Below header

ଟିକେଟକୁ ନେଇ ଯୁକ୍ତିତର୍କ, ଟିଟିଇଙ୍କୁ ପିଟିଲେ ରେଳବାଇ ପୋଲିସ, ୪ ପୋଲିସ ନିଲମ୍ବିତ

ଲକ୍ଷ୍ନୌ : ଟିଟିଇ ଓ ଯାତ୍ରୀଙ୍କ ମଧ୍ୟରେ ଝଗଡ଼ା ହେବା ସ୍ୱାଭାବିକ । ଏମିତି ଅନେକ ସମୟରେ ଯାତ୍ରୀ ଓ ଟିଟିଇଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥାଏ । ମାତ୍ର ଗୋଟିଏ ରେଳବାଇ ବିଭାଗର ଟିଟିଇ ଓ ପୋଲିସଙ୍କ ମଧ୍ୟରେ ଝଗଡା ହେବା କ୍ୱଚିତ ଦେଖାଯାଏ । ହେଲେ ଉତ୍ତରପ୍ରଦେଶର ପ୍ରୟାଗରାଜରେ ଦେଖାଯାଇଛି ଏକ…

INDIA ମେଣ୍ଟର ସ୍ଥାୟୀତ୍ୱ ନେଇ ସନ୍ଦେହ, ଛତିଶଗଡ଼ରେ କଂଗ୍ରେସ-ଆପ୍‌ ମୁହାଁମୁହିଁ

ଘରେ ନ ପଶୁଣୁ ଚାଳ ବାଜିଲାଣି । INDIA ମେଣ୍ଟ ଗଠନ ହେବା ପରଠାରୁ ମେଣ୍ଟ ଭିତରେ ବୁଝାମଣାକୁ ନେଇ ବିବାଦ ସୃଷ୍ଟି ହେବାରେ ଲାଗିଛି । ମେଣ୍ଟ ଭିତରେ କଂଗ୍ରେସ ସହ ଆମ ଆଦମୀ ପାର୍ଟି ଥିଲେ ମଧ୍ୟ ଆଜି ଛତିଶଗଡ଼ ଗସ୍ତରେ ଯାଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍‌ ନେତା କେଜରିଓ୍ଵାଲ କଂଗ୍ରେସ ବିରୋଧରେ…

ଆମେରିକା ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପାଇଁ ବଢିଲା ଅଡୁଆ, ଆସନ୍ତା ସପ୍ତାହରେ ଆତ୍ମସମର୍ପଣ କରିପାନ୍ତି

ଆମେରିକା ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପାଇଁ ବଢିଲା ଅଡୁଆ । ଜର୍ଜିଆ ନିର୍ବାଚନ ଫଳାଫଳ ଓଲଟପାଲଟ କରିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଆସନ୍ତା ସପ୍ତାହରେ ଫୁଲଟୋନ୍ କାଉଣ୍ଟି ଜେଲରେ ଆତ୍ମସମର୍ପଣ କରିପାନ୍ତି ଟ୍ରମ୍ପ। ୨୦୨୦ରେ ଜର୍ଜିଆ ନିର୍ବାଚନ ଫଳାଫଳକୁ ଓଲଟପାଲଟ…

ବ୍ୟାଙ୍କରେ ପଡିଛି ଦାବିଦାର ନଥିବା ୩୫ ହଜାର କୋଟି ଟଙ୍କା , ଭୁଲି ଯାଇଥିବା ଲୋକଙ୍କ ପାଇଁ ଆରବିଆଇ ଲଞ୍ଚ କରିବ ପୋର୍ଟାଲ

ନୂଆଦିଲ୍ଲୀ : ବର୍ଷ ବର୍ଷ ଧରି ବ୍ୟାଙ୍କରେ ପଡି ରହିଛି ଟଙ୍କା । ଯାହାର କେହି ଦାବିଦାର ନାହାଁନ୍ତି । ତାହା ପୁଣି ଲକ୍ଷ କି କୋଟିଏ ନୁହେଁ ପ୍ରାୟ ୩୫,୦୦୦ କୋଟି ଟଙ୍କା । ବହୁ ବର୍ଷ ଧରି ଏହି ଟଙ୍କା ପଡିରହିଛି ବ୍ୟାଙ୍କରେ । ଭାରତୀୟ ସେଣ୍ଟ୍ରାଲ ବ୍ୟାଙ୍କ ଆରବିଆଇ ଏଥିପାଇଁ ଏକ ଆପ ଲଞ୍ଚ…

କୋଭିଡ ପରେ ବଢ଼ୁଥିବା ଅଚାନକ ମୃତ୍ୟୁ ଉପରେ ଆଇସିଏମଆର କରୁଛି ବଡ଼ ଗବେଷଣା

କୋଭିଡ ପରେ ଦୁନିଆରେ ବିଶେଷକରି ଯୁବକଙ୍କ ଅଚାନକ ମୃୁତୁ୍ୟୃ ସଂଖ୍ୟା ବୃଦ୍ଧି ପାଉଥିବାରୁ ଆଇସିଏମଆର (ଇଣ୍ଡିଆନ କାଉନସିଲ ଫର ମେଡିକାଲ ରିସର୍ଚ୍ଚ) ବଡ଼ ମହତ୍ୱପୂର୍ଣ୍ଣ ଅଧ୍ୟୟନ ଆରମ୍ଭ କରିଛି । ଆଇସିଏମଆର ମହାନିର୍ଦ୍ଦେଶକ ରାଜୀବ ବହଲ କୋଭିଡ ସଂକ୍ରମଣରୁ ଭଲ ହେବା ପରେ ୧୮ ରୁ ୪୫ ବର୍ଷ ବୟସର…

ବାଇକରେ ପାଙ୍ଗଙ୍ଗ ଲେକ ଗଲେ ରାହୁଳ ଗାନ୍ଧି, ପାଳନ କରିବେ ବାପା ରାଜୀବ ଗାନ୍ଧିଙ୍କ ଜୟନ୍ତୀ

ରାହୁଳଙ୍କ ପଦଯାତ୍ରା ହେଉ ବା ବିଦେଶ ଗସ୍ତ । ସର୍ବଦା କିଛି ନା କିଛି କହି ଚର୍ଚ୍ଚାରେ ରହିଥାନ୍ତି କଂଗ୍ରେସ ନେତା ତଥା ସାଂସଦ ରାହୁଳ ଗାନ୍ଧି । ଏଥର ବି ସେମିତି ତାଙ୍କର ଲଦାଖ ଯାତ୍ରାକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା । ଲଦାଖରୁ ରାହୁଳ ଆରମ୍ଭ କରିଛନ୍ତି ତାଙ୍କର ବାଇକ ଯାତ୍ରା ।…

ବ୍ଲାକ ସି’ରେ ଋଷକୁ ଟାର୍ଗେଟ କରିବାକୁ ପ୍ରସ୍ତୁତ ୟୁକ୍ରେନ, ମୁତୟନ କରିଛି ଆତ୍ମଘାତୀ ସାମୁଦ୍ରିକ ଡ୍ରୋନ୍

ବ୍ଲାକ ସି' ରେ ଋଷକୁ ଟାର୍ଗେଟ କରିବାକୁ ପ୍ରସ୍ତୁତ ୟୁକ୍ରେନ। କ୍ରିମିଆ ବ୍ରିଜ ଓ ପେନିନସୁଲାରେ ଉପରେ ରକେଟ୍ ଓ ଡ୍ରୋନ ହମଲା କରିଛି ୟୁକ୍ରେନ ସେନା। କିନତୁ ଋଷ ସେନା ଏହାକୁ ବିଫଳ କରିଥିବା ଋଷ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ବ୍ଲାକ ସିରେ…

ଦିଲ୍ଲୀ ବିଧାନସଭାରେ ମୁଖ୍ୟମନ୍ତ୍ରୀ କହିଲେ – ‘‘ଦୁନିଆରେ କେହିପୁଅ ଜନ୍ମ ହୋଇ ନାହାଁନ୍ତି ଯିଏ ଅରବିନ୍ଦ…

ନୂଆଦିଲ୍ଲୀ : ଦିଲ୍ଲୀ ବିଧାନସଭାରେ ୩ ଦିନିଆ ବୈଠକର ଆୟୋଜନ କରାଯାଇଥିଲା । ବୈଠକର ୩ୟ ବା ଶେଷ ଦିନରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ଵାଲ ଗୃହକୁ ସମ୍ବୋଧିତ କଲେ । କେଜରିଓ୍ଵାଲ ଦିଲ୍ଳୀ ସର୍ଭିସ ବିଲ ସମ୍ପର୍କରେ ବିଜେପିକୁ ସମାଲୋଚନା କରିଥିଲେ । ଏହି ଅବସରରେ କେଜରିଓ୍ଵାଲ କହିଥିଲେ ‘‘…

ସ୍ଥିତି ନିୟନ୍ତ୍ରଣ ପାଇଁ ଭାରତ ଓ ଚୀନ ମଧ୍ୟରେ ଆଲୋଚନା

ପୂର୍ବ ଲଦାଖରେ ସ୍ଥିତି ନିୟନ୍ତ୍ରଣ ପାଇଁ ଭାରତ ଓ ଚୀନ ମଧ୍ୟରେ ଆଲୋଚନା। ଭାରତୀୟ ସେନା ଓ ଚୀନ ମଧ୍ୟରେ ମେଜର ଜେନେରାଲସ୍ତରୀୟ ଆଲୋଚନା। ଭାରତତ ଡିବିଓ ଓ ଚୀନର ଚୁସୁଲ ଠାରେ ହୋଇଛି ଆଲୋଚନା। ଭାରତ ପକ୍ଷରୁ ମେଜର ଜେନେରାଲ ପିକେ ମିଶ୍ରା ଓ ମେଜର ଜେନେରାଲ ହରିହରନଙ୍କ ଆଲୋଚନାରେ ଅଂଶଗ୍ରହଣ…

ଝଡ଼ ପରେ ଝଡ଼, ଅଶାନ୍ତ ପ୍ରଶାନ୍ତ ମହାସାଗର, ଖାନୁନ୍ ଓ ଲାନ୍ ପରେ ମାଡି ଆସୁଛି ହିଲାରି

ଶାନ୍ତ ପଡୁନି ସମୁଦ୍ର। ବାତ୍ୟା ପରେ ବାତ୍ୟା। ପ୍ରଶାନ୍ତ ମହାସାଗର କ୍ଷେତ୍ରରେ ଅଗଷ୍ଟରେ ଆସିଛି ତୃତୀୟ ଟାଇଫୁନ୍। ଏବେ ଆମେରିକା ଉପକୂଳ ଉପରେ ବିପଦ। ମେକ୍ସିକୋ ସହ ଦକ୍ଷିଣ ପଶ୍ଚିମ ଆମେରିକା ଆଡକୁ ମାଡି ଆସୁଛି ଟାଇଫୁନ୍ ହିଲାରି। ନିକଟରେ ପ୍ରଶାନ୍ତ ମହାସାଗରୀୟ ଝଡ଼ ଖାନୁନ୍ ଏବଂ ଲାନ୍,…

ସ୍କୁଲରୁ ଫେରୁଥିବା ବେଳେ ଚଢ଼ିଗଲା ବୋଲେରୋ, ଘଟଣାସ୍ଥଳରେ ଚାଲିଗଲା ୩ ଛାତ୍ରଙ୍କ ଜୀବନ

ମୃତ୍ୟୁ କେତେବେଳେ କାହାକୁ ଅପେକ୍ଷା କରିଥାଏ,କହିବା ମୁସ୍କିଲ । ସ୍କୁଲରୁ ପିଲାଙ୍କ ବାଟ ଚାହିଁ ବସିଥିବା ମା’ ଠୁ ଛଡାଇ ନେଲା ଯମ । ସ୍କୁଲରୁ ଫେରୁଥିବା ବେଳେ ଚାଲିଗଲା ୩ ଜଣ ଛାତ୍ରଙ୍କ ଜୀବନ । ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଦେଲେ ୩ ଛାତ୍ର । ଏପରି ଏକ ଅଭାବନୀୟ ଘଟଣା ଘଟିଯାଇଛି ବିହାର…

ଗୋଖାଦ୍ୟ ଦୁର୍ନୀତି ମାମଲାରେ ଲାଲୁଙ୍କ ଜାମିନକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କଲା ସିବିଆଇ

ନୂଆଦିଲ୍ଲୀ : ଗୋଖାଦ୍ୟ ଦୁର୍ନୀତି ମାମଲାରେ ରାଷ୍ଟ୍ରୀୟ ଜନତା ଦଳ ସଭାପତି ତଥା ବିହାର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁପ୍ରସାଦ ଯାଦବଙ୍କୁ ମିଳିଥିବା ଜାମିନ ରଦ୍ଦ କରିବା ପାଇଁ ଶୁକ୍ରବାର ସିବିଆଇ ସୁପ୍ରିମକୋର୍ଟରେ ଆବେଦନ କରିଛି । ସୂଚନାଯୋଗ୍ୟ, ଝାଡଖଣ୍ଡ ହାଇକୋର୍ଟ ଗୋ ଖାଦ୍ୟ ଦୁର୍ନୀତି…