କରୁଛନ୍ତି କି କ୍ରେଡିଟ/ଡେବିଟ କାର୍ଡ ବ୍ୟବହାର, କେବେବି ହେବ ନାହିଁ ଫ୍ରଡ ଯଦି ଆପଣେଇବେ ଏହି ଟିପ୍ସ

ଆଜିର ଟେକ୍ନୋଲୋଜି ଜମାନାରେ ଡିଜିଟାଲ ଟ୍ରାନଜାକସନ୍‌ ଅଧିକ ବଢ଼ିଯାଇଛି। ଏହାସହିତ କରୋନା ଭାଇରସ୍‌ କାରଣରୁ ମଧ୍ୟ ଏବେ ଲୋକମାନେ କ୍ୟାସ ପେମେଣ୍ଟ କରିବାକୁ କୁଣ୍ଠାବୋଧ ହେଉଛନ୍ତି। ଯେଉଁଥିପାଇଁ ଆଜିକା ଡେଟରେ ଡିଜିଟାଲ ପେମେଣ୍ଟର ଅଧିକ ଚାହିଦା ବଢ଼ିଯାଇଛିି। ଏଥିସହିତ ବଡ ବଡ ସହର ସମେତ ଏବେ…

Redmi 9 ଏବଂ 9 Prime ସ୍ମାର୍ଟଫୋନର ଆଜି ଅଛି ସେଲ୍‌, ଜଲଦି କିଣନ୍ତୁ

ଆଜି ଆପଣଙ୍କ ହାତକୁ ଆସିପାରେ ଏହି ଦୁଇଟି ଦମଦାର ସ୍ମାର୍ଟଫୋନ। ଆଜି ଦିନ ୧୨ଟାରେ ହେବ Redmi 9 ଏବଂ Redmi 9 Prime ସ୍ମାର୍ଟଫୋନର ସେଲ। ଗ୍ରାହକ ଏହି ସ୍ମାର୍ଟଫୋନକୁ ଆମାଜନ ଇଣ୍ଡିଆ ଏବଂ କମ୍ପାନୀ ୱେବସାଇଟରୁ କିଣିପାରିବେ। ରେଡମି ୯ ପ୍ରାଇମ ସ୍ମାର୍ଟଫୋନରେ ମେଡିୟାଟେକ ହିଲିୟୋ G80…

ମହାନତା ଦେଖାଇଲେ ମାଷ୍ଟର ବ୍ଲାଷ୍ଟର, ଆର୍ଥିକ ଦୁର୍ବଳ ୫୬୦ ଆଦିବାସୀ ପିଲାଙ୍କୁ କଲେ ସାହାଯ୍ୟ

ବର୍ଷିୟାନ କ୍ରିକେଟର ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ବଦାନ୍ୟତା ଦେଖାଇଛନ୍ତି। ଏମିତି ଏକ ମହତ କାମ କରିଛନ୍ତି ଯେଉଁଥିପାଇଁ ତାଙ୍କୁ ଚାରିଆଡୁ ପ୍ରଶଂସାର ସୁଅ ଛୁଟୁଛି। ଆର୍ଥିକ ରୂପରେ ଦୁର୍ବଳ ଥିବା ୫୬୦ ଆଦିବାସୀ ପିଲାଙ୍କୁ ସାହାଯ୍ୟ କରିବା ପାଇଁ ଏକ ଏନଜିଓ ସହିତ ହାତ ମିଳାଇଛନ୍ତି।…

ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ

ମେଷ : ଆଜି ଧାର୍ମିକ ଅନୁଷ୍ଠାନରେ କିମ୍ବା ବନ୍ଧୁବର୍ଗଙ୍କ ସକାଶେ ଖର୍ଚ୍ଚାନ୍ତ ହୋଇପାରନ୍ତି। ଭ୍ରମଣ ହେତୁ ମନ ପ୍ରଫୁଲ୍ଲ ରହିବ। ଏକ ନୂତନ ପରିବେଶ ମଧ୍ୟରେ ମିତ୍ରତା ବନ୍ଧନରେ ଆବଦ୍ଧ । ବ୍ୟବସାୟ, ବାଣିଜ୍ୟ, ସାହିତ୍ୟ,କଳା , ସାମ୍ବାଦିକତା, ପ୍ରଶାସନ ଓ ପରିବହନରେ ସମସ୍ୟା ଦୂର…

VI (ଭୋଡାଫୋନ-ଆଇଡିଆ) ଆଣିଲା ୩୫୧ ଟଙ୍କିଆ ବଢ଼ିଆ ପ୍ଳାନ, ମିଳିବ ୧୦୦ଜିବି ହାଇ ସ୍ପିଡ୍‌ ଡାଟା

ଦେଶର ଦୁଇ ବଡ ଟେଲିକମ୍‌ କମ୍ପାନୀ ଭୋଡାଫୋନ ଏବଂ ଆଇଡିଆ ମିଶି ଉଭୟ ଏବେ ଭିଆଇ ହୋଇଯାଇଛନ୍ତି। ଅପରେଟର ପକ୍ଷରୁ ପୂର୍ବରୁ ମଧ୍ୟ ଅନେକ ଓ୍ଵାର୍କ-ଫର୍ମ-ହୋମ ପ୍ଲାନ ଅଫର କରାଯାଉଥିଲା। କିନ୍ତୁ ଏବେ ଭିଆଇ ପକ୍ଷରୁ ଆଉ ଏକ ୧୦୦ ଜିବି ହାଇ-ସ୍ପିଡ ଡାଟା ପ୍ଲାନ ଅଫର କରାଯାଉଛି। ପ୍ରିପେଡ ପୋର୍ଟଫେ…

ବର୍ଷିୟାନ ଅଭିନେତା ଅଜିତ ଦାଶଙ୍କ ପରଲୋକ, ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ

ପୁଣି କାଳ ହେଲା ବର୍ଷ ୨୦୨୦। ଚଳିତ ବର୍ଷ ପୁଣି ଦେଲା ଓଲିଉଡ୍‌ ଜଗତକୁ ଝଟକା। ଆଉ ନାହାନ୍ତି ଓଲିଉଡର ବର୍ଷିୟାନ ଅଭିନେତା ଅଜିତ ଦାଶ। ୭୧ ବର୍ଷ ବୟସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି। ଏହି ଦୁଃଖଦ ଖବର ବିଷୟରେ ତାଙ୍କର ଜଣେ ସମ୍ପର୍କୀୟ ସୂଚନା ଦେଇଛନ୍ତି। ତେବେ ଆପଣଙ୍କୁ…

ରାତିରେ ଶୋଇଥିବା ଅବସ୍ଥାରେ ମାଆ ଓ ଝିଅଙ୍କୁ ନିର୍ମମ ହତ୍ୟା, ଅଳ୍ପକେ ବର୍ତ୍ତିଲା ପୁଅ

କେନ୍ଦୁଝର (କେନ୍ୟୁଜ୍‌) : ଚମ୍ପୁଆ ଥାନା ଅନ୍ତର୍ଗତ ଶଙ୍କରପୁର ନିକଟ ଧଳାଦିହି ଗାଁରେ ଡବଲ ମର୍ଡର। କାରଣ ଅସ୍ପଷ୍ଟ ଥିବା ବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି । ଏକ ଅନୌପଚାରିକ ସୂତ୍ରରୁ ମିଳିଥିବା ଖବର ଅନୁଯାଇ ଗୃହକର୍ତ୍ତା ଏକ ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ବେଳେ ଗତ ରାତିରେ…

WhatsAppରେ ଆସୁଛି ଧମାକେଦାର ଫିଚର୍ସ, ୟୁଜର୍ସଙ୍କ ମିଳିବ ନୂଆ ଅନୁଭବ

ହ୍ଵାଟସଅପ୍‌  ନିଜ ଆପରେ ଅନେକ ନୂଆ ଅପଟେଡସ୍‌ ଉପରେ କାମ କରୁଛି। କମ୍ପାନୀ ନିଜର ଆଣ୍ଡ୍ରଏଡ ବିଟା ଭର୍ସନରେ ନୂଆ ଫିଚର୍ସକୁ ମଧ୍ୟ ଟେଷ୍ଟିଙ୍ଗ୍‌ କରୁଛି। WABetaInfoର ଏକ ରିପୋର୍ଟ ଅନୁଯାୟୀ କମ୍ପାନୀ ଏହି ଫିଚର୍ସ ଉପରେ କାମ କରୁଛି, ଯାହାକୁ ଆଣ୍ଡ୍ରଏଡ୍‌ ପାଇଁ ବିଟା ଭର୍ସନରେ ଦେଖା ଯାଇଛି।…

ଆଜି ସର୍ବଭାରତୀୟ ମେଡିକାଲ୍‌ ପ୍ରବେଶିକା ପରୀକ୍ଷା NEET

ଆଜି ସର୍ବଭାରତୀୟ ମେଡିକାଲ୍‌ ପ୍ରବେଶିକା ପରୀକ୍ଷା NEET । କୋଭିଡ୍‌ ୧୯ କଟକଣା ଭିତରେ ହେବ ପରୀକ୍ଷା । ଏଥିପାଇଁ ଭୁବନେଶ୍ୱର, କଟକ,ସମ୍ବଲପୁର, ବାଲେଶ୍ୱର, ବ୍ରହ୍ମପୁର, ରାଉରକେଲା ଓ ଅନୁଗୁଳରେ ହୋଇଛି ମୋଟ୍‌ ୮୪ଟି ସେଣ୍ଟର । ୩୭ ହଜାର ୪୫୯ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ପରୀକ୍ଷାର୍ଥୀଙ୍କ…

NEET ପରୀକ୍ଷା ଦେବେନି ପଜିଟିଭ୍ ଛାତ୍ରଛାତ୍ରୀ, ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ପକ୍ଷରୁ ନୂଆ SOP ଜାରି

ଆଜି ସର୍ବଭାରତୀୟ ମେଡିକାଲ୍ ପ୍ରବେଶିକା ପରୀକ୍ଷା NEET। ଓଡ଼ିଶାରେ ୮୪ ସେଣ୍ଟର, ୩୭ ହଜାରରୁ ଅଧିକ ପରୀକ୍ଷାର୍ଥୀ। ସମସ୍ତ ଛାତ୍ରଛାତ୍ରୀଙ୍କ ହେବ ଥର୍ମାଲ ସ୍କ୍ରିନିଂ। ପଜିଟିଭ୍‌ ଛାତ୍ରଛାତ୍ରୀଙ୍କୁ ହଲ୍‌କୁ ଏଣ୍ଟି୍ ମନା । ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ପକ୍ଷରୁ ନୂଆ SOP ଜାରି ହୋଇଛି ।…

ପୁଣି ହସପିଟାଲରେ ଗୃହ ମନ୍ତ୍ରୀ ଅମିତ ଶାହ, ବିଳମ୍ବିତ ରାତିରେ ହେଲେ ଭର୍ତ୍ତି

କେନ୍ଦ୍ରୀୟ ଗୃହ ମନ୍ତ୍ରୀ ଅମିତ ଶାହ ପୁଣି ଥରେ ଦିଲ୍ଲୀ ଏମ୍ସର ହେଲେ ଭର୍ତ୍ତି। ଗତକାଲି ରାତି ୧୧ଟାରେ ମନ୍ତ୍ରୀ ଅମିତ ଶାହଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଛି। ସୂଚନା ମୁତାବକ ସେମିତି କିଛି ଗମ୍ଭୀର ସ୍ଥିତି ନଥିଲେ ମଧ୍ୟ ଏମ୍ସ କର୍ତ୍ତୃପକ୍ଷଙ୍କ କହିବାନୁଯାୟୀ ଶାହଙ୍କୁ ରୁଟିନ୍ ଚେକଅପ୍ ପାଇଁ…

ପୁରୀରେ କୋଭିଡ୍ କଟକଣା ଭିତରେ ପାଳନ କରାଯିବ ଦୁର୍ଗାପୂଜା, ଜାଣନ୍ତୁ କଣ ରହିଛି ଗାଇଡଲାଇନ

ପୁରୀ (କେନ୍ୟୁଜ୍) : ସହରରେ କୋଭିଡ କଟକଣା ମଧ୍ୟରେ ପାଳନ କରାଯିବ ଦୁର୍ଗାପୂଜା। ଏନେଇ ଉପଜିଲ୍ଲାପାଳ ଭବତରଣ ସାହୁଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଦୁର୍ଗାପୂଜା ପାଳନ ସମୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି କୋଭିଡ ଗାଇଡଲାଇନକୁ କଡାକଡି ଭାବେ ପାଳନ କରାଯିବା…