ଯୁବତୀଙ୍କ ଅଭିଯୋଗକୁ ଖଣ୍ଡନ କଲେ ସିନେ ପ୍ରଯୋଜକ

ଭୁବନେଶ୍ୱର (କେ ନ୍ୟୁଜ୍‌) : ଓଲିଉଡରେ ଜଣେ ନବାଗତ ଅଭିନେତ୍ରୀ ଜଣେ ପ୍ରଯୋଜକଙ୍କ ବିରୋଧରେ ଆଣିଥିବା କାଷ୍ଟିଂ କାଉଚର ଅଭିଯୋଗକୁ ଖଣ୍ଡନ କରିଛନ୍ତି ବରିଷ୍ଠ ସିନେ ପ୍ରଯୋଜକ। ସେ କହିଛନ୍ତି ସଂପୃକ୍ତ ଯୁବତୀଙ୍କ ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ । ଜାଣି ଶୁଣି ତାଙ୍କର ମର୍ଯ୍ୟାଦା କ୍ଷୁଣ୍ଣ…

ପିପିଲି ଉପ ନିର୍ବାଚନ ପାଇଁ ମୁତୟନ ହେବେ ୧୮ ପ୍ଲାଟୁନ୍‌ OSAP

ପିପିଲି (କେନ୍ୟୁଜ) : ପିପିଲି ଉପ ନିର୍ବାଚନ ପାଇଁ ମୁତୟନ ହେବେ ୧୮ ପ୍ଲାଟୁନ୍‌ OSAP । ସେହିପରି ୩ କମ୍ପାନୀ କେନ୍ଦ୍ରୀୟ ଫୋର୍ସ ମୁତୟନ ହେବେ । ପିପିଲି ଉପନିର୍ବାଚନ ପୂର୍ବରୁ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା ପରେ ଏଭଳି ସୂଚନା ଦେଇଛନ୍ତି ADG ଯଶଓ୍ଵନ୍ତ ଜେଠଓ୍ଵା । ଆଜି ଅପରାହ୍ନରେ…

ଫୁଲ ତୋଳିବାକୁ ଆସିଥିବା ମହିଳାଙ୍କ ଠାରୁ ଲୁଟିନେଲେ ସୁନା ଚେନ୍

ଭୁବନେଶ୍ୱର : ରାଜଧାନୀରେ ମାତିଛନ୍ତି ଲୁଟେରା ଗ୍ୟାଙ୍ଗ । ଫୁଲ ତୋଳିବାକୁ ଆସିଥିବା ମହିଳାଙ୍କ ଠାରୁ ଲୁଟିନେଲେ ସୁନା ଚେନ୍ । ଭରତପୁର ଖଣ୍ଡଗିରି ବାରି ଅଞ୍ଚଳରେ ଏହି ଲୁଟ୍ ହୋଇଛି । ପୂରା ଘଟଣାର ଭିଜୁଆଲ ସିସିଟିଭିରେ କଏଦ ହୋଇଛି । ଲୁଟ୍‌ର ଶିକାର ହୋଇଥିବା ମହିଳା ହେଲେ ଅନଶ୍ୱୟା…

କଟକ: ଡାକ୍ତରଙ୍କୁ ବୋକା ବନାଇ ୭୭ ଲକ୍ଷ ୮୬ ହଜାର ଟଙ୍କା ଠକିନେଲେ ସାଇବର ଠକ, ଥାନାରେ ଦାଏର ହେଲା ମାମଲା

କଟକ(କେନ୍ୟୁଜ୍): ଡାକ୍ତରଙ୍କ ଠାରୁ ୭୭ ଲକ୍ଷ ୮୬ ହଜାର ଟଙ୍କା ଠକେଇ । ବିଏସଏନଏଲ ଟେଲିଫୋନ ନମ୍ବର ଇନାକ୍ଟିଭ ହେବ କହି ଠକିଦେଲେ ସାଇବର ଠକ । କଟକର ଏନଟିପିସିରୁ ଅବସର ନେଇଥିବା ଡାକ୍ତର ସନାତନ ମହାନ୍ତିଙ୍କ ଠାରୁ ଏହି ଠକେଇ ହୋଇଛି । ଏ ନେଇ ସାଇବର କ୍ରାଇମ ଥାନାରେ ମାମଲା ରୁଜୁ ହୋଇଛି ।…

ଟ୍ରାଫିକ୍ ନିୟମ ନମାନି ଅମାନିଆ ହୋଇ ଗାଡ଼ି ଚଲାଇଲେ ପୋଲିସ ପାଖରୁ ଯିବ ଲଭ ଲେଟର, ଏଣିକି ସିସିଟିଭି କାଟିବ ଫାଇନ୍

କେନ୍ୟୁଜ୍(ବ୍ୟୁରୋ): ଟ୍ରାଫିକ୍ ଉଲଙ୍ଘନକାରୀଙ୍କୁ ପୋଲିସ କମିଶନରଙ୍କ ପ୍ରେମପତ୍ର ଉପଖ୍ୟାନ । ଟ୍ରାଫିକ୍ ନିୟମ ମାନି ଗାଡି ଚଲାଓ, ନଚେତ୍ ଘରେ ପହଞ୍ଚିବ ପୋଲିସର ଲଭ୍ ଲେଟର । କାରଣ ଟ୍ରାଫିକ୍ ଉଲଙ୍ଘନକାରୀଙ୍କୁ ଜଗିଛି ସିସିଟିଭି । ପ୍ରତିଦିନ କଟକ-ଭୁବନେଶ୍ୱରରେ ୩୫୦ଜଣଙ୍କ ବିରୋଧରେ ଚାଲାଣ…

ପଦ୍ମଶ୍ରୀ ତୁଳସୀ ମୁଣ୍ଡା ଅସୁସ୍ଥ, ଆଶୁ ଆରୋଗ୍ୟ କାମନା କଲେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳ

କେନ୍ୟୁଜ୍(ବ୍ୟୁରୋ): ଗତକାଲି ଠାରୁ ପଦ୍ମଶ୍ରୀ ତୁଳସୀ ମୁଣ୍ଡା ଅସୁସ୍ଥ । ତାଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ବରର ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ଅଛି କିନ୍ତୁ ବେଳେ ବେଳେ ଅସୁସ୍ଥତା ଅନୁଭବ କରୁଛନ୍ତି । ଗତକାଲି ଏକ ସାମାଜିକ…

ଗଜପତି: ଆଶା କର୍ମୀଙ୍କ ନାବାଳିକା ଝିଅକୁ ଅପହରଣ ଅଭିଯୋଗ, ଥାନାରେ ଏତଲା

ମୋହନା(କେନ୍ୟୁଜ୍): ଗଜପତି ଜ଼ିଲ୍ଲା ଅଡବା ଗ୍ରାମରୁ ଜଣେ ନାବାଳିକାକୁ ଅପହରଣ କରାଯାଇଥିବା ଅଡ଼ବା ଥାନାରେ ଅଭିଯୋଗ ହୋଇଛି l ଅପହୃତା ନାବାଳିକା ଜଣକ ଅଡବା ଗ୍ରାମର ଆଶା କର୍ମୀ ମନୋରମା ମହାପାତ୍ରଙ୍କ ନାବାଳିକା ଝିଅ। ପୂର୍ବରୁ ନାବାଳିକା ଜଣକ ସହ  ଅଡବା ଗ୍ରାମର ରମା ପ୍ରଧାନୀଙ୍କ ପୁଅ ଅଲେସ…

ଆଜି ପ୍ରଥମ ଦିନରେ ରାଜ୍ୟରେ ୮୪ ପ୍ରତିଶତ ଲୋକ ନେଲେ କୋଭିଡ୍‌ ଟିକା

କେନ୍ୟୁଜ୍(ବ୍ୟୁରୋ):   ଟିକା ନେଲା ଓଡ଼ିଶା । ଆଜି ପ୍ରଥମ ଦିନରେ ରାଜ୍ୟରେ ୮୪ ପ୍ରତିଶତ ଲୋକଙ୍କୁ କୋଭିଡ୍‌ ଟିକା ଦିଆଯାଇଛି । ମୋଟ୍‌ ୧୩ ହଜାର ୭୪୫ ଜଣ ନେଇଛନ୍ତି ଟିକା । ଅନୁଗୋଳ, ବାଲେଶ୍ୱର, କନ୍ଧମାଳ ଓ କୋରାପୁଟ ଜିଲ୍ଲାରେ ଶତ ପ୍ରତିଶତ ଟିକାକରଣ ହୋଇଛି । ଭୁବନେଶ୍ୱରରେ ୬ଟି କେନ୍ଦ୍ରରେ…