ବଢିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ନିର୍ଦ୍ଦେଶକଙ୍କ କାର୍ଯ୍ୟକାଳ, ୧୫ ଯାଏ କାର୍ଯ୍ୟକାଳ ବଢାଇଲେ ସୁପ୍ରିମକୋର୍ଟ

ବଢିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ନିର୍ଦ୍ଦେଶକଙ୍କ କାର୍ଯ୍ୟକାଳ । ସେପ୍ଟେମ୍ବର ୧୫ ଯାଏ କାର୍ଯ୍ୟକାଳ ବଢାଇଲେ ସୁପ୍ରିମକୋର୍ଟ । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ନିର୍ଦ୍ଦେଶକ ସଞ୍ଜୟ କୁମାର ମିଶ୍ରଙ୍କ କାର୍ଯ୍ୟକାଳ ପୁନଶ୍ଚ ବୃଦ୍ଧି ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା କେନ୍ଦ୍ର ।…

ବିହାରରେ ପୋଲିସ ଓ ଆନ୍ଦୋଳନକାରୀ ମୁହାଁମୁହିଁ, ୨ ମୃତ

ପାଟନା : ବିହାର କଟିୟାରରେ ଉତ୍ତେଜନା । ପୋଲିସ ଓ ଆନ୍ଦୋଳନକାରୀ ମୁହାଁମୁହିଁ, ୨ ମୃତ । ବିଦ୍ୟୁତ ବିଭାଗ ବିରୋଧରେ ପ୍ରତିବାଦ ବେଳେ ମୁହାଁମୁହିଁ ହୋଇଥିଲେ ସ୍ଥାନୀୟ ଲୋକ ଓ ପୋଲିସ । ପୋଲିସ ଆକାଶକୁ ଫାୟରିଙ୍ଗ କରିଥିଲା । ତେବେ ଘଟଣାରେ ୨ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନେକ ଆହତ ହୋଇଛନ୍ତି ।…

ବଢିବାରେ ଲାଗିଛି ପୂର୍ବ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଅଡ଼ୁଆ, ଅଗଷ୍ଟ ୧ରେ ହାଜର ହେବାକୁ ସମନ

ନୂଆଦିଲ୍ଲୀ : ବଢିବାରେ ଲାଗିଛି ପାକିସ୍ତାନ ପୂର୍ବ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଅଡ଼ୁଆ । ଅଗଷ୍ଟ ୧ରେ ହାଜର ହେବାକୁ ଇମ୍ରାନକୁ ହାଜର ହେବାକୁ ସମନ। ସାଇଫର ମାମଲାରେ FIA କରିଛି ସମନ। କିଛି ଦିନ ପୂର୍ବରୁ ଇମ୍ରାନଙ୍କୁ ୨ ଘଣ୍ଟାରୁ ଅଧିକ ସମୟ ଜେରା କରିଥିଲା FIA। ଅନ୍ୟପଟେ ତୋଷଖାନା…

ବିଭିନ୍ନ ଦାବିନେଇ ପଞ୍ଚାୟତ ନିର୍ବାହୀ ଅଧିକାରୀ ସଂଘ ପକ୍ଷରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ଧମକ, ଅଗଷ୍ଟ ୩ ରୁ କଳାବ୍ୟାଚ…

କେନ୍ୟୁଜ(ବ୍ୟୁରୋ) : ନିଖିଳ ଉତ୍କଳ ପଞ୍ଚାୟତ ଅଧିକାରୀ ସଂଘ (ପିଇଓ) ପକ୍ଷରୁ ବିଭିନ୍ନ ଦାବି ନେଇ ଭୁବନେଶ୍ୱରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସଂଘ ପକ୍ଷରୁ, ପିଇଓମାନଙ୍କ ଶିକ୍ଷାଗତ ଯୋଗ୍ୟତା +୨ ରୁ +୩(ସ୍ନାତକ) କରିବା ସହ ଦରମା ୨୧,୭୦୦ ଟଙ୍କାରୁ (ପେ-ଲେବଲ ୫)…

କରଜ ଟଙ୍କା ଶୁଝି ନପାରିବାରୁ ମହିଳାଙ୍କୁ ସ୍ୱାମୀ ଆଗରେ ଦୁଷ୍କର୍ମ କଲା ମହାଜନ, ପୁଣି ଭିଡ଼ିଓ କଲା ଭାଇରାଲ

ଏକ ଅଭାବନୀୟ ଘଟଣା ଘଟିଯାଇଛି ମହାରାଷ୍ଟ୍ରର ପୁନେ ଅଂଚଳରେ । ଜଣେ ମହିଳା କରଜ ଶୁଝି ନପାରିବାରୁ କରଜଦାତା ତାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହେବା ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଅଭିଯୁକ୍ତକୁ ଗିରଫ କରି ଜେଲ ପଠାଇ ଦିଆଯାଇଥିବା ଜଣାଯାଇଛି । ଗତ ଫେବ୍ରୁଆରୀ ମାସରେ…

ରାଜସ୍ଥାନ ସରକାର ଓ ବିପକ୍ଷ ଦଳ ଉପରେ ମୋଦିଙ୍କ ମାଡ଼- “ଲାଲ ଡାଏରୀ ରାଜ ଖୋଲିଲେ ବଡ ବଡ଼ ନେତା ବି ଖସି…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜସ୍ଥାନ ସିକର ଗସ୍ତରେ ଯାଇ ବହୁ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିଛନ୍ତି । ଏହି ଅବସରରେ ରାଜସ୍ଥାନ ସରକାର ଓ ବିପକ୍ଷ ମେଣ୍ଟ ଦଳ (ଇଣ୍ଡିଆ) କୁ କଡ଼ା ସମାଲୋଚନା କରିଛନ୍ତି । ପ୍ରଧାନମନ୍ତ୍ରୀ କହିଥିଲେ, ସିମି ସଂଗଠନର ନାମ ମଧ୍ୟ ଇଣ୍ଡିଆ ସହ ଜଡିତ…

୫ ବର୍ଷର ଶିଶୁକନ୍ୟାକୁ କଚାଡି ମାରିବା ଅଭିଯୋଗରେ ଅଭିଯୁକ୍ତ ବାପାକୁ ଆଜୀବନ ଜେଲ୍‌

ପିଶାଚ ବାପାକୁ ଆଜୀବନ ଜେଲ୍‌ । ୫ ବର୍ଷର ଶିଶୁକନ୍ୟାକୁ କଚାଡି ମାରିବା ଅଭିଯୋଗରେ ଅଭିଯୁକ୍ତ ବାପାକୁ ଆଜୀବନ ଜେଲ ଦଣ୍ଡାଦେଶ ସହ ୫୦ ହଜାର ଟଙ୍କା ଜରିମାନା । ବୌଦ୍ଧ ଜିଲ୍ଲା କଣ୍ଟାମାଳ ଏଡିଜେ ଏହି ରାୟ ଶୁଣାଇଛନ୍ତି । ଗତ ୨୦୨୨ ମସିହା ଅଗଷ୍ଟ ୧ତାରିଖରେ କଣ୍ଟାମାଳ ନାରାୟାଣପ୍ରସାଦ ଛକରେ…

ରାଜ୍ୟସ୍ତରୀୟ ୱିଣ୍ଡୋ କ୍ଲିୟରାନ୍‌ସ ଅଥରିଟି ଦ୍ୱାରା ୮ଟି ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ

ରାଜ୍ୟସ୍ତରୀୟ ୱିଣ୍ଡୋ କ୍ଲିୟରାନ୍‌ସ ଅଥରିଟି ଦ୍ୱାରା ୮ଟି ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ। ଓଡ଼ିଶା ସରକାରଙ୍କ ରାଜ୍ୟସ୍ତରୀୟ ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍‌ସ ଅଥରିଟିର ୧୨୦ତମ ବୈଠକରେ ୮ଟି ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ ମିଳିଛି। ୧୨୫୦ କୋଟି ଟଙ୍କା ବିନିଯୋଗରେ ପ୍ରକଳ୍ପ ଦ୍ୱାରା ୩୬୪୦…

କରଞ୍ଜିଆ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ବରିଷ୍ଠ କିରାଣୀଙ୍କୁ ୫ ବର୍ଷ ଜେଲ

ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ବରିଷ୍ଠ କିରାଣୀ ବିଶେଶ୍ୱର ଗିରିଙ୍କୁ ୫ ବର୍ଷ ଜେଲ । ଜେଲଦଣ୍ଡ ଶୁଣାଇଲେ ବାରିପଦା ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ। ଏହାସହ ୩୦ ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ଦିଆଯାଇଛି । ଜରିମାନା ଅନାଦେୟ ଅଧିକ ୩ ମାସ କାରାଦଣ୍ଡର ରାୟ…

ପାଣି ପିଇବାକୁ ଯାଇ ଫସିଲେ ଗାଈ ପଲ, ଉଦ୍ଧାର କଲେ ସ୍ଥାନୀୟ ଯୁବକ

ବୌଦ୍ଧ : ହରଭଂଗା ବ୍ଲକ ଅନ୍ତର୍ଗତ ଖରସଙ୍କୁଲେଈ ଠାରେ ଆଜି ମହାନଦୀର ବନ୍ୟାଜଳରେ ଫସିଥିବା ଗାଈ ପଲଙ୍କୁ ସ୍ଥାନୀୟ ଯୁବକମାନେ ଉଦ୍ଧାର କରିଛନ୍ତି l ହୀରାକୁଦ ଡ୍ୟାମ ତାର ପ୍ରଥମ ବନ୍ୟା ଜଳ ନିଷ୍କାସନ କରିଛି l ଏନେଇ ପୂର୍ବରୁ ନଦୀ କୁଳିଆ ଅଞ୍ଚଳ ବାସୀଙ୍କୁ ସତର୍କ ସୂଚନା ଦେବା ସହ ସ୍ଥାନୀୟ…

ରାସ୍ତାରେ ଜଳିଗଲା ଇଲେକ୍ଟ୍ରି ସ୍କୁଟର

 ଛତ୍ରପୁର : ରାସ୍ତାରେ ଜଳିଗଲା ଇଲେକ୍ଟ୍ରି ସ୍କୁଟର । ଛତ୍ରପୁର ବ୍ଯାଙ୍କ କଲୋନୀରେ ଘଟିଛି ଏଭଳି ଘଟଣା । ବ୍ଯାଙ୍କ କଲୋନୀ ବାସିନ୍ଦା ବିମଳ ପାଣିଗ୍ରାହୀଙ୍କ ଇଲେକ୍ଟ୍ରି ସ୍କୁଟରଟି ଜଳିଯାଇଥିବା ସୂଚନା ମିଳିଛି । ସ୍କୁଟର ଧରି ସ୍କୁଲ ଯିବା ସମୟରେ ଗାଡିଟି ଜଳିଯାଇଥିବା ଦେଖିବାକୁ ମିଳିଛି ।…

ଆଶାଦିଦିଙ୍କ କାଠ ଫାଳିଆ ମାଡ଼ରେ ବିଧବା ମହିଳାଙ୍କ ଫାଟିଲା ମୁଣ୍ଡ

ମୋହନା : ପରକୀୟା ପ୍ରତି ସନ୍ଦେହରେ ଆକ୍ରମଣ, ଆକ୍ରମଣ କରିଛନ୍ତି ଜଣେ ଆଶାଦିଦି l ଘଟଣାଟି ଘଟିଛି ଗଜପତି ଜ଼ିଲ୍ଲା ମୋହନା ଖ୍ରୀଷ୍ଟିଆନ ସାହିରେ l ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଖ୍ରୀଷ୍ଟିଆନ ସାହିର ଆଶାଦିଦି ରେଣୁ ଲିମା ମଙ୍ଗଳବାର ପଡୋଶୀ ପ୍ରେମଲତା ଲିମାଙ୍କ ସହ ବଚସା କରିବା…