ଡ୍ରାଇଭର ଏକତା ମହାମଞ୍ଚର ଚେତାବନୀ, ବୋର୍ଡ ଗଠନ ନକଲେ ଅଗଷ୍ଟ ୧ ରୁ ରାଜ୍ୟରେ ଅଖ ଚକ ବନ୍ଦ

ଡ୍ରାଇଭର ଏକତା ମହାମଞ୍ଚର ଚେତାବନୀ । ଆସନ୍ତା ୩୦ତାରିଖ ମଧ୍ୟରେ ସରକାର ମୋଟର ଚାଳକ ଓ କର୍ମଚାରୀ କଲ୍ୟାଣ ବୋର୍ଡ ଗଠନ ନ କଲେ ଅଗଷ୍ଟ ୧ ତାରିଖରୁ ରାଜରାସ୍ତାକୁ ଓହ୍ଲାଇବ ସଂଘ । ଓଡ଼ିଶା ଡ୍ରାଇଭର ମହାସଂଘର ରାଜ୍ୟ ସଭାପତି ପ୍ରଶାନ୍ତ ମେଣ୍ଡୁଲି କହିଛନ୍ତି ଗତ ମାର୍ଚ୍ଚ ୧୫ ତାରିଖରେ ଷ୍ଟିୟରିଂ…

କୁସୁମୀ ନଦୀରୁ ଗଳିତ ଶବ ଉଦ୍ଧାର, ପୋଲିସ ତଦନ୍ତ ଜାରି

ନୟାଗଡ଼ : କୁସୁମୀ ନଦୀରୁ ଗଳିତ ଶବ ଉଦ୍ଧାର ହୋଇଛି । ତେବେ ଶବର ପରିଚୟ ମିଳିପାରିନାହିଁ। ନୟାଗଡ଼ ଜିଲ୍ଲା ଓଡ଼ଗାଁ ଆଦର୍ଶ ଥାନା ଅନ୍ତର୍ଗତ ବିଲମାନପୁର ଗ୍ରାମ ସ୍ମଶାନ ପାଖ ଦେଇଯାଇଥିବା କୁସୁମୀ ନଦୀରେ ଏକ ଗଳିତ ଶବ ପାଣିରେ ଭାସୁଥିବା ଦେଖି ଲୋକେ ପୁଲିସ ଓ ଅଗ୍ନିଶମ ବିଭାଗର କର୍ମଚାରୀଙ୍କୁ…

ଓଏସଏସସି ପରିଚାଳିତା ଜେଇ ମେନ୍‌ ସିଭିଲ୍‌ ପରୀକ୍ଷା ବାତିଲ, ଆଗାମୀ ପରୀକ୍ଷା କେବେ ଜାଣନ୍ତୁ

ପ୍ରଶ୍ନପତ୍ର ଲିକ୍‌ ପରେ ଓଏସଏସସି ପରିଚାଳିତା ଜେଇ ମେନ୍‌ ସିଭିଲ୍‌ ପରୀକ୍ଷା ବାତିଲ ହୋଇଛି । ଏନେଇ ଓଡ଼ିଶା ଷ୍ଟାଫ୍‌ ସିଲେକସନ୍‌ କମିଶନ ପକ୍ଷରୁ ସୂଚନା ହୋଇଛି । ଆସନ୍ତା ସେପ୍ଟେମ୍ବର ୩ ତାରିଖରେ ସାନି ପରୀକ୍ଷା ହେବ । ପ୍ରଶ୍ନପତ୍ର ଲିକ୍‌ ଜନିତ ଘଟଣାରେ ପରୀକ୍ଷା ବାତିଲ ହୋଇଥିବାରୁ ଦୁଃଖ…

ଆସନ୍ତାକାଲିଠାରୁ ଖୋଲିବ ଶ୍ରୀମନ୍ଦିର ପଶ୍ଚିମ ଦ୍ୱାର, କେବଳ ପୁରୀ ବାସୀଙ୍କ ପାଇଁ ଦ୍ୱାର ଖୋଲିବ

ପୁରୀ : ପୁରୀବାସୀଙ୍କ ପାଇଁ ଖୁସି ଖବର । ଆସନ୍ତାକାଲିଠାରୁ ଖୋଲିବ ଶ୍ରୀମନ୍ଦିର ପଶ୍ଚିମ ଦ୍ୱାର । କେବଳ ପୁରୀ ବାସୀଙ୍କ ପାଇଁ ଦ୍ୱାର ଖୋଲିବ । ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ବସିଥିବା ସବ୍‌ କମିଟି ବୈଠକରେ ଏହି ନିଷ୍ପତ୍ତି ହୋଇଛି । ପରିଚୟପତ୍ର ଦେଖାଇ ପଶ୍ଚିମ ଦ୍ୱାର ଦେଇ ଭିତରକୁ…

ନରାଜ ପାହାଡ ଉପରେ ବନ୍ଧୁକ ଧରି reels କରୁଥିଲେ ୬ ଯୁବକ, ମାଡ଼ି ବସିଲା ପୋଲିସ

ବାରଙ୍ଗ : Reels କରୁ କରୁ ମାଡ଼ି ବସିଲା ପୋଲିସ।ବାରଙ୍ଗ ଥାନା ନରାଜ ପାହାଡ ଉପରେ ୬ଜଣ ଯୁବକ ହାତରେ ବନ୍ଧୁକ ଧରି reels କରୁଥିଲେ। ବିଶେଷ ସୂତ୍ରରୁ ଖବର ପାଇ ବାରଙ୍ଗ ପୋଲିସ ସେଠାରେ ପହଞ୍ଚି ଗୋଟିଏ ବନ୍ଧୁକ ଜବତ କରିଥିବା ବେଳେ ଦୁଇଟି ମୋଟର ସାଇକେଲ ମଧ୍ୟରୁ ଗୋଟିଏ ନମ୍ୱର୍ ବିହୀନ ମୋଟର…

ବିଷାକ୍ତ ଛତୁଖାଇ ଗୋଟିଏ ପରିବାରର ଚାରିଜଣ ଅସୁସ୍ଥ, ମେଡିକାଲରେ ଭର୍ତ୍ତି

ନୂଆପଡା : ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଳକ ବଙ୍କାପୁର ଗାଁରେ ବିଷାକ୍ତ ଛତୁଖାଇ ଗୋଟିଏ ପରିବାରର ଚାରିଜଣ ଅସୁସ୍ଥ l ଅସୁସ୍ଥମାନଙ୍କୁ ଖଡ଼ିଆଳ ଉପଖଣ୍ଡ ଚିକିତ୍ସାଲୟରେ ଚିକିତ୍ସା ପାଇଁ ଭର୍ତି କରାଯାଇଛି । ସୂଚନାମତେ, ଆଜି ମଧ୍ୟାହ୍ନରେ ବଙ୍କାପୁର ଗ୍ରାମର ପଦ୍ମାବତୀ ବେହେରା(40) ନିଜଚାଷ…

ଆଗରଡା ଗ୍ରାମରେ ଅଭାବନୀୟ ଘଟଣା, ସାପ କାମୁଡାରେ ଦୁଇ ମୃତ

ଜଳେଶ୍ବର: ବିଷଧର ସାପ କାମୁଡାରେ ଦୁଇ ମୃତ | ବସ୍ତା ଥାନା ଅନ୍ତର୍ଗତ ହଦମୌଦ ଏବଂ ଆଗରଡା ଗ୍ରାମରେ ଘଟିଛି ଅଭାବନୀୟ ଘଟଣା | ହଦମୌଦ ଗ୍ରାମର ସୁଧାକର ଜେନା ବିଲକୁ କାମ କରିବାକୁ ଯାଇଥିବା ବେଳେ ସାପ କାମୁଡିବା ଯୋଗୁଂ ମୃତ୍ଯୁ ହୋଇଥିବା ବେଳେ ଆଗରଡା ଗ୍ରାମର ମହିଳା କୁନିପ୍ରଭା ଲେଙ୍କା ଘରେ…

ଆସନ୍ତା ୨୮ରୁ ଚୀନରେ ଆରମ୍ଭ ହେବ ବିଶ୍ୱ ବିଶ୍ୱବିଦ୍ୟାଳୟ କ୍ରୀଡ଼ା-୨୦୨୧, ଯୋଗ ଦେବେ ୧୪ ଜଣ କିଟ୍‌ ଛାତ୍ରଛାତ୍ରୀ

ଆସନ୍ତା ୨୮ତାରିଖରୁ ଚୀନର ଚେଙ୍ଗଡୁରେ ଆରମ୍ଭ ହେବ ବିଶ୍ୱ ବିଶ୍ୱବିଦ୍ୟାଳୟ କ୍ରୀଡ଼ା-୨୦୨୧ । ୮ ଅଗଷ୍ଟ ଯାଏ ଚାଲିବାକୁ ଥିବା ଏହି କ୍ରୀଡ଼ାରେ ଭାରତର ବିଭିନ୍ନ ବିଶ୍ୱବିଦ୍ୟାଳୟରୁ ୨୬୫ ଖେଳାଳି ଓ ୬୦ ଅଫିସିଆଲ୍‌ସ ଯୋଗ ଦେବେ। ଓଡ଼ିଶାରୁ ୧୮ ଜଣ ଖେଳାଳି ଯୋଗ ଦେବାକୁ ଥିବାବେଳେ ସେଥିରୁ ୧୪ ଜଣ…

ଉଠାଦୋକାନୀ ଓ ସ୍ଥାୟୀ ଦୋକନୀ ବିବାଦ : ଆସନ୍ତାକାଲିଠୁ ବନ୍ଦ ହୋଇପାରେ ରାଜଧାନୀର ସବୁ ସ୍ଥାୟୀ ଦୋକାନ

ଭୁବନେଶ୍ୱର : ଭୁବନେଶ୍ୱର ମାର୍କେଟ ବିଲ୍ଡିଂକୁ ନେଇ ତେଜୁଛି ଉଠାଦୋକାନୀ ଓ ସ୍ଥାୟୀ ଦୋକନୀ ବିବାଦ । ଆସନ୍ତାକାଲିଠୁ ବନ୍ଦ ହୋଇପାରେ ରାଜଧାନୀର ସବୁ ସ୍ଥାୟୀ ଦୋକାନ । ଆଜି ରାଜଧାନୀର ସମସ୍ତ ବ୍ୟବସାୟୀ ସଂଘର ବୈଠକ ହୋଇଛି । ସମସ୍ୟା ସମାଧାନ ନେଇ ସରକାରଙ୍କୁ ଆସନ୍ତାକାଲି ପର୍ଯ୍ୟନ୍ତ ମହଲତ…

ଓଲଟିଲା କୁକୁଡା ବୋଝେଇ ଗାଡି, ଯିଏ ଯେତେଟା ପାରିଲେ ବୋହିନେଲେ

ନୂଆପଡା : ଓଲଟିଲା କୁକୁଡା ବୋଝେଇ ଗାଡି । ମନ ଇଚ୍ଛା ବୋହିନେଲେ ଲୋକ । ଯିଏ ଯେତେଟା ପାରିଲେ ନେଲେ । ନୂଆପଡା ଜିଲ୍ଲା କୋମନା ବ୍ଲକ ଭେଳା ସ୍ଥିତ ବିଜୁ ଏକ୍ସପ୍ରେସ ରାସ୍ତାରେ ଭାରସାମ୍ୟ ହରାଇ କୁକୁଡା ବୋଝେଇ ଗାଡିଟି ଓଲଟି ପଡିଥିଲା । ସ୍ଥାନୀୟ ଲୋକ ଆସି ଶହ ଶହ କୁକୁଡା ବୋହିନେଲେ । ମଲା…

ଜୋର ଧରିଲା ଶ୍ରଦ୍ଧାଳୁଙ୍କ ପାଇଁ ଶ୍ରୀମନ୍ଦିର ଚାରି ଦ୍ୱାର ଖୋଲିବା ଦାବି

ଜୋର ଧରିଲା ଶ୍ରଦ୍ଧାଳୁଙ୍କ ପାଇଁ ଶ୍ରୀମନ୍ଦିର ଚାରି ଦ୍ୱାର ଖୋଲିବାକୁ ଦାବି। ସ୍ଥାନୀୟ ବାସିନ୍ଦାଙ୍କ ପାଇଁ ତୁରନ୍ତ ଶ୍ରୀମନ୍ଦିରର ଅନ୍ୟୁନ ଗୋଟିଏ ଦ୍ୱାର ଖୋଲିବାକୁ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ଦାବି କରିଛନ୍ତି । ଏନେଇ ପୁରୀ ପ୍ରଶାସନକୁ ଅନୁରୋଧ କରିଛନ୍ତି ସୁଦର୍ଶନ ପଟ୍ଟନାୟକ ।…

ଆସୁଛି ଆଉ ଏକ ଲଘୁଚାପ, ୨୪ ଘଣ୍ଟାରେ ପ୍ରବଳ ବର୍ଷା, ୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଆସୁଛି ଆଉ ଏକ ଲଘୁଚାପ । ପ୍ରବଳ ବର୍ଷିବ । ଆସନ୍ତାକାଲି ପଶ୍ଚିମକେନ୍ଦ୍ରୀୟ ଓ ତତସଂଲଗ୍ନ ଉତ୍ତରପଶ୍ଚିମ ବଙ୍ଗୋପସାଗର ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ପ୍ରଭାବରେ ୨୫ ତାରିଖରେ ବଙ୍ଗୋପସଗାରରେ ଲଘୁଚାପ ସୃଷ୍ଟିର ସମ୍ଭାବନା ରହିଛି । ଏନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ…