୁଲାଇ ୧୯ ତାରିଖରେ ଭାଇରାଲ ହୋଇଥିଲା ଭିଡିଓ। ଦୁଇ ଜଣ କୁକି ଆଦିବାସୀ ମହିଳାଙ୍କୁ ଉଲଗ୍ନ କରି ରାସ୍ତାରେ ଚଲାଇ ଚଲାଇ ନେବା ପରେ ଗଣଦୁଷ୍କର୍ମ କରି ଅତି ନୃଶଂସ ଭାବେ ହତ୍ୟା…